ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…
ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…
ଜିଲ୍ଲା ପ୍ରଶାସନ ପକ୍ଷରୁ କୃତି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲଠାରେ ଚଳିତ ବର୍ଷ ଦଶମ ଶ୍ରେଣୀ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏ ୱାନ୍ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ…
ଶିଶୁଙ୍କୁ ଶ୍ରମିକ କରାଉଛନ୍ତି କେନ୍ଦୁପତ୍ର ବେପାରୀ ; ଶିଶୁ ଶ୍ରମ ଏବଂ ଶିଶୁ ସୁରକ୍ଷା ବିଭାଗ ସାଜିଛି ନିରବଦ୍ରଷ୍ଟା।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଚଳିତ ଗ୍ରୀଷ୍ମ ପ୍ରବାହର ଦାଉ ଦାଉ ଖରାରେ କୋମଳ ମତି ଶିଶୁମାନେ କେନ୍ଦୁପତ୍ର ଫଡିରେ କାମ କରୁଥିବା ଚିତ୍ର ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ପଞ୍ଚାୟତ ଅନ୍ତର୍ଗତ କୁଦୁଗୁଡା ଏବଂ ବିଜାଘାଟି ଗାଁରେ କିଛି…
ଏମଭି-୧୦୮ ଗ୍ରାମ ଅନ୍ଧାରରେ ; ଗ୍ରୀଷ୍ମପ୍ରବାହରେ ଅତିଷ୍ଠ ଗ୍ରାମବାସୀ
ନିରାଶ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ। ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ଟିକିଏ ପବନ ବହିଲେ ଅଘୋଷିତ ବିଦ୍ୟୁତ କାଟ ଲାଗି ଜନଜୀବନ ଅତିଷ୍ଠ ହୋଇ ପଡିଲେଣି। ଭିଷଣ ଖରା…
ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ ସମାରୋହ।
ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓଡିଶା ଗଠନର ଜଣେ ପ୍ରମୁଖ ବିନ୍ଧାଣୀ ଶିକ୍ଷାର ପୃଷ୍ଠାପୋଷକ ଓ ସଂସ୍କୃତିର ବାହକ ଥିଲେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ସ୍ଥାନୀୟ ପୂର୍ବତନ ବୋର୍ଡ ଉନ୍ନୀତ ଉଚ୍ଚ…
ଦୁଇଦିନିଆ ନୀତି ଆୟୋଗ FLN ତାଲିମ ଅନୁଷ୍ଠିତ।
ମାଲକାନଗିରି ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗରି ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ, ସମଗ୍ର ଶିକ୍ଷା, ମାଲକାନଗିରି ଦ୍ୱାରା ଜିଲ୍ଲାର ୧୩୦ ଟି ନିତି ଆୟୋଗ ଅଧିନସ୍ଥ ବିଦ୍ୟାଳୟର FLN ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦୁଇଦିନିଆ ତାଲିମ ଆଜି ଉଦଯାପିତ ହୋଇଯାଇଛି।ପ୍ରଥମ ଦିନରେ ଜିଲ୍ଲାପାଳ ଆଶିଷ…
ଭାଲୁ କ୍ରୁରତା ଏବଂ ହତ୍ୟା ଘଟଣା:ଭିଡିଓ ଆଧାରରେ ଦୁଇ ଗିରଫ ; ବନମନ୍ତ୍ରୀ କହିଲେ – ଅକ୍ଷମଣୀୟ ଅପରାଧ
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲାରେ ଏକ ଭାଲୁକୁ ନିଷ୍ଠୁର ବ୍ୟବହାର ଏବଂ ହତ୍ୟା କରିବା ଅଭିଯୋଗରେ ବନ ବିଭାଗ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭାଇରାଲ୍ ଭିଡିଓ ଏବଂ ଖବରକାଗଜରେ ପ୍ରକାଶିତ ଖବର ଆଧାରରେ…
ନକ୍ସଲଙ୍କ ଦ୍ୱାରା ଖଞ୍ଜାଯାଇଥିବା ସିରିଜ ପାଞ୍ଚ ଆଇଇଡି ଠାବ ଏବଂ ନିଷ୍କ୍ରିୟ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ପୁଲିସ ଏବଂ ଜୈତାଲୁର କ୍ୟାମ୍ପର ବାଟାଲିୟନ-୧୩ ସଶସ୍ତ୍ର ବାହିନୀ ଯବାନଙ୍କ ମିଳିତ ଟିମ ଗୋରନା ମାନକେଲି ଅଭିମୁଖେ ଏରିଆ ଡୋମିନେସନ ଏବଂ ଡିମାଇନିଂ ପାଇଁ ବାହାରିଥିଲେ। ସୋମବାର ଦିନ ମାଓ ବିରୋଧୀ…
ମାଓ ବିରୋଧୀ ଅଭିଯାନରେ ବିସ୍ଫୋରକ ସହ ୭ ମାଓବାଦୀ ଗିରଫ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ମାଓ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି।ମାଓ ବିରୋଧୀ ଅଭିଯାନ ଅନ୍ତର୍ଗତ ଭୈରମଗଡ଼ ଥାନା ପୁଲିସ ଏବଂ ଡିଆରଜି ଯବାନ ମାନେ ମିଳିତ ଭାବେ କୋଲନାର, ଡାଲେର ଅଞ୍ଚଳ ଅଭିମୁଖେ…