୨୦ କେଜି ଗଞ୍ଜେଇ ଜବତ ; ଦୁଇ ଗିରଫ।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ ପୁଲିସ ଦ୍ୱାରା ୨୦ କେଜି ଗଞ୍ଜେଇ ଜବତ କରିବ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ବାଲିମେଳା ଠାରୁ ଜୟପୁର ଯିବା ରାସ୍ତାରେ ବାଲିମେଳା ଛକରେ ଦୁଇ ଜଣ…
ମାଲକାନଗିରି ଜିଲ୍ଲାରେ ନବରଙ୍ଗପୁର ସାଂସଦଙ୍କ ସମୀକ୍ଷା ବୈଠକ।
ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ବନଖଣ୍ଡ ଅଧିକାରୀ, ପ୍ରତାପ କଟ୍ଟାପଲ୍ଲୀ,…
ସାଂସଦ ବଳଭଦ୍ର ମାଝୀଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ।
ଆଜି ନବରଙ୍ଗପୁର ସାଂସଦ ମାନ୍ୟବର ବଳଭଦ୍ର ମାଝୀ ମାଲକାନଗିରି ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରିଥିଲେl ବିଦ୍ୟାଳୟର ଅଧ୍ୟକ୍ଷ ଡ଼ କୈଳାଶ ମୀନାଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟ କର୍ମଚାରୀଙ୍କ ସହ ବିଦ୍ୟାଳୟର ଏନସିସି କ୍ୟାଡେଟ ମାନେ ଗାର୍ଡ ଅଫ…
ଭଞ୍ଜ ସଂସଦ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ।
ସୁନାବେଡା:-(ଭେଙ୍କଟସ ରାଓ ) ସୁନାବେଡା ମିଗ୍ ନଗରୀ ସ୍ଥିତ ଭଞ୍ଜ ସଂସଦ ପକ୍ଷରୁ ସ୍ଥାନୀୟ ଔଦ୍ୟୋଗିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ବୃକ୍ଷ ରୋପଣ ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ ଗୋଟିଏ ଗଛ ମା‘ଙ୍କ ନାମରେ” ପାଳିତ ହୋଇ ଯାଇଛି।…
ସୁକୁମା ନବୋଦୟ ବିଦ୍ୟାଳୟରେ ଜଳବାୟୁ ପରିବର୍ତ୍ତନ ଆଲୋଚନା ଚକ୍ର।
ମାଲକାନଗିରି ପଡୋଶୀ ସୁକୁମା ଜବାହର ନବୋଦୟ ବିଦ୍ୟାଳୟରେ ଜଳବାୟୁ ପରିବର୍ତ୍ତନ ବିଷୟରେ ଆଲୋଚନା ଚକ୍ର ଉଦଘାଟିତ ହୋଇଯାଇଛି ।ଏହି ଆଲୋଚନା ଚକ୍ରକୁ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ଜାଟକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର “ସବୁଜ ବାହିନୀ”…
ଉଛୁଳା ନଦୀରେ ଜୀବନକୁ ବାଜି ଲଗାଇ ମହିଳାଙ୍କୁ ଡାକ୍ତରଖାନା ନେଲେ ଗାଁ ଯୁବକ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ଉସୁର ବ୍ଲକ ଅନ୍ତର୍ଗତ ମାରୁଡବାକା ଗାଁର ଯୋଗୀ ପୋଡିୟାମି ନାମକ ଜଣେ ମହିଳା ବିଷାକ୍ତ ପଦାର୍ଥ ଖାଇବା ଫଳରେ ସେ ଝାଡ଼ା ବାନ୍ତି ହୋଇ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ।ମହିଳାଙ୍କ ସ୍ବାସ୍ଥ୍ୟ…
ଜଣେ ମହିଳା ନକ୍ସଲ ସମେତ ୨ ଲକ୍ଷ ଇନାମୀ ୫ ନକ୍ସଲଙ୍କ ଆତ୍ମସମର୍ପଣ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନ ଅଧୀନରେ ଛତିଶଗଡର ନକ୍ସଲବାଦ ବିଲୋପ ଏବଂ ପୁନର୍ବାସ ନୀତି ତଥା ନୟାଦ ନେଲା ନାର ଯୋଜନା ଏବଂ ଅତ୍ୟଧିକ ସମ୍ବେଦନଶୀଳ ଆଭ୍ୟନ୍ତରୀଣ ଅଞ୍ଚଳରେ କ୍ୟାମ୍ପ ପ୍ରତିଷ୍ଠା…
ଭାଷା ଶିକ୍ଷକ ନିଯୁକ୍ତି ତାଲିକାରୁ ଡିଡାଇ ବାଦ ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଡିଡାଇ ସମାଜ।
ମାଲକାନଗିରି ଜିଲ୍ଲାରେ ପାଖାପାଖି ୧୩ ଗୋଟି ପ୍ରାଚୀନ ଜନଜାତି ବସବାସ କରନ୍ତି। ସେଥି ମଧ୍ୟରୁ ଡିଡାଇ ସମ୍ପ୍ରଦାୟ ଅନ୍ୟତମ। ରାଜ୍ୟ ସରକାର ବିଭିନ୍ନ ସ୍କୁଲରେ ଆଞ୍ଚଳିକ ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି କରିଥାନ୍ତି।ଓଡିଆ ଭାଷାକୁ ସବୁ ପ୍ରାଚୀନ ଜନଜାତିର ଛାତ୍ରଛାତ୍ରୀ ମାନେ ସହଜରେ…
କଲବଲ କରୁଛି କର୍କଟ ରୋଗ ; ଆର୍ଥିକ ସହାୟତା ପାଇଁ ନିବେଦନ।
କଲବଲ କରୁଛି କ୍ୟାନ୍ସର ରୋଗ। ଚିକିତ୍ସା ପରେ କମିବା ବଦଳରେ ବଢ଼ିବାରେ ଲାଗିଛି। ଅନ୍ୟପଟେ ଅର୍ଥ ଅଭାବରୁ ଚିକିତ୍ସା କରାଇ ନ ପାରି ରୋଗ ସହ ସଂଗ୍ରାମ କରୁଛନ୍ତି ଯୁବକ। କିଛି ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ଭୁବନପଲ୍ଲୀ ଗ୍ରାମରୁ।ଗ୍ରାମର…
ସୁକୁମା କେନ୍ଦ୍ରୀୟ ବିଦ୍ୟାଳୟରେ “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ।
ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଦିନେଶ କୁମାରଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀ ମାନଙ୍କୁ ପର୍ଯ୍ୟାବରଣ ପ୍ରତି ସଚେତନ ସୃଷ୍ଟି କରିବା ପାଇଁ ତଥା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅଭିଯାନ “ଏକ ପେଡ ମା କେ…