ରାସ୍ତା ଓ କଲଭର୍ଟ ନିର୍ମାଣ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍‌ସା।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତର ଡାକ୍ତରୀ ଛାତ୍ରୀ ଲୀନସା ପ୍ରଧାନ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ଭେଟିଛନ୍ତି। ଏହି ସମୟରେ ଲିନ୍‌ସାଙ୍କ ସହ ତାଙ୍କ ଗ୍ରାମର ଅନ୍ୟ ଭଦ୍ର ଲୋକ ଉପସ୍ଥିତ…

ଫୁଲବାଣୀ ପୌରାଅଧ୍ଯକ୍ଷା ଦାୟିତ୍ବ ନେଲେ ଉପାଧ୍ୟକ୍ଷା ପାୟଲ ବେହେରା।

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ରେ ଦିର୍ଘ ଦିନର ଅସ୍ଥିରତା ପରେ ପୌରଉପାଧ୍ୟକ୍ଷା ପାୟଲ ବେହେରା ଆନୁଷ୍ଠାନିକ ଭାବରେ ପୌରାଧ୍ଯକ୍ଷା ଦାୟୀତ୍ବ ଗ୍ରହଣ କରିଛନ୍ତି।ଗତ ଜୁଲାଇ ମାସ ୨୩ ତାରିଖଠାରୁ ଅନାସ୍ଥା ପ୍ରସ୍ତାବ ବୈଠକରେ ଅନାସ୍ଥା ପ୍ରସ୍ତାବ କାୟମ…

ଭବିଷ୍ୟତ ଗଢ଼ିବାରେ ଜୀବନକୁ ବାଜି ଲଗାଉଛନ୍ତି କୁନି ଛାତ୍ର ; ପୋଲଟିଏ ପାଇଁ ଗୁହାରୀ।।

ମାଲକାନଗିରି(କ୍ରୋନିକ ଓଡ଼ିଶା) ଏ ଚିତ୍ରଟି ଦେଖି ନିଶ୍ଚିତ ଭାବୁଥିବେ ଏ କୌଣସି ଚଳଚ୍ଚିତ୍ରର ସୁଟିଙ୍ଗ ଚାଲିଛି ବୋଧହୁଏ। ନା ଆଜ୍ଞା ଏ କୁନି କୁନି ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ ଗଢ଼ିବା ଆଶା ନେଇ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇବାକୁ…

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ରାଲି ଓ ମାନବ ଶୃଙ୍ଖଳା ଗଠନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସ୍ୱଚ୍ଛତା ହିଁ ସେବା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ।ଏହି ଶୋଭାଯାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଜିଲ୍ଲା ନ୍ୟାୟାଳୟ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା।କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଡ଼…

୧ ଲକ୍ଷ ଇନାମୀ ନକ୍ସଲ ସମେତ ଦୁଇ ନକ୍ସଲଙ୍କ ଆତ୍ମସମର୍ପଣ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନ ଅଧୀନରେ ଛତିଶଗଡର ନକ୍ସଲବାଦ ବିଲୋପ ଏବଂ ପୁନର୍ବାସ ନୀତି ତଥା ନିୟାଦ ନେଲା ନାର ଯୋଜନା , ଅତି ସମ୍ବେଦନଶୀଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପୁଲିସ ଶିବିର…

ପ୍ରଶାସନର ଅସହାୟତା : କାନ୍ଧରେ ୧୫ କିମି ବୁହା ହେଲେ ଆହତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର କାଙ୍କେର ଜିଲ୍ଲାର ପ୍ରଶାସନିକ ବ୍ୟବସ୍ଥାର ଅସହାୟତା ଚିତ୍ର ପଦାକୁ ଆସିଛି। ​​ଯେଉଁଠାରେ ଦୁର୍ଘଟଣାରେ ଆହାତ ଲୋକଙ୍କୁ ଗ୍ରାମବାସୀ ମାନେ ଏକ ଖଟରେ କାନ୍ଧେଇସନଦୀ ପାର ହେଉଥିବା ଦେଖିବାକୁ ମିଳିଛି।ଏହି ଘଟଣା ନାରାୟଣପୁର ଜିଲ୍ଲାର…

ସୁକୁମା କର୍କନଗୁଡାରେ ପୁଲିସ ନକ୍ସଲ ଗୁଳି ବିନିମୟ:ନକ୍ସଲ ଫେରାର ; ଯବାନ ସୁରକ୍ଷିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ପୁଣି ଥରେ ସୁରକ୍ଷା ବାହିନୀ ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ ଚାଲିଛି। ଏହି ଅଞ୍ଚଳରେ ବହୁ ସଂଖ୍ୟକ ନକ୍ସଲଙ୍କ ଉପସ୍ଥିତିର ଖବର ପାଇବା…

ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି ; ବିଏସଏଫ କ୍ୟାମ୍ପ ଉଠିଲେ ଗ୍ରାମବାସୀଙ୍କ ଆତ୍ମଦାହ ଚେତାବନୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯନ୍ତ୍ରୀ ଭଳି ଦୁର୍ଗମ ପଞ୍ଚାୟତରେ ବିଏସଏଫ କ୍ୟାମ୍ପ ଉଠିବା ପ୍ରତିବାଦରେ ଏକ ବିରାଟ ପ୍ରଜାମେଳିରେ ଏକତ୍ରିତ ହେଲେ ଯନ୍ତ୍ରୀ ପଞ୍ଚାୟତର ଚଉଦ ଖଣ୍ଡ ଗ୍ରାମବାସୀ। ଆଗକୁ ଆହୁରି ପାଞ୍ଚବର୍ଷ ବିଏସଏଫ କ୍ୟାମ୍ପ ନଉଠାଇବା…

ବନ ବିଭାଗର ଟ୍ରାପ କ୍ୟାମେରା ଚୋରି କରି ଜଣେ ଗିରଫ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧିନସ୍ଥ ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁ ମାନଙ୍କ ଆଚରଣ ଏବଂ ଗତିବିଧିକୁ ନିରନ୍ତର ଲକ୍ଷ କରିବା ନିମନ୍ତେ ବନ ବିଭାଗ ଦ୍ୱାରା ଲଗାଯାଇଥିବା ଟ୍ରାପ କ୍ୟାମେରାକୁ ଚୋରି କରି ଜଣେ ଗିରଫ। ପୁଲିସ…

ସ୍ତ୍ରୀକୁ ନିର୍ଯ୍ୟାତନା ଓ ଶଶୁର ଘର ଲୋକଙ୍କୁ ମାଡ ମାରି ; ୨ ଭାଇ ଗିରଫ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ରବିବାର ସନ୍ଧ୍ୟାରେ ଏକ ଭିନ୍ନ ଧରଣର ଘଟଣା ଦେଖିବାକୁ ମିଳିଛି। ପୁଲିସ ସୂଚନାନୁଯାୟୀ, ମାଥିଲି ହାଟପଦା ସାହିର ମଦନ ଓଝା ୨୦୨୧ ମସିହାରେ ଝିଅ ଗୀତାଞ୍ଜଳି ଓଝାଙ୍କ ବାହାଘର ବାଲିମେଳା ରାଣୀ ରୋଡ ନିବାସୀ…

You cannot copy content of this page