
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲ୍ୟବନ୍ତ ମହୋତ୍ସବ ଉପଲ କ୍ଷେ ଆସନ୍ତା ୧୧ ତାରିଖ ଦିନ ସତୀଗୁଡା ଜଳଭଣ୍ଡାରରେ ମତ୍ସ୍ୟଜୀବି ମାନଙ୍କୁ ନେଇ ନୌକା ପ୍ରତି ଯୋଗିତା ନିମନ୍ତେ ଜଳଭଣ୍ଡାର ମଧ୍ୟରେ ସରଜମିନ ତଦନ୍ତ କଲେ ନୌକା ପରିଚାଳନା କମିଟିର ସଦସ୍ୟ ମାନୋ ଏହି ଉପଲ କ୍ଷେ ଆଜି ପରିଚାଳନା କମିଟିର ଅଧ୍ୟ କ୍ଷ ତଥା ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗି, ସହକାରୀ ବନ ସଂର କ୍ଷକ ମନସୁନ ଖେମୁଣ୍ଡୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ଗୌଡ, କମିଟି ସଦସ୍ୟ ଦୁ ର୍ଯ୍ୟୋଧନ ପାତ୍ର, ସତୀଗୁଡା ମତ୍ସ୍ୟଜୀବି ସଂଗଠନ ର କର୍ମକର୍ତା ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ଜଳଭଣ୍ଡାରରେ ପ୍ରତି ଯୋଗିତାରେ ଅଂଶଗ୍ରହଣ କରୁଥିବା ୧୦ଟି ନୌକା ପାଇଁ ୧୦୦ ମିଟର ପରିଧିରେ ସୋଲ ଏବଂ ବେଲୁନ, ସୁତୁଲି ଦ୍ୱାରା ଟ୍ରାକ୍ କରା ଯିବ । ଏହାକୁ ବନ ବିଭାଗ ଦାୟିତ୍ୱରେ ଦିଆ ଯାଇଥଇବାବେଳେ ମତ୍ସ୍ୟ ବିବାଗ ପ୍ରତି ଯୋଗୀଙ୍କ ପ୍ରତି ନୌକା ଚାଳନା କରିବା ପାଇଁ ଚାରି ଜଣଙ୍କ ନାମ, ଗ୍ରାମ ପଞ୍ଜିକୃତ କରିବେ । ଏଥିସହ ପ୍ରତି ଯୋଗୀମାନଙ୍କ ପାଇଁ ଜରୁରୀକାଳୀନ ଔଷଧ, ପାନୀୟ ଜଳ, ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବେ । ବନ ବିଭାଗ ପ୍ରତି ଯୋଗୀମାନଙ୍କ ପାଇଁ ଟୋପି ଓ ଟି ସାର୍ଟ ଯୋଗାଇଦେବେ । ମଂଚ ଓ ଡାକବାଜୀ ଯନ୍ତ୍ର, ବାକିଟକି, ସବୁଜ ପତାକା ଯୋଗାଇ ଦେବେ ।ପ୍ରତି ଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଚୟନ ପାଇଁ ଚାରିଜଣ ଚୟନ କର୍ତା ରହିବେ । କ୍ରୀଡା ଅଧିକାରୀ ଏହି ଚୟନ କର୍ତା ମାନଙ୍କୁ ନିୟୋଜିତ କରିବେ । ଅଗ୍ନିଶମ ବିଭାଗ ପ୍ରତି ଯୋଗୀ ଏବଂ ଜଳ ମଧ୍ୟରେ ତଦାରଖ କରୁଥିବା ଅଧିକାରୀ ମାନଙ୍କ ସୁର କ୍ଷା ଦାୟିତ୍ୱ ତୁଲାଇବା ସହ ୬୦ଟି ଲାଇଫ୍ ଜାକେଟ ଜିଲ୍ଲାପାଳଙ୍କ କା ର୍ଯାଳୟ ଜରୁରିକାଳୀନ ବିଭାଗ ଠାରୁ ଗ୍ରହଣ କରି ପ୍ରତି ଯୋଗୀ ଓ ଅଧିକାରୀ ମାନଙ୍କୁ ବିତରଣ କରିବୋ ବନା ଲାଇଫ ଜାକେଟ ରେ ପ୍ରତି ଯୋଗୀ ିକମ୍ବା ଅଧିକାରୀ ମାନେ ଜଳଭଣ୍ଡାରରେ ପ୍ରବେଶ କରିପାରିବେ ନାହିାଁ ଆଗାମୀ ୭ ତାରିଖ ଦିନ ପ୍ରତି ଯୋଗୀ ମାନହ୍କୁ ନେଇ ଏକ ମୋକ ଡ୍ରିଲ କା ର୍ଯ୍ୟକ୍ରମ ଜଳଭଣ୍ଡାରରେ ଅନୁଷ୍ଠିତ ହେବ । ୧୧ ତାରିଖ ଅପରାହ୍ନ ୩.୩୦ ମିନିଟ୍ ସମୟରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍ୃତି ପରିଷଦ ଅଧ୍ୟ କ୍ଷ ଏହି ପ୍ରତି ଯୋଗିତାକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବୋ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଳଭଣ୍ଡାର ଚତୁଃପାଶ୍ୱର୍ ଥିବା ଗ୍ରାମ ଓ ସହର ମଧ୍ୟରେ ଏହାର ପ୍ରଚାର ପ୍ରସାର କରିବା ପାଇଁ ନିଷ୍ପତି ନିଆଗଲ।।