ଇତିହାସରେ ପ୍ରଥମ ; ମାଲକାନଗିରିରେ ପ୍ରଥମ ଭାରତ୍ତୋଳନ ପ୍ରତିଯୋଗିତା।

ମାଲକାନଗିରି ଜିଲ୍ଲା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି।ଜିଲ୍ଲାରେ ଭାର ଉତ୍ତୋଳନ ଚାମ୍ପିୟନସିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗଠନର ୩୨ ବର୍ଷ ପରେ ପ୍ରଥମ ଥର ଜିଲ୍ଲା ସ୍ତରୀୟ ଭାରତ୍ତୋଳନ ଚମ୍ପିୟନସିପର ଆୟୋଜନ କରାଯାଇଥିଲା।ଏଥିରେ ପାଖାପାଖି ୬୬ ଜଣ…

ତିନି ପୃଥକ ନକ୍ସଲ ଅପରେସନରେ ୬ ନକ୍ସଲ ଗିରଫ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନର ଏକ ଅଂଶ ଭାବରେ ଜିଲ୍ଲା ପୁଲିସ ତିନି ପୃଥକ ସ୍ଥାନରେ ଅପରେସନ୍ କରୁଥିବା ବେଳେ ନକ୍ସଲ କମାଣ୍ଡର ସୋମାରୁ ମାଡଭିଙ୍କ ସମେତ ୬ ଜଣ ନକ୍ସଲଙ୍କୁ…

ଇସ୍ତ୍ରି କରୁଥିବା ବେଳେ ବ୍ଲକ୍ ଯୋଗାଣ ଅଧିକାରୀଙ୍କ ମୃତ୍ୟୁ।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଖାଲି ଦେହରେ ଇସ୍ତ୍ରି କରୁଥିବା ବେଳେ ଚାଲିଗଲା ବ୍ଲକ ଯୋଗାଣ ଅଧିକାରୀଙ୍କ ଜୀବନ। ଇସ୍ତ୍ରୀ କରୁଥିବା ବେଳେ କରେଣ୍ଟ ଲାଗିଯିବା ଫଳରେ ପଡିଆ ବ୍ଲକ ଯୋଗାଣ ଅଧିକାରୀ କୁମୁଦମୟ…

ଥମୁନି ଜନନୀ ଯନ୍ତ୍ରଣା ; ଖଟିଆରେ ବୁହାହେଲେ ଗର୍ଭବତୀ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳ ବଡ଼ପଦର ଗ୍ରାମ ପାଞ୍ଚଯାତ ମେଟାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୁଃଖ। ରାସ୍ତା ଖରାପ ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଦୀର୍ଘ ଦୁଇ କିଲୋମିଟର ଦୂର ଭାରରେ ବୁହାହେଲେ ଗର୍ଭବତୀ।ଚିତ୍ରକୋଣ୍ଡା…

ରଦି କାଗଜ କଣ୍ଟେନରରେ ୭୦ ଲକ୍ଷର ଗଞ୍ଜେଇ ଚୋରାଚାଲାଣ। ; ୨ ଗିରଫ

ପୁଣି ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ପୁଲିସ କବଜାରେ ଗଞ୍ଜେଇ ମାଫିଆ। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ ଥାନାଧିକାରୀ ଧିରେନ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଏସଆଇ ଅଜିତ କୁମାର ବରିହାଙ୍କ ନେତୃତ୍ୱରେ ଗତକାଲି ଚିତ୍ରକୋଣ୍ଡା ଛକ ନିକଟରେ…

ନକ୍ସଲ କେନ୍ଦ୍ରୀୟ କମିଟି ସଦସ୍ୟ କ୍ରାନ୍ତିକିରଣଙ୍କ ଆତ୍ମସମର୍ପଣ ; ସରକାର ଦେଲେ ୪ ଲକ୍ଷ।

ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ରାଜ୍ୟ କେନ୍ଦ୍ରୀୟ କମିଟି ସଦସ୍ୟ କଟକମ ସୁଦର୍ଶନ ଓରଫ ଆନନ୍ଦ ଓ ପ୍ରତିବନ୍ଧିତ ସିପିଆଇ-ମାଓବାଦୀ ପାର୍ଟି ମଲୋଜୁଲା ଭେନୁଗୋପାଲ ଓରଫ ଅଭୟ ଓରଫ ସୋନୁ ଦାଦାଙ୍କ ବ୍ୟକ୍ତିଗତ ସହାୟକ ଭାବରେ କାର୍ଯ୍ୟ କରୁଥିବା ବୁଜଗୁଣ୍ଡଲା ଅନିଲ…

ମାଲକାନଗିରି ପୌରପାଳିକା ଏବଂ ବାଲିମେଳା ଏନଏସିରେ ସ୍ୱାୟତ ଶାସନ ଦିବସ ପାଳିତ।

ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ମାଲକାନଗିରି ପୌର ପରିଷଦ କାର୍ଯ୍ୟ।ଳୟ ପରିସରରେ ଆଜି ସ୍ୱାୟତ ଶାସନ ଦିବସ ପାଳିତ ହୋଇ ଯାଇଛିା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧକ୍ଷ ମନୋଜ କୁମାର ବାରିକ ଯୋଗ ଦେଇଥିବା…

ବର୍ଷା ପାଣିରେ ବୁଡିଲା ପୋଲ , ଯାତାୟତ ଠପ।

ମାଲକାନଗିରି ଜିଲ୍ଲାରେ ତୁହାକୁ ତୁହା ପ୍ରବଳ ବର୍ଷା।ବର୍ଷା ପାଣିରେ ବୁଡିଲା ମାଲକାନଗିରିରେ ତଳିଆପୋଲ। ୩୨୬ ନମ୍ବର ଜାତୀୟ ରାଜପଥ ପଥରେ ଅଟକି ରହିଛି ଆମ୍ବୁଲାନ୍ସ , ବସ୍ , ଟ୍ରକ ଓ ବହୁ ଗାଡି।ମାଲାକାନଗିରି ଠାରୁ ମୋଟୁ ସମେତ ଛତିଶଗଡ ,…

ନୂତନ କଳା ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସଭା।

ମାଲକାନଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ଆଡ଼ମିସନ ନେଇଥିବା କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ଡକ୍ଟର ଉଦୟନାଥ ଖରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ…

ବଣ୍ଡା ଜନଜାତିର ପ୍ରଥମ ଡାକ୍ତର ଛାତ୍ର ମଙ୍ଗଳାଙ୍କୁ ଶୁଭେଚ୍ଛା ଜଣାଇଲେ ମାଲକାନଗିରି ବିଧାୟକ।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡା ସମ୍ପ୍ରଦାୟର ଯୁବକ ମଙ୍ଗଳା ମୁଦୁଲି ଡାକ୍ତରୀ ପାଠ ପଢିବା ପାଇଁ ପରୀକ୍ଷାରେ ସଫଳ ହୋଇଥିବା ବେଳେ ନିଜେ ଡାକ୍ତର ହୋଇ ନିଜ ଅଞ୍ଚଳର ଲୋକ ମାନଙ୍କ ସେବା କରିବେ ବୋଲି ପ୍ରକାଶ କରିଥିବା ବେଳେ…

You cannot copy content of this page