ସରକାରୀ ସ୍ନାତକ ମହାବିଦ୍ୟାଳୟରେ ଶହୀଦ ଦିବସ ପାଳିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଗୁରୁବାର ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧଦିବସ ସ୍ମୃତିରେ ସରକାରୀ ସ୍ନାତକ ମହାବିଦ୍ୟାଳୟ ଚିତ୍ରକୋଣ୍ଡା ଠାରେ ‘ଶହୀଦ ଦିବସ -୨୦୨୫ ‘ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତିରେ ଦୁଇ ମିନିଟ୍ର…

ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଜମିଜମା ବିବାଦକୁ କେନ୍ଦ୍ର କରି ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ। ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତାଟିଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ମୃତ୍ୟୁ ବରଣ କରିଥିବା ସାନ ଭାଇ ଜଣଙ୍କ…

ଧରମପାଲ୍ଲୀ ଆଶ୍ରମ ବିଦ୍ୟାଳୟରେ ଅଷ୍ଟମ ବାର୍ଷିକ କ୍ରୀଡ଼ା ଉତ୍ସବ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ପଞ୍ଚାୟତ ଧରମପାଲ୍ଲୀ ସ୍ଥିତ ଆଶ୍ରମ ବିଦ୍ୟାଳୟରେ ୮ମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଡିଆ ଗୋଷ୍ଟି ସମ୍ପ୍ରସାରଣ ଅଧିକାରୀ ଯୋତି ପ୍ରକାଶ ବେହେରା ଓ ପଡିଆ ଉଚ୍ଚ…

ସରକାରୀ ଏସଏସଡି ବାଳିକା ଉଚ୍ଚବିଦ୍ୟାଳୟ ଶିଖପାଲ୍ଲୀରେ ଦ୍ଵିତୀୟ ବାର୍ଷିକ ଉତ୍ସବ।

ମାଲକାନଗିରି,ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସରକାରୀ ଏସ ଏସଡି ବାଳିକା ଉଚ୍ଚବିଦ୍ୟାଳୟ ଶିଖପଲ୍ଲୀ ଠାରେ ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଅତିତିକ୍ତ ଜିଲ୍ଲାପାଳ ସୋମନାଥ…

ଖେଳକୁଦ ଶାରୀରିକ ଓ ବୌଦ୍ଧିକ ବିକାଶର ମାଧ୍ୟମ ବାର୍ଷିକ କ୍ରୀଡା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲୁଥିବା ୨୮ତମ ବାର୍ଷିକ କ୍ରୀଡା ଉତ୍ସବ ଉତ୍ ଯାପନ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ କୋରୁକୋଣ୍ଡା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମଣିଶଙ୍କର ମଜୁମଦାର ଯୋଗଦେଇ…

ଜିବୀକା ମିଶନ ଇସି ସଂଘ ମାଲକାନଗିରି ଜିଲ୍ଲାର ସାଧାରଣ ବୈଠକ।ଇ ସି ସଙ୍ଘର ଫେବୃଆରୀ ୪ରେ ଜିଲ୍ଲାପାଳ ଅଫିସ୍ ଘେରାଉ।

ମାଲକାନଗିରି, ନିରଞ୍ଜନ ମଲ୍ଲ (କ୍ରୋନିକ ଓଡ଼ିଶା)ଆଜି ନିଖିଳ ଓଡ଼ିଶା ଜିବୀକା ମିଶନ ଇସି ସଂଘ ମାଲକାନଗିରି ଜିଲ୍ଲା କମିଟି ର ସାଧାରଣ ବୈଠକ ମାଲକାନଗିରି ମିଶନ ଶକ୍ତି ହଲ୍ ଠାରେ ଜିଲ୍ଲା ସଭାପତି ରୀନା କବାସୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି…

ଛାତ୍ରଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର।

ମାଲକାନଗିରି, ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନାଗିରି ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ଗତ ଆଠ ଦିନ ଧରି ଆତ୍ମସୁରକ୍ଷା ତାଲିମ୍ ଦିଆଯାଇଥିଲା।ବିଦ୍ୟାଳୟର ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଆତ୍ମସୁରକ୍ଷା ତାଲିମ୍ ପ୍ରାପ୍ତ ଛାତ୍ରୀ ମାନଙ୍କୁ…

ଆଞ୍ଚଳିକ ପର୍ଯ୍ୟବେକ୍ଷକଙ୍କ ଚିତ୍ରକୋଣ୍ଡା ସରକାରୀ ସ୍ନାତକ ମହାବିଦ୍ୟାଳୟ ପରିଭ୍ରମଣ।

ମାଲକାନଗିରି, ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମଙ୍ଗଳବାର ଦିନ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟରୁ ତିନି ଜଣିଆ ଆଞ୍ଚଳିକ ପର୍ଯ୍ୟବେକ୍ଷକ ଦଳ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ପରିଭ୍ରମଣରେ ଆସିଥିଲେ। ବିଶ୍ଵବିଦ୍ୟାଳୟର ସମନ୍ଵୟ ଅଧିକାରୀ ଶ୍ରୀଯୁକ୍ତ ମହେଶ୍ଵର ଦୁରିଆଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଟ…

ନୀତି ଆୟୋଗ ବିଦ୍ୟାଳୟର ଦୁଇଦିନିଆ FLN ଓ ପ୍ରାରମ୍ଭିକ ସ୍ତର ତାଲିମ ଅନୁଷ୍ଠିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି ପରିସରରେ ଥିବା FLC ହଲ୍ ରେ ନୀତି ଆୟୋଗ ଦ୍ୱାରା ପୋଷ୍ୟ, ଜିଲ୍ଲାର ୧୦୦ ଟି ବିଦ୍ୟାଳୟର ଶହେ ଜଣ FLN Grade ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମର…

୧୦ ବର୍ଷ ପୁର୍ତ୍ତିରେ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ ଉଦଘାଟିତ।

ମାଲକାନଗିରି, ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)୧୦ ବର୍ଷ ପୁର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ବେଟି ବଚାଓ ଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି।ମାଲକାନଗିରି ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଓ ଜିଲ୍ଲା ପ୍ରଶାସନ ମାଲକାନଗିରିର ମିଳିତ ଅନୁକୂଲ୍ୟରେ ୧୦…

You cannot copy content of this page