କାଲିମେଳା ଲୁଗେଲ ପଞ୍ଚାୟତ ଏସଏଚଜି ମହିଳାଙ୍କୁ ନେଇ ସ୍ୱଚ୍ଛତା ପଦଯାତ୍ରା।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ ପଞ୍ଚାୟତ ର ଏମପିଭି-୮୨ ଏବଂ ଏମପିଭି-୮୩ ଗ୍ରାମରେ ସ୍ୱଚ୍ଛତା ହିଁ ସେବା ସପ୍ତାହ ଅବସରରେ ଆଜି ସକାଳ ୯ ଟା ସମୟରେ ସ୍ୱଚ୍ଛତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ…
ତେଲେଙ୍ଗାନା ସିଆରପିଏଫ୍ କ୍ୟାମ୍ପ ଉପରେ ନକ୍ସଲଙ୍କ ରକେଟ ମାଡ଼।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ପଡୋଶୀ ରାଜ୍ୟ ଛତିଶଗଡ଼ ରାଜ୍ୟର ସୀମାକୁ ଲାଗିଥିବା ପୁସଗୁଫା ସିଆରପିଏଫ୍ କ୍ୟାମ୍ପ ଉପରେ ନକ୍ସଲ ମାନେ ରକେଟ ମାଡ଼ କରିଥିବା ସୂଚନା ମିଳୁଛି। ଖବର ମୁଡାବକ ନକ୍ସଲ ମାନେ ରକେଟ ଲଞ୍ଚର ଦ୍ବାରା ତିନି…
୨ ନକ୍ସଲଙ୍କ ମୁଣ୍ଡ ଉପରେ ୪୧ ଲକ୍ଷ ପୁରସ୍କାର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣପୁରରେ ପୁଲିସ ନକ୍ସଲ ଏନକାଉଣ୍ଟରରେ ତିନିଜଣ ନକ୍ସଲଙ୍କୁ ଯବାନ ମାନେ ନିପାତ କରିଥିଲେ। ସେଥି ମଧ୍ୟରୁ ଦୁଇ ଜଣ ନକ୍ସଲଙ୍କ ପରିଚୟ ଉପରୁ ପର୍ଦା ଉଠେଇଛି ପୁଲିସ। ମୃତ ଦୁଇ…
କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ହିଁ ସେବା ଉଦ୍ଦେଶ୍ୟ ରେ ପଥପ୍ରାନ୍ତ ନାଟ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ସ୍ୱଚ୍ଛତା ହିଁ ସେବା ଆଦର୍ଶ କୁ ମୂଳ ଲକ୍ଷ ରଖି କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ଜିଲ୍ଲା ନ୍ୟାୟାଳୟ ସମ୍ମୁଖ ଛକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ। ଲୋକମାନେ ଦୈନନ୍ଦିନ ଜୀବନରେ ବ୍ୟକ୍ତି ଗତ ସ୍ୱଚ୍ଛତା…
ବାୟୁସେନା ନିଯୁକ୍ତି ସମ୍ପର୍କିତ ପରାମର୍ଶ କାଯ୍ୟକ୍ରମ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ବାୟୁସେନାରେ ନିଯୁକ୍ତି ସମ୍ପର୍କିତ ଏକ ବିଶେଷ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ବିପିନ ରାଉତ, ସର୍ଜେଣ୍ଟ, ବାୟୁସେନା ଉପସ୍ଥିତ ଥିଲେ। ସମ୍ମାନୀତ ଅତିଥି ମନସୀ ସେଠୀ, ଜିଲ୍ଲା ନିୟୋଜନ ନିର୍ଦ୍ଦେଶକ, ଏବଂ ଉପେନ୍ଦ୍ର…
ମାଲକାନଗିରି ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ପ୍ରତିଷ୍ଠା ଦିବସରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ୱ କରିଥିବାବେଳେ, ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶତତ ସଜ୍ଞାନ ସେବା (ଆଇ.ସି. ୟୁ) ମୁଖ୍ୟ…
ସଦଗୁରୁ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜାଙ୍କ ର ୧୦୮ତମ ଜନ୍ମଦିନ ପାଳିତ।
ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଦିବ୍ୟ ଜୀବନ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ପରମ ପାବନ ସଦଗୁରୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କ ର ୧୦୮ ତମ ଜନ୍ମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇ ଯାଇଛି ।…
୧୨ ଦିନ ଧରି ଚାଲିଥିବା ବାଲିଯାତ୍ରା ଉଦଯାପିତ: ଶେଷ ଦିନରେ ଭକ୍ତଙ୍କ ପ୍ରବଳ ଭିଡ଼।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଯାତ୍ରା ୧୨ ଦିନ ଧରି ଅନୁଷ୍ଠିତ ହେବା ପରେ ମଙ୍ଗଳବାର ପୂର୍ଣ୍ଣାହୁତି ହୋଇଛି। ଏହି ଯାତ୍ରାରେ ମା’ ମାଣିକେଶ୍ବରୀଙ୍କୁ ପୂଜାର୍ଚ୍ଚନା…
ଜରାଜୀର୍ଣ୍ଣ ଅବସ୍ଥାରେ ବଡ଼ ଶଙ୍ଖ ଯାତ୍ରୀ ବିଶ୍ରାମାଗାର।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ସରକାର ଲୋକଙ୍କ ହିତ ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବାବେଳେ ବ୍ରାହ୍ମଣୀଗାଁରେ ଚିତ୍ର କିଛି ଓଲଟା ରହିଛି। ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ବଡ଼ଶଙ୍ଖ ଛକ ନିକଟରେ ଥିବା ବିଶ୍ରାମାଗାର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ନିତିଦିନିଆ ଏହି ରାସ୍ତା…
ଦ୍ୱିତୀୟ ବର୍ଷ ଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ):ଗଣେଷ ପୂଜା ଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ଏଥିପାଇଁ ସମଗ୍ର କନ୍ଧମାଳ ଜିଲା ଧୀରେ ଧୀରେ ଉତ୍ସବ ମୁଖର ହେବାରେ ଲାଗିଛି। ଦଶହରା ଓ ଲକ୍ଷ୍ମୀପୂଜା ନିମନ୍ତେ ବିଭିନ୍ନ ସ୍ଥାନରେ ଶୁଭଖୁଣ୍ଟି ସ୍ଥାପନ କରି ପ୍ରସ୍ତୁତି…