ଅସହାୟ ମହିଳା ରାଧାଙ୍କ ପରିବାରକୁ ସହାୟତା କେବେ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ମହିଳା।ତିନି ଝିଅ ଓ ଛୋଟ ପୁଅକୁ ଧରି ଭୋକ ଉପାସରେ କଟୁଛି ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ପାପ୍ରରମେଟଲା ପଞ୍ଚାୟତ ର…

୨୨ କିଲୋ ଗଞ୍ଜେଇ ଜବତ ସହ ୨ ଗିରଫ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଆଜି ୨୨ କିଲୋ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁଯାୟୀ ଓରକେଲ ପୋଲିସ ଖବର ପାଇ ଡାଈକ-୩-ବାଲିମେଳା ଛକ ମୁଖ୍ୟ ରାସ୍ତାରେ ଏକ…

ବଣ୍ଡା ଜନଜାତି ବହୁଳ ଅଣ୍ଡରାହାଲ ପଞ୍ଚାୟତରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସଚେତନତା କ୍ୟାମ୍ପ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଇରପୁଟ ବ୍ଲକର ବଣ୍ଡା ଜନଜାତି ବହୁଳ ଅଣ୍ଡରାହାଲ ଗ୍ରାମ ପଞ୍ଚାୟତ ଠାରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସଚେତନତା କ୍ୟାମ୍ପ ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ…

ଯବାନଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ;ଖୁସିରେ ନାଚିଲେ ଯବାନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଟା ଜିଲ୍ଲାର ଭେଜି ନିକଟରେ ଯବାନ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ, ୧୦ମାଓବାଦୀ ନିହତ ସୂଚନା। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମାଲକାନଗିରି ଜିଲ୍ଲାର ଜିନେଲଗୁଡା ଜଙ୍ଗଲ ରେ ଛତିଶଗଡ଼ ମାଓବାଦୀ ପଶି…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଉଦୁଲିବେଡା ଗ୍ରାମରେ ଗତ ୪ ତାରିଖରେ ଉଦୁଲିବେଡା ଗ୍ରାମରେ ଜଣେ ବ୍ୟକ୍ତି ନିଜ ନାବାଳିକାକୁ ଜଙ୍ଗଲ ମଧ୍ୟରୁ ଶୋଚନୀୟ ଅବସ୍ଥାରେ ଉଧାର କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଏହାକୁ ନେଇ ମାଥିଲି ପୋଲିସ…

ଜିନେଲଗୁଡା ଗୁଳି ବିନିମୟରେ ନକ୍ସଲ ନୁହେଁ ଗାଁ ମୁଖିଆ ମୃତ। ପରିବାର ବର୍ଗଙ୍କ ଅଭିଯୋଗ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଜିନେଲଗୁଡା ଜଙ୍ଗଲରେ ଦୁଇ ଦିନ ପୂର୍ବରୁ ହୋଇଥିବା ନକ୍ସଲ ଏନକାଣ୍ଟରରେ ଆସିଲା ନୁଆ ମୋଡ। ପୋଲିସ ଯାହାକୁ ହାଡକୋର ମାଓବାଦୀ ବୋଲି କହୁଥିଲା, ଆଜି ସ୍ଥାନୀୟ ଲୋକେ ତାଙ୍କୁ ଗାଁ ମୁଖିଆ ବୋଲି କହୁଛନ୍ତି। ସୂଚନା ଅନୁଯାୟୀ…

ମଣ୍ଡି ସୁପରିଚାଳନା ନିମନ୍ତେ ନୋଡାଲ ଅଫିସର ଓ ସୁପରଭାଇଜିଂ ଅଫିସରଙ୍କ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର।

ଖରିଫ ବିକ୍ରୟ ବର୍ଷ ୨୦୨୪-୨୫ ନିମନ୍ତେ ଧାନର ମାନକ ପ୍ରଶିକ୍ଷଣ ଶିବିର। ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାସ୍ତରୀୟ ୨୦୨୪-୨୫ ଖରିଫ ବିକ୍ରୟ ବର୍ଷ ପାଇଁ ମଣ୍ଡି ସୁପରିଚାଳନା ଓ ଧାନର ମାନକ ପ୍ରଶିକ୍ଷଣ ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।…

ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଆଜି ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ମୁଖ୍ୟ…

ମାଲ୍ୟବନ୍ତ ମହୋତ୍ସବ ନେଇ ସଵ୍ କମିଟି ସ୍ତରୀୟ ବୈଠକ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲ୍ୟବନ୍ତ ମହୋତ୍ସବ ନେଇ ସ୍ଥାନୀୟ ଆରଏମସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାଂସ୍କୃତିକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ଓ…

ମଜୁରଲେଣ୍ଡି ପାହାଡ଼ରେ ୫ ଏକର ବେଆଇନ ଗଞ୍ଜେଇ ଚାଷ: ଗଞ୍ଜେଇ ଗଛ କାଟିଲା ଓର୍କେଲ ପୋଲିସ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅଧିନସ୍ତ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଅମଳ ହେବା ପୂର୍ବରୁ ତତ୍ପରତା ଦେଖାଇଛି ଓର୍କେଲ ପୋଲିସ। ଏନେଇ ଏକ ବିଶେଷ ସୂତ୍ରରୁ ପୋଲିସକୁ ସୂଚନା ମିଳିବା ପରେ ଆଜି ଓର୍କେଲ…

You cannot copy content of this page