ବାଲିମେଳା ଏନଏସି ପକ୍ଷରୁ ବଡା ଖାନା କାର୍ଯ୍ୟକ୍ରମ ଆୟୋଜିତ।

ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ପକ୍ଷରୁ ଆଜି ମଧ୍ୟାହ୍ନ ସମୟରେ ବାଲିମେଳା ବିଜ୍ଞାପିତ ପରିଷଦ ଅଞ୍ଚଳର ସମସ୍ତ ସଫେଇ କର୍ମଚାରୀଙ୍କ ନିମନ୍ତେ ଟାଉନ ହଲ ଠାରେ ଏକ ବଡା ଖାନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲିମେଳା ସହରରେ କାର୍ଯ୍ୟରତ ପରିମଳ ବିଭାଗ…

ଏସ.ୟୁ.ଜେ ସାମ୍ବାଦିକ ସଂଘ ୭ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ l

ଆଜି ମାଲକାନଗିରି ଜିଲ୍ଲା ଏସ.ୟୁ.ଜେ ସାମ୍ବାଦିକ ସଂଘ ପକ୍ଷରୁ ୭ ଦଫା ଦାବି ପୁରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ସାମ୍ବାଦିକ ସୁରକ୍ଷା ଆଇନ ଓ…

ବିଏସଏଫ ଆଇଜିଙ୍କ ୪ ଦିନିଆ ମାଲକାନଗିରି ଗସ୍ତ।

ବିଏସଏଫ ଆଇଜି ଚାରୁଧ୍ଵଜ ଅଗ୍ରୱାଲ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ଚରି ଦିନିଆ ଗସ୍ତରେ ଆସି ମାଓ ଦମନ ଏବଂ ସୁରକ୍ଷା ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଫେରିଛନ୍ତି।ଶ୍ରୀ ଅଗ୍ରୱାଲଙ୍କ ସହ ଡ଼ିଆଇଜି (ଅପରେଶନ)ସଞ୍ଜୟ ଯାଦବ ଏବଂ ଡ଼ିଆଇଜି ସତ୍ୟବାନ ଖାନଚି(ମାଲକାନଗିରି/…

ଅଚଳ ଲେମନ ଗ୍ରାସ ବଏଲର ; ଚାଷୀ ହନ୍ତସନ୍ତ।

ମାଲକାନଗିରି ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୪ବର୍ଷ ପୂର୍ବେ ଚିତ୍ରକୋଣ୍ଡା ବ୍ଲକ ପାପରମେଟଳା ପଞ୍ଚାୟତ ଟଣ୍ଟାଗୁଡା, ଲାଉଗୁଡା, ଯନ୍ତାପାଇ ଗ୍ରାମରେ ଲେମନ ଗ୍ରାସ ଚାଷପାଇଁ ଚାଷୀଙ୍କୁ ଚାରା ଯୋଗାଇ ଦେଇଥିଲା। ଘାସରୁ ତେଲ ବାହାର କରିବାପାଇଁ ସଂସ୍ଥା ପକ୍ଷରୁ ଟୋଟାଗୁଡା…

ବାଲିମେଳାରେ ବିଜେପିର ମଣ୍ଡଳସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା।

ମାଲକାନଗିରି ଜିଲ୍ଲା ବାଲିମେଳା ବିଜେପି କାର୍ଯ୍ୟାଳୟରେ ଆଜି ବାଲିମେଳା ମଣ୍ଡଳ ସଭାପତି ଶିବଦତ୍ତ ସାହୁଙ୍କ ସଭାପତିତ୍ୱରେ ବାଲିମେଳା ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବାଲିମେଳା ସହରରେ ଦଳର ସଦସ୍ୟତା ବୃଦ୍ଧି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି…

୨୪ ଲକ୍ଷ ଇନାମୀ ନକ୍ସଲ ନେତା ବିକାଶ ଗିରଫ।

ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ରାଜ୍ୟ ମହାରାଷ୍ଟ୍ରର ସକ୍ରୀୟ ମାଓ ନେତାକୁ ଧରିବାରେ ବିଜାପୁର ପୁଲିସକୁ ବଡ଼ ସଫଳତା ମିଳିଛି। ଗିରଫ ମାଓ ନେତା ବିକାଶ ଛତିଶଗଡ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରେ ୩୫ ରୁ ଅଧିକ ନକ୍ସଲ ହିଂସା ଘଟଣାରେ ସମ୍ପୃକ୍ତ…

ମୋବାଇଲ ନେଟୱର୍କ ପାଇଁ କାନ୍ଦୁଛି ସ୍ବାଭିମାନ ଅଞ୍ଚଳ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ମୋବାଇଲ ନେଟୱର୍କ କରିଛି ଅଭିମାନ। ମାସ ମାସ ଧରି ରହୁନାହିଁ ମୋବାଇଲ ନେଟୱର୍କ।ସେଥିପାଇଁ ଚିତ୍ରକୋଣ୍ଡା ବ୍ଲକ ବଡପଦର ପଞ୍ଚାୟତର ବାଙ୍ଗୁରପଡା , ଅଞ୍ଜିରାଗୁଡା , ଲାମ୍ବାସିଂ , ରେକାପାଲି , କମାରଗୁଡା…

ପୁଲିସ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ; ୩ ମହିଳା ନକ୍ସଲ ନିପାତ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ପୁଲିସ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ ମହିଳା ନକ୍ସଲଙ୍କ ମୃତ୍ୟୁ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ପୁଲିସ ଏବଂ ସୁରକ୍ଷାବାହିନୀ ଛତିଶଗଡରେ ନକ୍ସଲ ନିପାତ ଅପରେସନକୁ ଜୋରଦାର କରିଛି। ଏହି…

ମାଲକାନଗିରି ମହାବିଦ୍ୟାଳୟରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକ ପାଳିତ।

ମାଲକାନଗିରି ମହାବିଦ୍ୟାଳୟ ଖେଳପଡିଆ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ପ୍ରଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ…

ଶହୀଦ ଲକ୍ଷ୍ମଣ ନାୟକ ଛାତ୍ରାବାସରେ ନବାଗତ ଛାତ୍ରମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।

ମାଲକାନଗିରି ମହାବିଦ୍ୟାଳୟ ଲକ୍ଷ୍ମଣ ନାୟକ ଛାତ୍ରାବାସ ସଭା ଗୃହରେ ନବାଗତ ଅନ୍ତେବାସୀଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଯୋଗଦାନ କରି ଶୃଙ୍ଖଳିତ ଜୀବନଯାପନ କରିବା ସହିତ କଠିନ ପରିଶ୍ରମ…

You cannot copy content of this page