ସ୍ୱାମୀ ବିବେକାନନ୍ଦ କ୍ଳବର ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ। ; ମନୋରଞ୍ଜନ ଟିମ ଚମ୍ପିୟାନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ସ୍ୱାମୀ ବିବେକାନନ୍ଦ କ୍ଳବ ପକ୍ଷରୁ କ୍ଲବ ପରିସରରେ ଗତ ତା -୨୬-୧୨-୨୪ରିଖରେ ଆରମ୍ଭ ହୋଇଥିବା ଭଲିବଲ ଟୁର୍ନାମେଣ୍ଟ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଅଛି।ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରଶାନ୍ତ କୁମାର…

ରାଜ୍ୟ ସ୍ତରୀୟ ପାଣି ପଞ୍ଚାଯତ କୁଇଜ୍ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲା ପ୍ରଥମ।

ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ତଥା ସାରା ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ ହେଉଛି।ଏହି ପରିପ୍ରେକ୍ଷିରେ ପାଣି ପଞ୍ଚାୟତ ପକ୍ଷପାଳନ ୨୦୨୪-୨୫ ସମଗ୍ର ରାଜ୍ୟରେ ତା. ୨୨.୧୨.୨୦୨୪ ରିଖ ଠାରୁ ତା ୦୫.୦୧.୨୦୨୫ ରିଖ ଯାଏ ବହୁ ଆଡମ୍ବର ସହ…

ବାଲିମେଳା ସମସ୍ତ ଚର୍ଚ୍ଚ ମିଳିତ ଆନୁକୂଲ୍ୟରେ କ୍ୟାଣ୍ଡେଲ ରାଲି ; ଯୋଗ ଦେଲେ ଚିତ୍ରକୋଣ୍ଡା ବିଧାୟକ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଆଜି ସନ୍ଧ୍ୟା ୭ ଟା ସମୟରେ ମାଲକାନଗିରି ଜିଲ୍ଲା ବାଲିମେଳା ସହରର ସମସ୍ତ ଚର୍ଚ୍ଚ ମିଳିତ ଆନୁକୁଲ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାଟି ରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ…

ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜାସ ଗଭର୍ନିଙ୍ଗ ବଡି ବୈଠକ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ ଆରୋଗ୍ୟ ସମିତି ପରିଚାଳନା ସଂସ୍ଥାର ବୈଠକ ଅନୁଷ୍ଠିତ ହୋଇଯାଇଛି। ମେଡ଼ିକାଲ ଇନ ଚାର୍ଜ ଡାକ୍ତର ସମ୍ବିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏହି ବୈଠକ ଡକାଯାଇଥିଲା। ତେବେ ଏହି ବୈଠକର ମୂଳ ଉଦ୍ଦେଶ୍ୟ…

ଫିଟ୍ ଇଣ୍ଡିଆ ଉପଲକ୍ଷେ ସାଇକେଲ ଡ୍ରାଇଭ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକମା ଜିଲ୍ଲାର ଅତି ନକ୍ସଲ ପ୍ରଭାବିତ ଅଞ୍ଚଳରେ, ମୁର୍କରାଜକୋଣ୍ଡା ସିଆରପିଏଫ ବାଟାଲିୟନ ସେକେଣ୍ଡ କମାଣ୍ଡାଣ୍ଡ ରତିକାନ୍ତ ବେହେରାଙ୍କ ନିର୍ଦ୍ଦେଶରେ ଏବଂ ଦ୍ବିତୀୟ କମାଣ୍ଡାଣ୍ଡ ଅଧିକାରୀ ପଵନ୍ କୁମାରଙ୍କ ଉପସ୍ଥିତିରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଶ୍ବିନୀ…

ସ୍ୱାଭିମାନ ଅଞ୍ଚଳରୁ ୩ ହାର୍ଡକୋର ମାଓବାଦୀ ଗିରଫ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମାଲକାନଗିରି ପୋଲିସକୁ ମିଳିଛି ସଫଳତା। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡା ଗ୍ରାମରେ ପ୍ରାୟ ୬ ରୁ ୭ ମାଓବାଦୀଙ୍କ ଏକତ୍ରିତ ହୋଇଥିବା ନେଇ ଗୁଇନ୍ଦା ବିଭାଗର ସୂଚନା ଥିଲା।ପୁନର୍ବାର ଚିତ୍ରକୋଣ୍ଡା ଅଞ୍ଚଳରେ ନକ୍ସଲ ନିଜର ସାମ୍ରାଜ୍ୟ ବିସ୍ତାର କରିବା…

