ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟ।

ମାଲକାନଗିରି ଜିଲ୍ଲା ମାଥିଲିରେ ଆଜି ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟ । ମିଳିଥିବା ସୂଚନାନୁଯାୟୀ ଆସନ୍ତା କାଲି ମାଲକାନଗିରି ଜିଲ୍ଲା ମାଥିଲିରେ ଗୁଳିକାଣ୍ଡ ଦିବସ ପାଳନ ପାଇଁ ସମସ୍ତ ଆୟୋଜନ କରାଯାଉଥିବା ବେଳେ ଟେଣ୍ଟ ବ୍ୟବସ୍ତା ମଧ୍ୟ କରାଯାଉଥିଲା । ତେବେ…

ମହିଳା ମାଓବାଦୀଙ୍କୁ ହତ୍ୟା।

ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ପଡୋଶୀ ତେଲେଙ୍ଗାନା ସିମାନ୍ତ କୋତ୍ତାଗୂଡେମ ଜିଲ୍ଲାରେ ମାଓବାଦୀଙ୍କ ବର୍ବର ହିଂସା କାଣ୍ଡ । ସାଥୀ ମାଓବାଦୀମାନେ ଜଣେ ମହିଳା ମାଓବାଦୀଙ୍କୁ ହତ୍ୟା କରି ମୃତ ଦେହକୁ ଚେନ୍ନପୁରାମ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି ।…

ସୀମା ସୁରକ୍ଷା ବଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ।

ମାଲକାନଗିରି ଜିଲ୍ଲା ଏମ.ଭି ୩ ସ୍ଥିତ ସୀମା ସୁରକ୍ଷାବଳ ଶିବିର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସୀମା ସୁରକ୍ଷା ବଳର ଉପ ନିରୀକ୍ଷକ ବିଜୟ ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଏକ ମହାପୁଣ୍ୟ…

ଋତୁସ୍ରାବ ସମୟରେ ଯତ୍ନ ସମ୍ପର୍କୀତ ସଚେତନତା।

ପିରାମଲ୍ ଫାଉଣ୍ଡେସନ୍ ର ମାଲକାନଗିରି ଜିଲ୍ଲାର ଗାନ୍ଧୀ ଫେଲୋ ରୂପେଶ ସାହୁ ଚିତ୍ରକୋଣ୍ଡା ବ୍ଲକ୍‌ର ପଣସପୁଟ୍ ଗ୍ରାମ ପଞ୍ଚାୟତରେ ସେମାନଙ୍କର କମ୍ୟୁନିଟି ଇମର୍ସନ ସମୟରେ ଲାଇଭ୍ ଆକ୍ସନ ପ୍ରୋଜେକ୍ଟ (LAP) ଉପରେ କାମ କରୁଥିବାବେଳେ ଏହା ଦେଖିଥିଲେ ଯେ ପଞ୍ଚାୟତରେ କିଶୋରୀ…

ଗଛିତ ହୋଇଥିବା ୭୬ କିଲୋ ଗଞ୍ଜେଇ ଜବତ କଲା ଓରକେଲ ପୋଲିସ, ଜଣେ ଗିରଫ।

ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଆଜି ଗଞ୍ଜେଇ ଗଚ୍ଛିତ ରଖିଥିବା ଅଭିଯୋଗ ରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁଯାୟୀ କୋରୁକୋଣ୍ଡା ବ୍ଲକ ଚିମଟାପାଲି ପଂଚାୟତ ର ଡାବୁଗୁଡା ଗ୍ରାମର ଜଣେ ବ୍ୟକ୍ତି ଗ୍ରାମର ଏକ ପରିତ୍ୟକ୍ତ…

ବାଲିମେଳାରେ ଜିଲ୍ଲା ପରିବହନ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ।

ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ସ୍ଥିତ ଟାଉନ ହଲ ଠାରେ ଆଜି ମାଲକାନଗିରି ପରିବହନ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକ ଏବଂ…

ଡାକ୍ତରୀଛାତ୍ରୀଙ୍କ ଉପରେ ହୋଇଥିବା ନିନ୍ଦନୀୟ ଘଟଣା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା।

ମାଲକାନଗିରି(ନିରଞ୍ଜନ ମଲ୍ଲ) କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା। ହତ୍ୟା, ଘଟଣାରେ ସବୁଠି ପ୍ରତିବାଦର ସ୍ୱର। ରାଜଧାନୀଠୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଏବେ ଘଟଣାର ନ୍ୟାୟ ପାଇଁ ରାସ୍ତାକୁ…

ବୌଦ୍ଧରେ ଜଙ୍ଗଲ ଓ ଶ୍ରମ ବିଭାଗ ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଦିନିକିଆ hବୌଦ୍ଧଜିଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବୌଦ୍ଧ…

ସ୍ୱାଧୀନତା ଦିବସ ପାଳନ ; ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କଲେଜ ପରିଦର୍ଶନ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲାର ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ପତାକା ଉତ୍ତୋଳନ କରିବା ସହିତ ସ୍ୱାଧୀନତାର ମହତ୍ତ୍ୱ ଓ ଆଦର୍ଶ ସଂପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି…

କେସିଙ୍ଗା ସିଟିଜେନ଼୍ କମିଟି ତରଫରୁ ୮୭ତମ ସ୍ୱାଧୀନତା ଦିଵସ ପାଳନ

କେସିଙ୍ଗା : ( ପ୍ରୀତେଶ ପଟେଲ)ଆମ ଦେଶରେ ପାଳିତ ହୋଇଛି ୭୮ ତମ ସ୍ବାଧିନତା ଦିବସ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଦ୍ୟାପୀଠ ପଡ଼ିଆରେ କେସିଙ୍ଗା ସିଟିଜେନ୍ କମିଟି ତରଫରୁ ଉତ୍ସାହ ଉଦ୍ଦୀପନା ସହ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ୭୮ତମ ସ୍ବାଧୀନତା…

You cannot copy content of this page