ଏସି ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରିଛି ଘରୋଇ ବସ ମାଲିକ ସଙ୍ଘ।
ଅଗଷ୍ଟ ୨୭ ତାରିଖରୁ ଆଉ ମାଲକାନଗିରିକୁ ଗଡ଼ିବନି ଘରୋଇ ବସ୍ । ଏସି ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରିଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ । ଏହାର ପ୍ରତିବାଦରେ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି…
ଓର୍କେଲ ଥାନାରେ ଆମ ପୁଲିସ କାର୍ଯ୍ୟକ୍ରମ।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ ଥାନା ପରିସରରେ ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏସଡିପିଓ ଆଲେସିୟସ କିସପୋଟାଙ୍କ ତତ୍ତ୍ଵାବଧାନରେ ଥାନା ସଭାଗୃହରେ ସ୍ଥାନୀୟ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଆମ ପୁଲିସ ସମିତି କାର୍ଯ୍ୟକ୍ରମ କରାଯାଇଥିଲା। ଏହି…
ଜିଲ୍ଲାପାଳଙ୍କୁ ଭେଟିଲେ ଘରୋଇ ବସ ମାଲିକ।
ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ ସଭାପତି ରାଜେଶ୍ୱରୀ ପ୍ରଧାନ ଓ ସମ୍ପାଦକ ଇ .ଭେଙ୍କଟ ରାଓଙ୍କ ସହ ଅନ୍ଯ କର୍ମକର୍ତ୍ତା ମାନେ ନୂତନ ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରିଥିଲେ । ପରେ ଜିଲ୍ଲାପାଳଙ୍କ ସହ ଜିଲ୍ଲାର…