ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ…
ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।
କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…
ସୀମାନ୍ତରେ ଯବାନଙ୍କ ଦ୍ଵାରା ନିର୍ମିତ ସ୍ପାଇକ ହୋଲକୁ ଧ୍ୱଂସ କଲେ ଯବାନ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାରେ ଅଭୁଜମାଡ ଜଙ୍ଗଲରେ ତଲାସି ଅଭିଯାନ ବେଳେ ୧୦ରୁ ଅଧିକ ସ୍ପାଇକ ହୋଲକୁ ଠାବ କରି ଧ୍ଵଂସ କରିଛନ୍ତି ଯବାନ ମାନେ। ସୂଚନା ଅନୁଯାୟୀ ଅଭୁଜମାଡ ଜଙ୍ଗଲରେ ଗତ କିଛିଦିନ ପୂର୍ବେ ସି.ଆର୍.ପି.ଏଫ୍.,…
ସାମାଜିକ ଗଣମାଧ୍ୟମ ବ୍ୟବହାରକୁ ନେଇ କଲେଜ ଛାତ୍ରଛାତ୍ରୀ ସଚେତନତା କାର୍ଯ୍ୟକ୍ରମ ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସ୍ତରୀୟ ଶ୍ରମଜୀବୀ ସଂଗଠନ ଓ ମହିଳା ଶ୍ରମଜୀବୀ ସଂଗଠନ ପଡିଆ ବ୍ଲକ ସଦରରେ ଥିବା ପଡିଆ କଲେଜ ଠାରେ + ୨ ଛାତ୍ରୀ ଛାତ୍ର ମାନଙ୍କୁ ନେଇ “ସାମାଜିକ ଗଣମାଧ୍ୟମର ଉପକାରିତା ଓ ସଦବ୍ୟବହାର” ଉପରେ ଏକ…
ଜମି ବିବାଦକୁ ନେଇ ଖଣ୍ଡଯୁଦ୍ଧ ; ପ୍ରସାସାନିକ ଅଧିକାରୀଙ୍କ ସମାଧାନର ପ୍ରୟାସ ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ୍ ପଞ୍ଚାୟତ ଏମପିଭି-୮୩ ଗ୍ରାମରେ ଦୀର୍ଘ ଦିନ ଧରି ଲାଗିରହିଛି ଏକ ବଡ଼ ଧରଣର ଜମି ବିବାଦ।ଗ୍ରାମବାସୀ ରବିନ ମଣ୍ଡଳ ଓ ମଙ୍ଗଳ ହୀରାଙ୍କ ମଧ୍ୟରେ ଜମି ବିବାଦ ଥମିବାର ନାଁ ଧରୁନାହିଁ।…
ପଦ୍ମଗିରି ବିଦ୍ୟାଳୟ ଅବ୍ୟବସ୍ଥା ନେଇ ବିଧାୟକ ଖପ୍ପା ଘଟଣା ; ତଦନ୍ତ କଲେ ଜିଲ୍ଲା ମଙ୍ଗଳ ଅଧିକାରୀ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ପଦ୍ମଗିରି ସ୍ଥିତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ବିଦ୍ୟାଳୟକୁ ଗତକାଲି ବିଧାୟକ ଓ ପ୍ରଶାସନିକ ଅଧିକାରୀ ଅଚାନକ ଗସ୍ତ କରି ବିଭିନ୍ନ ବିଷୟରେ ସମୀକ୍ଷା କରି ନାନା ପ୍ରକାରର ଅବ୍ୟବସ୍ଥା ଦେଖି ପ୍ରଧାନ ଶିକ୍ଷକଙ୍କ…
୪ ବର୍ଷର ନକ୍ସଲ ସଦସ୍ୟା ନନ୍ଦିନୀ ; ନକ୍ସଲ ସଂଗଠନ ହାତ ଛାଡି କଲେ ଆତ୍ମସମର୍ପଣ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସରକାରଙ୍କ ନକ୍ସଲ ବିଲୋପ ନୀତି ଏବଂ “ନିୟାଦ ନେଲା ନାର” ଯୋଜନା ଦ୍ୱାରା ପ୍ରଭାବିତ ହୋଇ ମାଓବାଦୀଙ୍କ ଫମ୍ପା ଚିନ୍ତାଧାରାରେ ଅତିଷ୍ଠ ତଥା ବିଭିନ୍ନ ପ୍ରକାରର ଶୋଷଣରେ ଅସନ୍ତୁଷ୍ଟ ହୋଇ ୦୧ ମହିଳା ନକ୍ସଲ…
ବାଲିମେଳା ନିକଟସ୍ଥ ଚିତାପାରି-୪ ଗାଁରେ ବୁଲୁଛି କୁମ୍ଭୀର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଳା ବାଲିମେଳା ନିକଟସ୍ଥ ଚିତାପାରି-୪ ଗାଁରେ କୁମ୍ଭୀର ଆତଙ୍କ। ଗତ କିଛି ଦିନ ହେବ ସ୍ଥାନୀୟ ଚିତାପାରି-୪ ଗାଁ ଅଞ୍ଚଳରେ ଥିବା ଏକ ପୋଖରୀରେ କୁମ୍ଭୀର ବୁଲୁଥିବା ଦେଖିବା ପରେ ଗ୍ରାମବାସୀ ଏବେ ଆତଙ୍କିତ ହୋଇ ପଡିଛନ୍ତି। କୁମ୍ଭୀର…
ଜାତୀୟ ସ୍ତରରେ ଖେଳିବାକୁ ଲକ୍ଷ୍ନୌ ଗଲେ ବାଲିମେଳା ବିଦ୍ୟାଳୟ ଛାତ୍ର ମସେ ଖରା।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମସେ ଖରା ଓଡ଼ିଶା ରାଜ୍ୟ ତରଫରୁ ଜାତୀୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ମନୋନୀତ ହୋଇଛନ୍ତି।ଚଳିତ ବର୍ଷ କେଉଁଝର ଠାରେ ଅନୁଷ୍ଠିତ ହେଇଥିବା ରାଜ୍ୟ ସ୍ତରୀୟ ଖେଳକୁଦ…
ମାଲକାନଗିରିରେ ଅପପୃଷ୍ଟିର ମୁକାବିଲା ପାଇଁ ମିଡିଆ ରାଉଣ୍ଡ୍ ଟେବୁଲ୍ ବୈଠକ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ୟୁନିସେଫ୍ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଅତିଶୟ ପୃଷ୍ଟିହୀନ (ସାମ୍-ଏସ୍ଏଏମ୍)ପରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ମିଡିଆ ରାଉଣ୍ଡ୍ ଟେବୁଲ୍ ବୈଠକ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି,…