ଫିକ୍ସିଂ ଅଭିଯୋଗ ପରେ ଟେଣ୍ଡର ବାତିଲ।

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ଚଳିତ ମାସ ୧୦ ତାରିଖରେ ବ୍ଲକର ୪ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ଚିଠି ସଂଖ୍ୟା:- ୩୪୪୧/୨୪ ରେ ୪୬ ଲକ୍ଷ ୫୦ ହଜାର ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା। ହେଲେ ଏହି ଟେଣ୍ଡର…

ବିପୁଳ ପରିମାଣର ମାଓ ଡମ୍ପ ଉଦ୍ଧାର।

ମାଲକାନଗିରି ଜିଲ୍ଲାରେ ଠାବ ହେଲା ବଡ ଧରଣର ମାଓ ଡମ୍ପ। କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଜଙ୍ଗଲରେ କୁମିଂ ଅପରେସନ କରୁଥିବା ସମୟରେ ଏହି ମାଓ ଡମ୍ପକୁ ଠାବ କରିଛନ୍ତି 142 ବାଟାଲିଆନର ବିଏସଏଫ ଜବାନ । ବିଏସଏଫ ବାହିନୀ ଆଜି…

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ କେରିପୁ ୧୬୮/ଇ କମ୍ପାନୀ ମୋକୁର ଟିମ୍ ଏରିଆ ଡୋମିନେସନ ପାଇଁ ପେଦାଗେଲୁର ଅଭିମୁଖେ ଯାଇଥିଲେ। ସର୍ଚ୍ଚ ଅପରେସନ ଏବଂ ଏରିଆ ଡୋମିନେସନ ବେଳେ ଡି- ମାଇନିଙ୍ଗ ସମୟରେ କେରିପୁ ୧୬୮ କମ୍ପାନୀର…

ବିଜେଡିରୁ ବହିଷ୍କୃତ ନେତ୍ରୀ ସସ୍ମିତା ମାଝୀ ଗିରଫ।

ସବୁ କଳ୍ପନାଜଳ୍ପନା ପରେ ଫେରାର ବିଜେଡି ନେତ୍ରୀଙ୍କୁ ଶେଷରେ ଗିରଫ କରିଛି ପୁଲିସ। ଭି କେ ପାଣ୍ଡିଆନଙ୍କ ନାଁ ନେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଫସିଥିବା ମାଲକାନଗିରି ଜିଲ୍ଲା…

ଆଜି କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ରେ ବିଦ୍ୟାଳୟ ସଂଚାଳନ ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ବର ପାଟିଲ ଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ବିଦ୍ୟାଳୟ…

ବାଲିମେଳା ଏନଏସି ପକ୍ଷରୁ ବଡା ଖାନା କାର୍ଯ୍ୟକ୍ରମ ଆୟୋଜିତ।

ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ପକ୍ଷରୁ ଆଜି ମଧ୍ୟାହ୍ନ ସମୟରେ ବାଲିମେଳା ବିଜ୍ଞାପିତ ପରିଷଦ ଅଞ୍ଚଳର ସମସ୍ତ ସଫେଇ କର୍ମଚାରୀଙ୍କ ନିମନ୍ତେ ଟାଉନ ହଲ ଠାରେ ଏକ ବଡା ଖାନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲିମେଳା ସହରରେ କାର୍ଯ୍ୟରତ ପରିମଳ ବିଭାଗ…

ଏସ.ୟୁ.ଜେ ସାମ୍ବାଦିକ ସଂଘ ୭ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ l

ଆଜି ମାଲକାନଗିରି ଜିଲ୍ଲା ଏସ.ୟୁ.ଜେ ସାମ୍ବାଦିକ ସଂଘ ପକ୍ଷରୁ ୭ ଦଫା ଦାବି ପୁରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ସାମ୍ବାଦିକ ସୁରକ୍ଷା ଆଇନ ଓ…

ବିଏସଏଫ ଆଇଜିଙ୍କ ୪ ଦିନିଆ ମାଲକାନଗିରି ଗସ୍ତ।

ବିଏସଏଫ ଆଇଜି ଚାରୁଧ୍ଵଜ ଅଗ୍ରୱାଲ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ଚରି ଦିନିଆ ଗସ୍ତରେ ଆସି ମାଓ ଦମନ ଏବଂ ସୁରକ୍ଷା ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଫେରିଛନ୍ତି।ଶ୍ରୀ ଅଗ୍ରୱାଲଙ୍କ ସହ ଡ଼ିଆଇଜି (ଅପରେଶନ)ସଞ୍ଜୟ ଯାଦବ ଏବଂ ଡ଼ିଆଇଜି ସତ୍ୟବାନ ଖାନଚି(ମାଲକାନଗିରି/…

ଅଚଳ ଲେମନ ଗ୍ରାସ ବଏଲର ; ଚାଷୀ ହନ୍ତସନ୍ତ।

ମାଲକାନଗିରି ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୪ବର୍ଷ ପୂର୍ବେ ଚିତ୍ରକୋଣ୍ଡା ବ୍ଲକ ପାପରମେଟଳା ପଞ୍ଚାୟତ ଟଣ୍ଟାଗୁଡା, ଲାଉଗୁଡା, ଯନ୍ତାପାଇ ଗ୍ରାମରେ ଲେମନ ଗ୍ରାସ ଚାଷପାଇଁ ଚାଷୀଙ୍କୁ ଚାରା ଯୋଗାଇ ଦେଇଥିଲା। ଘାସରୁ ତେଲ ବାହାର କରିବାପାଇଁ ସଂସ୍ଥା ପକ୍ଷରୁ ଟୋଟାଗୁଡା…

ବାଲିମେଳାରେ ବିଜେପିର ମଣ୍ଡଳସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା।

ମାଲକାନଗିରି ଜିଲ୍ଲା ବାଲିମେଳା ବିଜେପି କାର୍ଯ୍ୟାଳୟରେ ଆଜି ବାଲିମେଳା ମଣ୍ଡଳ ସଭାପତି ଶିବଦତ୍ତ ସାହୁଙ୍କ ସଭାପତିତ୍ୱରେ ବାଲିମେଳା ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବାଲିମେଳା ସହରରେ ଦଳର ସଦସ୍ୟତା ବୃଦ୍ଧି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି…

You cannot copy content of this page