ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର।
ବାଲିଗୁଡ଼ା(ସଞ୍ଜୟ କୁମାର ପାଣିଗ୍ରାହୀ)ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ମୋଟର ସାଇକେଲ ଆରୋହୀ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି । ଆହତ ଯୁବକ ଜଣକ କନ୍କୋଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ମାର୍ଲାଙ୍ଗା ପଞ୍ଚାୟତର ବାଡେସ୍ ଗ୍ରାମର ରୋହନ…
ମଶାଣୀ ଜମି ଚିହ୍ନଟ ଓ ଶବଦାହ ଗୃହ ନିର୍ମାଣ ପାଇଁ ଜିଲ୍ଲା ନାଗରିକ ଫୋରମ୍ ପକ୍ଷରୁ ଦାବୀ ପତ୍ର ପ୍ରଦାନ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ସଦର ବାଲିଗୁଡା ଏନଏସି ଅନ୍ତର୍ଗତ ସର୍ବ ପୁରାତନ ଜନବହୁଳ ଅଞ୍ଚଳ ୫,୬,୭ ନମ୍ବର ୱାର୍ଡ ରେ ମଶାଣି ଜମି ଚିହ୍ନଟ ଓ ଶବ ଗୃହ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଅଭିଯୋଗ…
ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗାରୁ ଖସି ; ଜଣେ ନିଖୋଜ।
ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବଡ଼ପଡା ପଞ୍ଚାୟତ ସିଲିଗୁମାରେ ଦେଶୀ ଡ଼ଙ୍ଗାରୁ ଗୋଡ଼ ଖସିଯିବାରୁ ଜଣେ ନିଖୋଜ । ମିଳିଥିବା ସୂଚନା ଅନୁଯାୟୀ ସିଲିଗୁମା ଗ୍ରାମର ପର୍ଶୁରାମ ଗଲରୀ ପିତା ବିଜୁ ଗଲରୀ ବୟସ (୫୦) ସିଲିଗୁମାରୁ…
ଚିତ୍ରଗିରି ସାହିତ୍ୟ ସଂସଦର ନୂଆଁଖାଇ ଭେଟଘାଟ।
ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ସୋମବାର ଦିନ ଚିତ୍ରଗିରି ସାହିତ୍ୟ ସଂସଦର ନୂଆଁଖାଇ ଭେଟଘାଟ ଓ କବିତା ପାଠ ଉତ୍ସବ ତଥା ଆଲୋଚନା ଚକ୍ର ଡି.ଏ.ଭି. ଗୁରୁକୁଳ (ଚିତ୍ରକୋଣ୍ଡା) ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅନୁଷ୍ଠାନର କବି କବୟିତ୍ରୀମାନେ ସେମାନଙ୍କ…
ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ପାଳିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମହତ୍ୟା ଠାରୁ ଦୁରେଇ ରହିବା ପାଇଁ ଉଦବୋଧନ ଦେଇଥିଲେ ଏବଂ…
ଭାଙ୍ଗିଲା ପିଲିଗାଡା ବ୍ରିଜ ଆନ୍ଧ୍ର ,ତେଲେଙ୍ଗାନା ଓଡିଶା ମଧ୍ୟରେ ଯୋଗାଯୋଗ ବିଛିନ୍ନ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ଲଗାତାର ତିନି ଚାରି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଭାଙ୍ଗିଲା ପିଲିଗାଡା ଠାରେ ଥିବା ବ୍ରିଜ।ଓଡିଶାରୁ ଆନ୍ଧ୍ରକୁ ଯୋଗା ଯୋଗ କରୁଥିବା ପିଲିଗାଡା ବ୍ରିଜର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ ଭାଙ୍ଗି ଯାଇଛି।ଗତକାଲି ରାତିରୁ ବ୍ରିଜ…
ଚପଲ ଗୋଦାମରେ ଲାଗିଲା ନିଆଁ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ଏକ ଚପଲ ଗୋଦାମରେ ଲାଗିଲା ନିଆଁ । ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଚପଲ ଜଳି ପୋଡି ପାଉଁଶ ହେଉଥିବା ବେଳେ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…
ଅସୁସ୍ଥ ମହିଳାଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ନେଇ ଅଭିଯୋଗ।
ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଦ୍ୱାରା ଜଣେ ଅସୁସ୍ଥ ମହିଳାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ସୁକାନ୍ତି ଦାସ ନାମକ ଜଣେ ମହିଳାଙ୍କୁ ଛାତି ଓ ମୁଣ୍ଡ ବ୍ୟଥା ହେବାରୁ ଚିତ୍ରକୋଣ୍ଡା ମେଡ଼ିକାଲ ଆସିଥିଲେ।ଏହି ସମୟରେ…
ଲଗାଣ ବର୍ଷାରେ ଚିତ୍ରକୋଣ୍ଡା ଅଞ୍ଚଳବାସୀ ବେହାଲ।।
ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲାରେ ଗତ ତିନିଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ ରାସ୍ତା ଭାଲ୍ଭ ହାଉସ ଛକ ନିକଟରେ ମାଟି ଅତଡ଼ା ଖସି ଯାଇଥିବାରୁ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଅବରୋଧ ହୋଇଯାଇଛି । ଫଳରେ ଚିତ୍ରକୋଣ୍ଡା…
ଅଜଣା ବ୍ୟକ୍ତିଙ୍କ ମରଣାନ୍ତକ ଆକ୍ରମଣରେ ବୃଦ୍ଧା ଗୁରୁତର ଆହତ।
ମାଲକାନଗିରି ଜିଲ୍ଲା ବାଲିମେଳା ସହରର କାଳିଛକ ଠାରେ ଗତକାଲି ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବାଲିମେଳା ସହରର କାଳୀଛକ ଠାରେ ରହୁଥିବା ଏ.ଶିବ ଦାସଙ୍କ ସ୍ତ୍ରୀ ଏ ସୁଶିଳା ନାମକ…