ମହିଳା ମହାବିଦ୍ୟାଳୟରେ ନବାଗତ ଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା।

ମାଲକାନଗିରି ଜିଲ୍ଲା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦିତୀୟ ବାର୍ଷିକ ଛାତ୍ରୀମାନଙ୍କ ଦ୍ୱାରା ନବାଗତ +୨ ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ନବାଗତ ଛାତ୍ରୀମାନଙ୍କୁ…

ଏସି ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରିଛି ଘରୋଇ ବସ ମାଲିକ ସଙ୍ଘ।

ଅଗଷ୍ଟ ୨୭ ତାରିଖରୁ ଆଉ ମାଲକାନଗିରିକୁ ଗଡ଼ିବନି ଘରୋଇ ବସ୍ । ଏସି ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରିଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ । ଏହାର ପ୍ରତିବାଦରେ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି…

ସତ୍ୟନାରାୟଣ କଲେଜ ଛାତ୍ରଛାତ୍ରୀଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା ; ଜିଲ୍ଲାପାଳ ଓ ଏସପିଙ୍କୁ ଦେଲେ ଦାବିପତ୍ର।

ପଶ୍ଚିମବଙ୍ଗ କୋଲକାତା ଠାରେ ଆର୍‌.ଜି. କର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ଦୁଷ୍କର୍ମ ପରେ ଜୀବନରେ ମାରିଦେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ ପାଇଁ ସାରା ଦେଶରେ ଡାକ୍ତର ଓ ପ୍ରଶିକ୍ଷଣ ନେଉଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନେ ପ୍ରତିବାଦ…

୧୫ ବର୍ଷ ପୋଲ ଦାବି ଶୁଣିଲେନି ସରକାର ; ତିନି ଗାଁ ଲୋକ ନିର୍ମାଣ କଲେ ଅସ୍ଥାୟୀ ବାଉଁଶ ପୋଲ।

ସରକାର ନିଶ୍ଚିତ ଘୋର ଲଜ୍ଜିତ ହୋଇଥାଏ ସେତେବେଳେ , ଯେତେବେଳେ ଲୋକଙ୍କ ସମସ୍ୟା ନିଜେ ଲୋକମାନେ ସମାଧାନ କରୁଛନ୍ତି। ସ୍ବାଧିନତାର ୭୭ ବର୍ଷ ପରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଯଦି ଲୋକଙ୍କ ସମସ୍ୟା ସମାଧାନ କରି ପାରୁନାହାଁନ୍ତି ତେବେ ଏହା…

ପୁଲିସ ଇନଫର୍ମର ଅଭିଯୋଗରେ ବୃଦ୍ଧଙ୍କୁ ନକ୍ସଲଙ୍କ ହତ୍ୟା।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ବସ୍ତର ଡିଭିଜନରେ ସୁରକ୍ଷା ବାହିନୀ ଦ୍ୱାରା ପରିଚାଳିତ ସଫଳ ନକ୍ସଲ ବିଲୋପ ଅଭିଯାନରେ ବିବ୍ରତ ନକ୍ସଲମାନେ ଗାଙ୍ଗାଲୁର ପୁଲିସ ଥାନା ଅଧୀନରେ ଥିବା ପୁସନାର ଗାଁର ଗାଯତାପାରା (ପୁଲିସ ଥାନା ଠାରୁ ୧୦…

ଓର୍କେଲ ଥାନାରେ ଆମ ପୁଲିସ କାର୍ଯ୍ୟକ୍ରମ।

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ ଥାନା ପରିସରରେ ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏସଡିପିଓ ଆଲେସିୟସ କିସପୋଟାଙ୍କ ତତ୍ତ୍ଵାବଧାନରେ ଥାନା ସଭାଗୃହରେ ସ୍ଥାନୀୟ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଆମ ପୁଲିସ ସମିତି କାର୍ଯ୍ୟକ୍ରମ କରାଯାଇଥିଲା। ଏହି…

ଜିଲ୍ଲାପାଳଙ୍କୁ ଭେଟିଲେ ଘରୋଇ ବସ ମାଲିକ।

ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ ସଭାପତି ରାଜେଶ୍ୱରୀ ପ୍ରଧାନ ଓ ସମ୍ପାଦକ ଇ .ଭେଙ୍କଟ ରାଓଙ୍କ ସହ ଅନ୍ଯ କର୍ମକର୍ତ୍ତା ମାନେ ନୂତନ ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରିଥିଲେ । ପରେ ଜିଲ୍ଲାପାଳଙ୍କ ସହ ଜିଲ୍ଲାର…

ତାଳବରଡା ଛପର ତଳେ କଟୁଛି ଜୀବନ।

କାର୍ଯ୍ୟାଦେଶ ପାଇବା ବର୍ଷେ ବିତିବାକୁ ବସିଲାଣି ହେଲେ ସରୁନି ଆବାସ ଘର ନିର୍ମାଣ କିନ୍ତୁ ଏପଟେ ଦଲାଲ ଜଣଙ୍କ ଆବାସ ଗୃହ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇ ସବୁତକ ଟଙ୍କା ଉଠାଇ ନେବା ପରେ ଏବେ ଘର ନିର୍ମାଣ ପାଇଁ ଭୂଆଁ…

ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହେଲା ପିଏମ ଜନମନ ଯୋଜନା।

ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହେଲା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନମନ ଯୋଜନା। ୨୩ ଅଗଷ୍ଟରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ମାଲକାନଗିରି ଜିଲ୍ଲାରେ ୧୨୫ ପ୍ରାଚୀନ ତଥା ଦୁର୍ବଳ ଜନଜାତି ସମୂହ ଗ୍ରାମରେ ସୂଚନା , ଶିକ୍ଷା ଏବଂ ଯୋଗାଯୋଗର ଅଭିଯାନ…

କୋରୁକୋଣ୍ଡା ବ୍ଲକରେ ଟେଣ୍ଡର ଫିକ୍ସିଂ ମାମଲା ; ଭିଡିଓ ହେଲା ଭାଇରାଲ।

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ଚଳିତ ମାସ ୧୦ ତାରିଖରେ ବ୍ଲକର ୪ଟି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ପତ୍ର ସଂଖ୍ୟା:- ୩୪୪୧/୨୪ ରେ ସର୍ବମୋଟ ୪୬ ଲକ୍ଷ ୫୦ ହଜାର ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା। ବିଜ୍ଞାପନ ଅନୁଯାୟୀ…

You cannot copy content of this page