ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…
ପୁଲିସ ଇନଫର୍ମର ଅଭିଯୋଗରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଇନଫର୍ମର ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ନକ୍ସଲ।ସୁରକ୍ଷାବାହିନୀ ଦ୍ୱାରା କ୍ରମାଗତ ଭାବେ ମାଟି କାମୁଡୁଥିବା ନକ୍ସଲମାନେ ଏବେ ସ୍ଥାନୀୟ ଗ୍ରାମବାସୀଙ୍କ ଉପରେ ନିଜ ଆକ୍ରୋଶର…
ବସ୍ତର ଫାଇଟର୍ସର ଯବାନଙ୍କ ଆତ୍ମହତ୍ୟା।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର କୋଣ୍ଡାଗାଓଁର ବରଦା ଗାଁ ନିବାସୀ ହରିଲାଲ ନାଗ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛତିଶଗଡ ରାଜ୍ୟର ବସ୍ତର ଫାଇଟର୍ସ ବାହିନୀରେ ନିଯୁକ୍ତି ପାଇଥିଲେ। ସେ ଧନୋରା ପୁଲିସ ଥାନାରେ ମୁତୟନ ହୋଇଥିଲେ।…
ମୁଲୁଗୁ ପୋଲିସ ଦ୍ଵାରା ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗନାର ମୁଲୁଗୁ ଜିଲ୍ଲାରେ ପୋଲିସ ଦ୍ଵାରା ତଲାସି ଅଭିଯାନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ। ସୂଚନା ଅନୁଯାୟୀ ମୁଲୁଗୁ ତାଡବାଇ ମଣ୍ଡଳର ବାନ୍ଧଲ ସଂରକ୍ଷିତ ଜଙ୍ଗଲରେ ମାଓ ଦମନ ପାଇଁ ପୋଲିସ ପକ୍ଷରୁ ତଲାସି…
ପୁଲିସ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର, ଦୁଇ ନକ୍ସଲ ମୃତ, ସର୍ଚ୍ଚ ଅପରେସନ ଜାରି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାର ଉସୁର-ବାସାଗୁଡା-ପମେଡ ଅଞ୍ଚଳରେ ପୁଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଉଭୟ ପାର୍ଶ୍ୱରୁ ମଧ୍ୟବର୍ତ୍ତୀ କାଳୀନ ଗୁଳି ବିନିମୟ ଚାଲିଛି। ଏହି ଏନକାଉଣ୍ଟରରେ ପୁଲିସ ଦୁଇ ନକ୍ସଲଙ୍କୁ ହତ୍ୟା…
ପୁଲିସ ନକ୍ସଲ ମଧ୍ୟରେ ଗୁଳି ବିନିମୟ ; ୫ ନକ୍ସଲ ମୃତ : ଜଣେ ଯବାନ ଆହତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ପଡୋଶୀ ରାଜ୍ୟ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲା ପୁଲିସକୁ ବଡ଼ ସଫଳତା। ସୀମାନ୍ତ ଛତିଶଗଡ ରାଜ୍ୟର ନାରାୟଣପୁର ଜିଲ୍ଲା ସୀମାକୁ ଲାଗିଥିବା ଜଙ୍ଗଲରେ ମହାରାଷ୍ଟ୍ରର ସି-୬୦ ଯବାନଙ୍କ ସହିତ ନକ୍ସଲମାନଙ୍କ ମୁହାଁମୁହିଁ ଗୁଳି ବିନିମୟରେ…
ତିନି ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦନ୍ତେୱାଡା ଜିଲ୍ଲାରେ ଚାଲିଥିବା ଲୋନ ଭାରାଟୁ (ଘରକୁ ଫେରି ଆସ) ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ ତିନି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେଥିମଧ୍ୟରୁ ଦୁଇ ଜଣ ମାଓବାଦୀଙ୍କୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଲେଖାଏଁ…
୩୮ ସାଥି ନକ୍ସଲ ହରେଇ ; ପ୍ରେସ ବିଜ୍ଞପ୍ତିରେ ବିରୋଧ ଦିବସର ଆହ୍ବାନ ଦେଲେ ନକ୍ସଲ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଚଳିତ ବର୍ଷର ସବୁଠୁ ବଡ ନକ୍ସଲ ଏନକାଉଣ୍ଟର ପରେ ନକ୍ସଲମାନେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିରୋଧ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ନକ୍ସଲ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଅକ୍ଟୋବର ୪ ତାରିଖରେ ଏ ବର୍ଷର…
ନକ୍ସଲ ଖଞ୍ଜିଥିବା IED ବିସ୍ଫୋରଣରେ ଦୁଇ ଯବାନ ଶହିଦ ; ଦୁଇ ଆହତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ନାରାୟଣପୁର ଜିଲ୍ଲାର ମୋହନ୍ଦି ଅଞ୍ଚଳରେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ଶହିଦ ହୋଇଥିବା ବେଳେ ଦୁଇ ଯବାନ ଆହତ। ଆଇଇଡି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ…
୧ କୋଟି ଇନାମୀ ମହିଳା ନକ୍ସଲ ଗିରଫ ; ପୁଲିସ କବଜାରେ କମାଣ୍ଡର ହିଡମାର ସହଯୋଗୀ ତଥା ୪ ରାଜ୍ୟରେ ଓ୍ବାଣ୍ଟେଡ ମହିଳା ନକ୍ସଲ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ନକ୍ସଲ ବିରୋଧୀ ଅପରେସନରେ ନିୟୋଜିତ ଯବାନଙ୍କୁ ଆଉ ଏକ ବଡ଼ ସଫଳତା। ଖବର ଅନୁଯାୟୀ, ସୁରକ୍ଷା ବାହିନୀ ତେଲେଙ୍ଗାନାରେ ୧ କୋଟି ଇନାମୀ ମହିଳା ନକ୍ସଲ ସୁଜାତାକୁ ପୁଲିସ ଗିରଫ କରିଛି। ସୁଜାତା ମାଓବାଦୀ ସେଣ୍ଟ୍ରାଲ କମିଟି ସଦସ୍ୟ ସହିତ…