ମାଲକାନଗିରି ପ୍ରସିଦ୍ଧ ମାଲ୍ୟବନ୍ତ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଡିସେମ୍ବର ୧୩ରୁ ୧୫ ତିନିଦିନ ବ୍ୟାପୀ ସ୍ଥାନୀୟ ଡିଏନକେ ଖେଳ ପଡିଆ ଠାରେ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ-୨୦୨୪ ଅନୁଷ୍ଠିତ ହେବ। ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବ ପ୍ରସ୍ତୁତି…

ଦୋକାନରୁ ଟଙ୍କା ଚୋରି କରି ଜଣେ ଗିରଫ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଧରା ପଡିଲା ଦୋକାନରୁ ଟଙ୍କା ଚୋରି କରି ଚମ୍ପଟ ମାରିଥିବା ଅଭିଯୁକ୍ତ।ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅନ୍ତର୍ଗତ ବାଲିମେଳା ମୁଖ୍ୟ ରାସ୍ତା ମିଶ୍ର ଛକ କଡ଼ରେ ଥିବା ମିଶ୍ର ଦୋକାନରୁ ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ ଓ କୋର୍ଟ…

ତିନି ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦନ୍ତେୱାଡା ଜିଲ୍ଲାରେ ଚାଲିଥିବା ଲୋନ ଭାରାଟୁ (ଘରକୁ ଫେରି ଆସ) ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ ତିନି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେଥିମଧ୍ୟରୁ ଦୁଇ ଜଣ ମାଓବାଦୀଙ୍କୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଲେଖାଏଁ…

୩୮ ସାଥି ନକ୍ସଲ ହରେଇ ; ପ୍ରେସ ବିଜ୍ଞପ୍ତିରେ ବିରୋଧ ଦିବସର ଆହ୍ବାନ ଦେଲେ ନକ୍ସଲ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଚଳିତ ବର୍ଷର ସବୁଠୁ ବଡ ନକ୍ସଲ ଏନକାଉଣ୍ଟର ପରେ ନକ୍ସଲମାନେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିରୋଧ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ନକ୍ସଲ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଅକ୍ଟୋବର ୪ ତାରିଖରେ ଏ ବର୍ଷର…

ନିଆରା ଢଙ୍ଗରେ ପର୍ବ ପର୍ବାଣୀ ପାଳନ କରନ୍ତି ପ୍ରଭାକର।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ର ପ୍ରଭାକର ନାୟକ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଜ ବାସ ଭବନରେ ମାଆ ଦୁର୍ଗା ଓ ଲଷ୍ମୀ ଙ୍କୁ ମହା ଆଡ଼ମ୍ବର ସହକାରେ ପୂଜା ପାଠ କରିଛନ୍ତି।…

ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ପୁରୀ ଶ୍ରୀକ୍ଷେତ୍ର ଧାମରୁ ଫେରୁଥିବା ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ। ମିଳିଥିବା ସୂଚନାନୁଯାୟୀ ମୋହନା ଠାରେ ସ୍ବତନ୍ତ୍ର ଭାବେ ଚଳାଚଳ କରୁଥିବା ଜଗନ୍ନାଥ ଏକ୍ସପ୍ରେସ ବସଟି ମୋହନାର କୌଣସି ଏକ ସ୍ଥାନରେ ଠିଆ ହୋଇଥିବା ବେଳେ ପଛରୁ ମହାକାଳ ନାମକ…

ଟୁଡୁବିଜୁ ଗ୍ରାମବାସୀଙ୍କୁ ମିଳୁନି ବସୁଧା ଯୋଜନାରେ ପାଣି, ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀଙ୍କ ଚେତାବନୀ

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କୁମ୍ଭାରୀ ଗାଁ ପଞ୍ଚାୟତର ଟୁଡୁବିଜୁ ଗ୍ରାମରେ ପାନୀୟ ଜଳ ଅଭାବ ଦେଖାଯାଇଛି। ଟୁଡୁବିଜୁ ରାଜସ୍ୱ ଗ୍ରାମ ସହିତ ପଡ଼ା ଗ୍ରାମ ଗଚାଗୁଡି ଓ ସାନ୍ଦିମା ଗ୍ରାମରେ ୨୪୬ ପରିବାରର…

ଶିକ୍ଷକଙ୍କ ଦ୍ୱାରା ବିଭିନ୍ନ ଶିକ୍ଷଣୀୟ ପୁସ୍ତକ ବଣ୍ଟନ।

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)ପ୍ରାଥମିକ ସ୍ତରରେ ଓଡ଼ିଆ ଭାଷାର ମୌଳିକ ବିକାଶ ବୃଦ୍ଧି ନିମନ୍ତେ କଟକ ଜିଲା ବାଙ୍କି ବ୍ଲକର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ସାହୁ ବିଭିନ୍ନ ଶିକ୍ଷଣୀୟ ପୁସ୍ତକ ବଣ୍ଟନ ଅଭିଯାନ ସମଗ୍ର ଓଡ଼ିଶାରେ ଆରମ୍ଭ କରିଥିବା ବେଳେ କନ୍ଧମାଳ…

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ମାଲକାନଗିରିରୁ ତିନି କୃତକାର୍ଯ୍ୟ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଓଡିଶା ପ୍ରଶାସନିକ ସେବା (ଓଏଏସ) ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଲକ୍ଷ୍ୟ କୋଚିଂ ସେଣ୍ଟର ବିଦ୍ୟାର୍ଥୀ ଶ୍ୟାମା ମାଢୀ । ଶ୍ୟାମା ଓଏଏସ ୨୦୨୨-୨୩ ପରୀକ୍ଷାରେ ୬୩୧ ସ୍ଥାନ ହାସଲ କରିଛନ୍ତି। କୋରକୁଣ୍ଡା ବ୍ଲକ ପଟ୍ରେଲ୍ ଗ୍ରାମ ନିବାସୀ ବାସୁଦେବ ମାଢୀ…

ଘରେ ଶୋଇଥିବା ବେଳେ ଏସିଡ ମାଡ଼:ବାପା ପୁଅ ଗୁରୁତର।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ବୁଡ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି | ଶୁକ୍ରବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥିବା…

You cannot copy content of this page