ସାବରୀ ବିଦ୍ୟା ଭବନ ୭୫ ବର୍ଷ ପୂର୍ତ୍ତି :ବନ୍ଧୁ ମିଳନ ସହ ଗୋଲ୍ଡେନ ଜୁବଲି ପାଳନ ;’ବନ ମଲ୍ଲିକା’ , ‘ମୋ ମାଲକାନଗିରି’ ପୁସ୍ତକ ଉନ୍ମୋଚନ।

ମାଲକାନଗିରି(କ୍ରୋନିକ ଓଡ଼ିଶା) ସାବରୀ ସରୁନଥିବା ସମ୍ପର୍କର ନାଁ, ନିସ୍ୱାର୍ଥପର ଭଲ ପାଇବାର ନିର୍ଭୁଲ ଠିକଣା, ସାଙ୍ଗ, ଛାତି ତଳେ ସାଇତା ଏକ ଛବିଳ ସ୍ମୃତି। ସାଙ୍ଗ ଏକ ଅସରନ୍ତି ସମ୍ପର୍କର ନାଁ , ନିସ୍ୱାର୍ଥପର ଭଲ ପାଇବାର ଦିଗଦର୍ଶନ।ଏମିତି ଅନେକ କିଛି…

ମାଲ୍ୟବନ୍ତ ସ୍ବେଛାସେବୀ ସମିତି ପକ୍ଷରୁ ୧୦୦ରୁ ଉର୍ଦ୍ଧ ବୃଦ୍ଧା ବୃଦ୍ଧ, ପିଲାଙ୍କୁ ଶୀତ ବସ୍ତ୍ର ବଣ୍ଟନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଓ ବାଲିମେଳା ସହରରେ ଥିବା ମାଲ୍ୟବନ୍ତ ସ୍ବେଛାସେବୀ ସମିତିର ସମ୍ପାଦକ ମହେନ୍ଦ୍ର ନାଥ ରାୟ, କୋଷାଧକ୍ଷ ରତିକାନ୍ତ ମହନ୍ତ, ସକ୍ରିୟ ସଭ୍ୟ ବିଜୟ କୁମାର ପ୍ରଧାନ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସହ ପ୍ରାନ୍ତ ସେବା ପ୍ରମୁଖ…

ସ୍ୱାମୀ ବିବେକାନନ୍ଦ କ୍ଲବରେ ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ସ୍ୱାମୀ ବିବେକାନନ୍ଦ କ୍ଲବ ପରିସରରେ ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ସ୍ୱାମୀ ବିବେକାନନ୍ଦ କ୍ଲବର ସଭାପତି ଶିବଦତ୍ତ ସାହୁ ସମ୍ପାଦକ ରାକେଶ ସିଂ, ସିମାଞ୍ଚଳ ପ୍ରଧାନ,ଶ୍ୟାମ ସୁନ୍ଦର ନାଗ, ଗଣେଷ ହରିଜନ,ପ୍ରକାଶ ହରିଜନଙ୍କ…

ବଜାର ମଝିରେ ଗଞ୍ଜେଇ ଚାଷ, ଅବକାରୀ ବିଭାଗ ଅଧିକାରୀଙ୍କ ଆଖିରେ ଅନ୍ଧପୁଟୁଳି।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାକୁ ସବୁଜ ଜହର ମୁକ୍ତ କରିବା ପାଇଁ ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାରେ ଜିଲ୍ଲା ଅବକାରୀ ଓ ପୋଲିସ ବିଭାଗର କର୍ମଚାରୀ ମାନେ ରାତି ଦିନ ଏକ କରି ପ୍ରୟାସ ଜାରି ରଖିଛନ୍ତି।ସେଥିପାଇଁ ଅବକାରୀ ଓ…

You cannot copy content of this page