ବାଲିମେଳା ଜଳଭଣ୍ଡାରର ଖୋଲିଲା ଦୁଇ ଗେଟ : ନିଷ୍କାସିତ ହେଲା ବନ୍ୟାଜଳ।

ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲାରେ ବିଗତ କିଛି ଦିନର ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବହୁ ଧନ ଜୀବନ ନଷ୍ଟ ହେବା ସହ ଜଳଭଣ୍ଡାରରେ ବନ୍ୟା ବୃଦ୍ଧି ପାଇଥିଲା। ଫଳରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଥିବା…

ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତଙ୍କ ମାଲକାନଗିରି ଗସ୍ତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତ ରୂପା ରୋଶନ ସାହୁ ମାଲକାନଗିରି ଜିଲ୍ଲା ଗସ୍ତ କରି ଲଗାଣ ବର୍ଷା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀମତି ସାହୁ ଏମ୍ ଭି ୭ ଓ ଏମ୍ ଭି ୧୯ ସ୍ଥିତ ଅଙ୍ଗନୱାଡି…

ତିନି ଦୁର୍ବୁତ୍ତ ବାଇକରେ ଆସି ଯୁବକଙ୍କ ଠାରୁ ଛଡ଼ାଇ ନେଲେ ଦୁଇଟି ମୋବାଇଲ୍

ବାଲିଗୁଡ଼ା(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ସମେତ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ୍, ଡକାୟତି,ଚୋରି ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ପୁଣି ଏକ ଲୁଟ୍ ଘଟଣା…

ଗଛ କୋରଡରେ ବିତିଲା ୨୦ ଘଣ୍ଟା, ଭରା ନଇରୁ ଉଦ୍ଧାର ହେଲେ ୪୫ ବର୍ଷିୟ ବ୍ୟକ୍ତି।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଚାଷ ଜମି ନିକଟରେ ରହିଥିବା ପୋଟେରୁ ନଦୀ ତଟରେ ମାଛ ଧରିବା ଡଙ୍ଗା ରହିଥିଲା ବେଳେ ଲଗାଣ ବର୍ଷା ଯୋଗୁଁ ଡଙ୍ଗାଟିକୁ ପାଣିରୁ ବାହାର କରିବାକୁ ଯାଇ ଭରା ନଇରେ ଫସିଗଲେ ବୃଦ୍ଧା। ତେବେ ପ୍ରାୟ ୨୦ ଘଣ୍ଟା ପରେ…

ସଂଯୁକ୍ତା ସେଠି ପାଇଲେ ଫ୍ଲୋରେନ୍ସ ନାଇଟାଙ୍ଗେଲ ପୁରସ୍କାର।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନର୍ସିଙ୍ଗ ଅଧିକାରୀ ଏବଂ ଅସ୍ତ୍ରୋପଚାର ଗୃହ ଭାରା ପ୍ରାପ୍ତ ଭାବେ କାର୍ଯ୍ୟରତ ସଂଯୁକ୍ତା ସେଠି ପାଇଲେ ଫ୍ଲୋରେନ୍ସ ନାଇଟାଙ୍ଗେଲ ପୁରସ୍କାର।ସେପ୍ଟେମ୍ବର ୧୧ ତାରିଖରେ ଅର୍ଥାତ୍ ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ…

ଧୋଇନେଲା ବନ୍ୟା ପାଣି ; କନ୍ୟାଶ୍ରାମ ଠାରୁ ପଡିଆ ବ୍ଲକ ଯିବା ରାସ୍ତା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଲଘୁଚାପ ଜନିତ ଲଗାଣ ବର୍ଷା ରେ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇଥିବା ବେଳେ ଗତ କାଲି ଠାରୁ ଏପର୍ଯ୍ୟନ୍ତ ପଡିଆ ବ୍ଲକ ଅଧୀନ କାନ୍ୟାଶ୍ରମ ପୋଲ ଉପରେ ବନ୍ୟା ପାଣିର ଲୋହାରୀ ମାରୁଛି କାଲିମେଳା ବ୍ଲକ ଠାରୁ ପଡିଆ…

୧୫ କିଲୋ ଗଞ୍ଜେଇ ସହ ଦୁଇ ଗିରଫ।

ରାଇଘର(ସାଇ କ୍ରିଷ୍ଣା)ନବରଙ୍ଗପୁର ଜିଲ୍ଲା ରାଇଘର ପୁଲିସ ପକ୍ଷରୁ ଗତ କାଲି ସନ୍ଧ୍ୟାରେ ତିନି ବ୍ୟାଗ ଗଞ୍ଜେଇ ଜବତ କରିବା ସହିତ ଦୁଇ ଚାଲାଣକାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗାଡ଼ି ମୋଟର ଯାଞ୍ଚ ସମୟରେ ଗଞ୍ଜାପାରା ସ୍ଥିତ ଆଈଟିଆଈ କେନ୍ଦ୍ର ସାମ୍ମୁଖରେ ଏହି…

କନ୍ଧମାଳର ଚିତ୍ରଶିଳ୍ପୀ ପ୍ରସାଦ ସୋନୁଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ) ଗତ ସାଧାରଣ ନିର୍ବାଚନ ରେ ନିର୍ବାଚନ ପ୍ରଚାର ଗସ୍ତରେ ମଇ ମାସ ୧୧ ତାରିଖରେ କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀକୁ ପ୍ରଚାରରେ ଆସିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ୱତନ୍ତ୍ର ଓ…

ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ସ୍ଵାଗତ ସମାରୋହ।

ବାଲିଗୁଡା,୧୦/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ ସମାରୋହ ଉତ୍ସବ ଆୟୋଜିତ ହୋଇଯାଇଛି। ଉକ୍ତ ସମାବେଶରେ ମୁଖ୍ୟ ଅତିଥି…

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗାରୁ ଖସି ; ଜଣେ ନିଖୋଜ।

ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବଡ଼ପଡା ପଞ୍ଚାୟତ ସିଲିଗୁମାରେ ଦେଶୀ ଡ଼ଙ୍ଗାରୁ ଗୋଡ଼ ଖସିଯିବାରୁ ଜଣେ ନିଖୋଜ । ମିଳିଥିବା ସୂଚନା ଅନୁଯାୟୀ ସିଲିଗୁମା ଗ୍ରାମର ପର୍ଶୁରାମ ଗଲରୀ ପିତା ବିଜୁ ଗଲରୀ ବୟସ (୫୦) ସିଲିଗୁମାରୁ…

You cannot copy content of this page