ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : ହଜାର ହଜାର ଶ୍ରଦ୍ଧାଳୁ ସାମିଲ : ସାଧୁ ସନ୍ଥ ଙ୍କ ଦିବ୍ୟ ଜ୍ଞାନ ରେ ପ୍ରକମ୍ପିତ ହେଲା ପରିବେଶ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ଚତୁର୍ଥ ଦିନରେ ସୂର୍ଯ୍ୟ ପୂଜା ,ଦେବତାଙ୍କ ମହାସ୍ନାନ , ସଲାପୂଜା ହୋମ ନାମ ଯଜ୍ଞ ,…
କନ୍ଧମାଳ ଜିଲ୍ଲାର କଳା ଓ କ୍ରୀଡ଼ା ପ୍ରଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ।
କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ରୀଡ଼ା ଓ କଳା ଶିକ୍ଷାକୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳନ କରିବା ନିମନ୍ତେ ଗତ ୨୦୧୩ ମସିହାରେ ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସମସ୍ତ ଅସ୍ଥାୟୀ କଳା ଓ…
ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ: ସାମିଲ ହେଲେ ଭଞ୍ଜନଗର ବିଧାୟକ ପ୍ରଦୂମ୍ନ ନାୟକ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପାର୍ଶ୍ଵ ଦେବାଦେବୀ ଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ତୃତୀୟ ଦିନ ରେ ଭଞ୍ଜନଗର ବିଧାୟକ ପ୍ରଦୂମ୍ନ ନାୟକ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ କରିଥିଲେ…
ଆସୁଛି ପିକନିକ ଋତୁ.. ଭଙ୍ଗାରୁଜା,ଅବହେଳିତ ଅବସ୍ଥାରେ ଖଡିକାଝୁଡି : ଚିନ୍ତାରେ ପର୍ଯ୍ୟଟକ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମାଲକାନଗିରି ଜିଲ୍ଲା। ବଣ , ପାହାଡ଼ , ଝରଣା ଏବଂ ପ୍ରାକୃତିକ ପରିବେଶ ପାଇଁ ସଦାସର୍ବଦା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଏହି ମାଲକାନଗିରି ଜିଲ୍ଲାର ଅନ୍ୟତମ ମନୋରମ ସ୍ଥାନ ହେଉଛି ସ୍ଥାନୀୟ ଖଡ଼ିକାଝୁଡ଼ି।ଏଠାରେ କଳ…
ମାଣ୍ଡିପଙ୍କା ଆମ୍ଭଟାକୁଆ ଖାଇବା ଘଟଣା: ଆଉ ଜଣେ ଆଖି ବୁଜିଲେ, ୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ଭ ଟାକୁଆ ଜାଉ ଖାଇ ୨ ମୃତ୍ୟୁ ୬ ଗୁରୁତର ଘଟଣା ରେ ଆଉ ଜଣଙ୍କ କଟକ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ…
ବିଧାୟକଙ୍କ ପଦ୍ମଗିରି ଅନୁସୂଚିତ ଜନଜାତି ଓ ଜାତି ବିଭାଗ ବିଦ୍ୟାଳୟ ପରିଦର୍ଶନ:ଅବ୍ୟବସ୍ଥା ଦେଖି ଚେତାବନୀ ଦେଲେ ; ସ୍ଥିତି ନ ସୁଧାରିଲେ ବଡ କାର୍ଯ୍ୟାନୁଷ୍ଠାନ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ବିଧାୟକ ନରସିଂହ ମାଡକାମି ପଦ୍ମଗିରି ସ୍ଥିତ ଅନୁସୂଚିତ ଜନଜାତି ଓ ଜାତି ବିଭାଗ ବିଦ୍ୟାଳୟକୁ ଅଚାନକ ଗସ୍ତ। ବିଧାୟକଙ୍କ ସହିତ ଥିଲେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଓ ବିଧାୟକ ପ୍ରତିନିଧି…
ଚିତ୍ରକୋଣ୍ଡା ବିଧାୟକଙ୍କ ବାଲିମେଳା ଗସ୍ତ : ଅବହେଳିତ ଅଙ୍ଗନବାଡି କେନ୍ଦ୍ର ତୁରନ୍ତ ମରାମତି ପାଇଁ ସିଡିପିଓଙ୍କୁ ନିର୍ଦ୍ଦେଶ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଗସ୍ତରେ ଆଜି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଆସିଥିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ। ବାଲିମେଳା ସହର ୧୧ ନଂ ୱାର୍ଡ ଡ୍ରଗ ଲାଇନର ଥାର୍ଡ ଲାଇନରେ ଥିବା ଏକ ଅଙ୍ଗନବାଡି କେନ୍ଦ୍ର…
୨ ମହିଳା ସମେତ ୫ ବର୍ଦିଧାରୀ ନକ୍ସଲଙ୍କ ଶବ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ଉତ୍ତର ଆବୁଜମାଡର ଘଞ୍ଚ ଜଙ୍ଗଲରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ ବେଳେ ୨ ମହିଳା ସମେତ ୫ ନକ୍ସଲଙ୍କ ମୃତଦେହ ନେଇ ଛୋଟେବଟିଆ…
ଛାଡଖାଇ ଭୋଜିରୁ ଫେରୁଥିବା ଯୁବକଙ୍କୁ ଭୁଜାଲି ଆକ୍ରମଣ : ଯୁବକ ଆହାତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଜଣେ ଯୁବକଙ୍କୁ ଭୁଜାଲି ଆକ୍ରମଣ। ଯୁବକ ଜଣକ ଗୁରୁତର ଆହାତ ହୋଇଥିବା ଜଣାପଡିଛି।ମିଳିଥିବା ସୂଚନାନୁଯାୟୀ ବାଲିମେଳା ସହରର କିଛି ଯୁବକ ଛାଡଖାଇ ଭୋଜି କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ଭୋଜି ସାଙ୍ଗକୁ ମଦ…
ଜାତୀୟ ପ୍ରେସ ଦିବସରେ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହେଲେ ସୁରଜ।
ଭେଟେରାନ୍ ସାମ୍ବାଦିକ ଦିଲୀପ ଶତପଥୀ ସମ୍ମାନରେ ସମ୍ମାନିତ। ମାଲକାନଗିରି(କ୍ରୋନିକ ଓଡ଼ିଶା)ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଅନୁଷ୍ଠିତ ହୋଇଥିବ ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ସମ୍ମାନିତ ହେଲେ ଉପାନ୍ତ ମାଲକାନଗିରି ଜିଲ୍ଲାର ସୁରଜ କୁମାର ବେହେରା।…