ବିରାଟ ଗଛ ଉପୁଡି ରାସ୍ତା ଅବରୋଧ , ଅଳ୍ପକେ ବର୍ତିଲେ ସ୍କୁଟି ଚାଳକ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ପ୍ରବଳ ପବନ ଏବଂ ଲଗାଣ ବର୍ଷାରେ ଏକ ଗଛ ଉପୁଡି ପଢ଼ି ରାସ୍ତା ଅବରୋଧ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବେଜଙ୍ଗିୱାଡ଼ାରୁ ବାଲିମେଳାକୁ ସଂଯୋଗ କରୁଥିବା ଜାତୀୟ ରାଜପଥର କାଲୁଗୁଡା ଠାରେ ଝଡବାତ୍ୟାରେ ଏକ ବିରାଟ…
ଚିତ୍ରକୋଣ୍ଡାରୁ ଜଣେ ବୃଦ୍ଧ ନିଖୋଜ।
ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ଗ୍ରାମ ପଞ୍ଚାୟତର ହଂସାଗୁଡ଼ା ଗ୍ରାମର ମଧୁ କୁଇଲଙ୍ଗ(୫୭) ନାମକ ଜଣେ ବୃଦ୍ଧ ନିଖୋଜ ହୋଇଥିବା ସୂଚନା ମିଳିଛି।ସମ୍ପର୍କୀୟଙ୍କ କହିବା ଅନୁଯାୟୀ ଗତ ସେପ୍ଟେମ୍ବର ୨୭ ତାରିଖ ସନ୍ଧ୍ୟା ୪ ଘଟିକା ସମୟରେ…
ନକ୍ସଲ ଗଡ଼ରେ ପଶିଲେ ଯବାନ ; ଗୁଳି ବିନିମୟ , ମିଳିଲା ସଫଳତା : ସର୍ଚ୍ଚିଙ୍ଗ ଜାରି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲା ବାମପନ୍ଥୀ ଉଗ୍ରବାଦର ବିଲୋପ ମାର୍ଚ୍ଚ ୨୦୨୬ ମଧ୍ୟରେ କରିବା ଲକ୍ଷ୍ୟରେ ଜାରି ରହିଥିବା ରଣନୀତି ଦ୍ବାରା ସୁରକ୍ଷାବାହିନୀର ଯବାନ ନକ୍ସଲ ସଂଗଠନର ଗଡ଼ କୁହାଯାଉଥିବା ବୋତଲଙ୍କା ଇରାପଲ୍ଲିରେ ପଶିଲେ ଯବାନ।…
କାଣିବାରୁ ଓ ସିନ୍ଧିବାଲି ଗାଁରେ ଝାଡାବାନ୍ତି ; ସ୍ୱାସ୍ଥ୍ୟ ବିଭାଗର ସ୍ଥିତି ନିରୀକ୍ଷଣ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କୋଟଗଡ଼଼ ବ୍ଳକ ଅନ୍ତର୍ଗତ ଦୁର୍ଗାପଙ୍ଗା ପଞ୍ଚାୟତର କାଣିବାରୁ ଓ ସିନ୍ଧିବାଲି ଗ୍ରାମରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀଙ୍କୁ ଭେଟିଛି ଜିଲା ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍ ଗାଁରେ ପହଞ୍ଚି…
ଗାଧେଇବାକୁ ଯାଇ ପାଣିରେ ବୁଡି ଯୁବତୀ ମୃତ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ଗାଧେଇବାକୁ ଯାଇ ପାଣିରେ ବୁଡି ଯୁବତି ମୃତ। ଏପରି ଏକ ଅଘଟଣ ଦେଖିବାକୁ ମିଳୁଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡା ପଞ୍ଚାଯତ ଓଡ଼ିଆ ଗୁଡା ର ପ୍ରମିଳା ଓଡ଼ିଆ(୩୨) ଆଜି ପ୍ରମିଳା ଦିନ ୮ଟା ସମୟରେ ନିଜ…
ତାର୍ଲାକୋଟା ପଞ୍ଚାୟତରେ ପିସି କାରବାର – ନାଏବ ସରପଞ୍ଚ ; ନାଏବ ସରପଞ୍ଚ ମାଗୁଛନ୍ତି ପିସି-ପିଇଓ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ବନ୍ଦ ହୋଇ ପାରୁନି ପିସି କାରବାର, ଜନ ପ୍ରତିନିଧି ମାନେ ପିସି ମାଗୁଥିବା ନେଇ ଅଧିକାରୀ ମାନେ ପ୍ରକାଶ କରୁଥିବା ବେଳେ କିଛି ଏପରି ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ ଭାରଇଲ ହେବାରେ ଅଲଗିଛି। ସୂଚନା ଅନୁସାରେ…
ଗଭୀର ଜଳ ଯୁବକଙ୍କୁ ଉଦ୍ଧାର କରି ଶିକ୍ଷକ ପ୍ରଶଂସିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଗଭୀର ଜଳରେ ବୁଡିଯାଉଥିବା ଜଣେ ଯୁବକକୁ ଉଦ୍ଧାର କରି ସାହାସିକତାର ପରିଚୟ ଦେଲେ ଶିକ୍ଷକ। ଉଦ୍ଧାର ହୋଇଥିବା ଯୁବକ ହେଲେ କୋରୁକୋଣ୍ଡା ବ୍ଲକ ପୁରୁଣା ଚିମିଟାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ପୁରୁଣା କତାପାଲି ଗ୍ରାମର ମୁକା କବାସୀ।ଏପରି ଏକ ହୃଦୟସ୍ପର୍ଶୀ କାର୍ଯ୍ୟ…
ବାଲିମେଳା ବିଜ୍ଞାପିତ ପରିଷଦରେ ଗାନ୍ଧୀ ଜୟନ୍ତୀ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଟାଉନହଲ ଠାରେ ଆଜି ସମାରୋହରେ ପାଳିତ ହୋଇଯାଇଛି। ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ସକାଳେ ବିଭିନ୍ନ ସ୍ଥାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା। ସନ୍ଧ୍ୟା ୫ ଘଟିକାରେ ଏନଏସି…
ଜଳବନ୍ଦୀଙ୍କ ମନୋବଳ ବଢାଇଲେ ଚିତ୍ରକୋଣ୍ଡା ବିଧାୟକ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ଚିତ୍ରାକୋଣ୍ଡା ଜଳଭଣ୍ଡାରରେ ଜଳ ସ୍ଥର ବୃଦ୍ଧି ପାଉଥିବା ବେଳେ ବିପଦରେ ଏବେ ସ୍ବାଭିମାନ ଅଞ୍ଚଳର ଅନେକ ଗାଁ । ନାକାମାମୁଡି ପଞ୍ଚାୟତର ପ୍ରାୟ ୧୫ ଟି ଗାଁ ରେ ଏବେ ବନ୍ୟା ଭଳି ପରିସ୍ଥିତି । ଡ୍ୟାମ ପାଣି…
ବିତିଲାଣି ବର୍ଷ ଅଧା ; ଛାତ୍ରଛାତ୍ରୀ ପାଇନାହାଁନ୍ତି ପୋଷାକ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଶିକ୍ଷା ବର୍ଷ ଆସି ଅଧାରେ ପହଁଞ୍ଚିଲାଣି ହେଲେ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ ହୋଇ ପାରିଲା ନାହିଁ। ଜିଲ୍ଲାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ…