କେନାଲରେ ବୁଡି ନାବାଳକ ମୃତ।
କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ): ଶୌଚ ହେବାକୁ କେନାଲ ଯାଇଥିଲା ପାଦ ଖସି ପାଣିରେ ପଡ଼ି ଯିବାରୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସୂଚନା ମୁତାବକ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଭୁକ୍ତା କନାଲି ଗ୍ରାମର ରସାନନ୍ଦ ଦିଗାଲ…
ବିଦ୍ୟୁତ୍ ଆଘାତରେ ମହିଳାଙ୍କ ମୃତ୍ୟୁ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଅଭାବନୀୟ ଘଟଣା ଘଟିଛି l ବିଦ୍ୟୁତ ଆଘାତ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି l ମୃତ ମହିଳା ହେଲେ କୁନି ତ୍ରିପାଠୀ,ସୂଚନା ଅନୁସାରେ ଗୁଳିମରା ସାହି ର…
ଚାରି ନକ୍ସଲଙ୍କ ଆତ୍ମସମର୍ପଣ ; ଏକ ନକ୍ସଲ ମୃତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବସ୍ତର ସଂଭାଗର ଦନ୍ତେୱାଡା ଜିଲ୍ଲାରେ ଚାରି ଜଣ ନକ୍ସଲ ଆତ୍ମସମର୍ପଣ କରିଥିବାବେଳେ ସୁକମା ଜିଲ୍ଲାର ପୋଲିସ ଜଣେ ନକ୍ସଲଙ୍କୁ ମାରିବାରେ ସଫଳ ହୋଇଛି।ଦନ୍ତେୱାଡା ଜିଲ୍ଲାର ପୁଲିସର ଲୋନ୍ ଭାରାଟୁ ଅଭିଯାନରେ ଅନୁପ୍ରାଣିତ ହୋଇ…
ବାଲିମେଳା ଜଳଭଣ୍ଡାର ମତ୍ସ୍ୟଜୀବୀଙ୍କୁ ଡ଼ଙ୍ଗା ବଣ୍ଟନ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଚିତ୍ରକୋଣ୍ଡା ଅନ୍ତର୍ଗତ ବାଲିମେଳା ଜଳଭଣ୍ଡାର ମତ୍ସ୍ୟଜୀବୀଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବଡ଼ ଉପହାର। ବାଲିମେଳା ଜଳଭଣ୍ଡାର ମତ୍ସ୍ୟଜୀବୀଙ୍କ ଜୀବିକାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଡଙ୍ଗା, ଲାଇଫ ଜ୍ୟାକେଟ , ଜାଲ ପ୍ରଦାନ କରାଯାଇଛି। ଫଳରେ ଆଗାମୀ ଦିନରେ…
ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟ ରେ ଛୋଟ ଛୋଟ ଉଠା ଦୋକାନୀ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ମାର୍କେଟରେ କୋଟି କୋଟି…
ନେହୁର ଯୁବ କେନ୍ଦ୍ର ପକ୍ଷରୁ ସ୍ବଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ ସଭା ଗୃହରେ ନେହୁର ଯୁବ କେନ୍ଦ୍ର ପକ୍ଷରୁ ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା…
ଗୋଚ୍ଛାପଡା ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ଘଟଣା; ମୃତଦେହ ଉଦ୍ଧାର ସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ୍ର ତଦନ୍ତ ଆରମ୍ଭ।
କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଗ୍ରାମର ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚ ଡିଏସପି ରଜତ କୁମାର ରାୟ ସଦଳବଳ ଜ୍ୟେଷ୍ଠଙ୍କ ମୃତଦେହ ଉଦ୍ଧାର ହୋଇଥିବା ଡାଙ୍ଗାଣାମା ନିକଟ କୁ…
କନ୍ଧମାଳ ଜିଲାକୁ ରେଳ ସଂଯୋଗ ଦାବିରେ ପ୍ରତିବାଦ ସଭା।
କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ସଦର ମହକୁମାକୁ ରେଳ ସଂଯୋଗ ଦାବିରେ ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦେବ ମଣ୍ଡପ ଏଫସିଆଇଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ୧୯୭୮ରୁ କନ୍ଧମାଳ ଜିଲା ଫୁଲବାଣୀ ସହରକୁ ରେଳ ସଂଯୋଗ ନେଇ ଦାବି…
ଚକାବନ୍ଦ ଆନ୍ଦୋଳନରେ ସାମିଲ ହେବ ଫୁଲବାଣୀ ଘରୋଇ ବସ ମାଲିକ ସଂଘ।
କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)ସରକାର ଲକ୍ଷ୍ମୀ ବସ ଯୋଜନାର ଟାୟାର-୨ ପ୍ରଚଳନ କରିବା ପ୍ରତିବାଦରେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ ମାଲିକ ସଙ୍ଘ ପକ୍ଷରୁ ସୋମବାର ୭ ତାରିଖ ସନ୍ଧ୍ୟା ୬ ଟାରୁ ୮ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚକାବନ୍ଦ…
ମାସେ ହେଲା ବିଜୁଳି ନାହିଁ ,ବିଭାଗୀୟ ଗାଡି ଅଟକାଇଲେ ଲୋକେ ; ଭିଡିଓ ଭାଇରାଲ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଗ୍ରାମରେ ୧ ମାସ ରୁ ଉର୍ଦ୍ଧ୍ବ ହେବ ବିଦ୍ୟୁତ ସଂଯୋଗ ନଥିବାରୁ ଟିପିଏସଓଡିଏଲ ବିଭାଗ ଗାଡି ଏବଂ କର୍ମଚାରୀ ଙ୍କୁ ଅଟକ ରଖିଲେ ଗ୍ରାମବାସୀ। ଆଜି ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟରେଲ ପଞ୍ଚାୟତ ପୂଜାରୀଗୁଡା ଗ୍ରାମରେ…