ମାଲକାନଗିରି ମହାବିଦ୍ୟାଳୟରେ ବିକଶିତ ଭାରତ ୨୦୪୭ ସମ୍ପର୍କିତ ଆଲୋଚନା ଚକ୍ର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟରେ ବିକଶିତ ଭାରତ ୨୦୪୭ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ +୩ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ଉତ୍ସବ ଏବଂ ସନ୍ଦର୍ଭପାଠର ଆୟୋଜନ କରଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର…
ଗାଜୁଲବନ୍ଧା ଗାଁର ଦୁଃଖ , ଦେଢ଼ ବର୍ଷ ହେବ ମିଳୁନି ଚାଉଳ : ଚାଉଳ କାର୍ଡ ନେଇଗଲେ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଯନ୍ତ୍ରଣା ଜର୍ଜରିତ ପାହାଡି ଗାଁ ଗାଜୁଲବନ୍ଧା। ଗାଁରେ ଘର ବୋଲି ମାତ୍ର ୮ଟି, ହେଲେ ଏମାନେ ମଧ୍ୟ ମଣିଷ , ଏମାନଙ୍କ ଶରୀର ରକ୍ତ ମାଂସ ହାଡ଼ରେ ଗଢା। ଦୁଃଖ କଷ୍ଟ ସାଧାରଣ ଲୋକଙ୍କୁ ଯେମିତି ଅନୁଭବ ହୁଏ, ଏମାନଙ୍କୁ…
ମାଓବାଦୀଙ୍କ ଯୋଜନା ପଣ୍ଡ : ବିଏସଏଫ ଦ୍ବାରା ଲ୍ୟାଣ୍ଡମାଇନ ଉଦ୍ଧାର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିଓ୍ବାଡା ସଂରକ୍ଷିତ ଜଙ୍ଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର କଲା ବିଏସଏଫ। ସୁରକ୍ଷାକର୍ମୀଙ୍କୁ କ୍ଷତି ପହଁଞ୍ଚାଇବା ଉଦେଶ୍ୟରେ ମାଓବାଦୀ ମାନେ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ। ମିଳିଥିବା ସୂଚନାନୁସାରେ ଏକ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ଗତକାଲି ବଡିଗେଟା…
ପୋଟେରୁ ଲ୍ୟାମ୍ପରେ ସାର କଳାବଜାରୀ ଅଭିଯୋଗ ; ବେପାରୀ ମାଲାମାଲ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ପୋଟେରୁ ଲ୍ୟାମ୍ପରେ ୟୁରିଆ ସାର କଳାବଜାରୀ ହୋଇଥିବା ଅଭିଯୋଗ ହୋଇଛି l ସୂଚନା ଅନୁଯାଇ ଜିଲ୍ଲାର ପୋଟେରୁ ଲ୍ୟାମ୍ପରେ ୟୁରିଆ ସାର ଚାଷୀଙ୍କୁ ଦେବା ବଦଳରେ ପ୍ରାୟ ୨୦୦ ବସ୍ତା ସାର ଶୁକ୍ରବାର ଦିନ ଲ୍ୟାମ୍ପରୁ ବେପାରୀଙ୍କୁ…
ବ୍ୟାଙ୍କ ସମ୍ମୁଖରେ ଶତାଧିକ ସୁଭଦ୍ରା ଯୋଜନା ଲାଭାର୍ଥି ମହିଳାଙ୍କ ଭିଡ଼।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଷ୍ଟେଟ ବ୍ୟାଙ୍କରେ ଆଜି ଦିନ ୧୦ ଟା ସମୟରେ ଶତାଧିକ ମହିଳାଙ୍କ ଭିଡ଼।ସୁଭଦ୍ରା ଯୋଜନା ମାଧ୍ୟମରେ ଆସୁଥିବା ଟଙ୍କାକୁ ଉଠାଇବା ନିମନ୍ତେ ମହିଳା ମାନେ ନିଜ ନିଜର ବ୍ୟାଙ୍କ ଆକାଉଣ୍ଟ ସହ କେୱାଇସି ଲିଙ୍କ, ମୋବାଇଲ…
ମାନସିକ ରୋଗୀ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ।
ମାଲକାନଗିରି(କ୍ରୋନିକ ଓଡ଼ିଶା) କେନ୍ଦ୍ରୀୟ ବିଦ୍ୟାଳୟ ସୁକୁମାରେ ଆୟୋଜିତ ପୋକସୋ ଆକ୍ଟ ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ଓ ଜାଗରୁକତା ପାଇଁ ଆୟୋଜିତ ଶିବିରରେ ମାଲକାନଗିରି ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଏଚଓଡି କମର୍ସ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ମୁଖ୍ୟ ଅତିଥି…
ମାଲକାନଗିରି ଜିଲ୍ଲାରେ ବିକାଶମେଳା ଆୟୋଜନ ନେଇ ପ୍ରସ୍ତୁତି ବୈଠକ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ସଦର ମହକୁମା ଠାରେ ତିନିଦିନ ନିମନ୍ତେ ବିକାଶ ମେଳା ଅନୁଷ୍ଠିତ ହେବା ନେଇ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲ୍ଲା ମୁଖ୍ୟ…
ଜିଲ୍ଲାରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା(ମାଲକାନଗିରି ଜିଲ୍ଲାରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ତଥା ବ୍ଳକ ସ୍ତରୀୟ ମେଗା ସୁଭଦ୍ରା ଯୋଜନାରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା…
ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ହିତାଧିକାରୀ ହେଲେ ହଟହଟା, ବର୍ଷା ମାଡରୁ ବର୍ତ୍ତିବା ପାଇଁ ଚେୟାର ଓ ପୋଷ୍ଟର ହେଲା ସାହା।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲା ସଦର ବ୍ଲକରେ…
ସୁଭଦ୍ରା ଯୋଜନାର ଶୁଭ ଉଦଘାଟନ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟ ପରିସରରେ “ସୁଭଦ୍ରା ଯୋଜନା”ର ଶୁଭାରମ୍ଭରେ ଉଚ୍ଚଶିକ୍ଷାଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି +୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ରଚନା, ତର୍କ, ରଙ୍ଗୋଲି ବିଷୟରେ ପ୍ରତିଯୋଗୀତା ମୂଳକ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବିଚାରକ…