ପୁଲିସ ଇନଫର୍ମର ଅଭିଯୋଗରେ ବୃଦ୍ଧଙ୍କୁ ନକ୍ସଲଙ୍କ ହତ୍ୟା।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ବସ୍ତର ଡିଭିଜନରେ ସୁରକ୍ଷା ବାହିନୀ ଦ୍ୱାରା ପରିଚାଳିତ ସଫଳ ନକ୍ସଲ ବିଲୋପ ଅଭିଯାନରେ ବିବ୍ରତ ନକ୍ସଲମାନେ ଗାଙ୍ଗାଲୁର ପୁଲିସ ଥାନା ଅଧୀନରେ ଥିବା ପୁସନାର ଗାଁର ଗାଯତାପାରା (ପୁଲିସ ଥାନା ଠାରୁ ୧୦…

ଓର୍କେଲ ଥାନାରେ ଆମ ପୁଲିସ କାର୍ଯ୍ୟକ୍ରମ।

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ ଥାନା ପରିସରରେ ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏସଡିପିଓ ଆଲେସିୟସ କିସପୋଟାଙ୍କ ତତ୍ତ୍ଵାବଧାନରେ ଥାନା ସଭାଗୃହରେ ସ୍ଥାନୀୟ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଆମ ପୁଲିସ ସମିତି କାର୍ଯ୍ୟକ୍ରମ କରାଯାଇଥିଲା। ଏହି…

ଜିଲ୍ଲାପାଳଙ୍କୁ ଭେଟିଲେ ଘରୋଇ ବସ ମାଲିକ।

ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ ସଭାପତି ରାଜେଶ୍ୱରୀ ପ୍ରଧାନ ଓ ସମ୍ପାଦକ ଇ .ଭେଙ୍କଟ ରାଓଙ୍କ ସହ ଅନ୍ଯ କର୍ମକର୍ତ୍ତା ମାନେ ନୂତନ ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରିଥିଲେ । ପରେ ଜିଲ୍ଲାପାଳଙ୍କ ସହ ଜିଲ୍ଲାର…

ତାଳବରଡା ଛପର ତଳେ କଟୁଛି ଜୀବନ।

କାର୍ଯ୍ୟାଦେଶ ପାଇବା ବର୍ଷେ ବିତିବାକୁ ବସିଲାଣି ହେଲେ ସରୁନି ଆବାସ ଘର ନିର୍ମାଣ କିନ୍ତୁ ଏପଟେ ଦଲାଲ ଜଣଙ୍କ ଆବାସ ଗୃହ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇ ସବୁତକ ଟଙ୍କା ଉଠାଇ ନେବା ପରେ ଏବେ ଘର ନିର୍ମାଣ ପାଇଁ ଭୂଆଁ…

ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହେଲା ପିଏମ ଜନମନ ଯୋଜନା।

ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହେଲା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନମନ ଯୋଜନା। ୨୩ ଅଗଷ୍ଟରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ମାଲକାନଗିରି ଜିଲ୍ଲାରେ ୧୨୫ ପ୍ରାଚୀନ ତଥା ଦୁର୍ବଳ ଜନଜାତି ସମୂହ ଗ୍ରାମରେ ସୂଚନା , ଶିକ୍ଷା ଏବଂ ଯୋଗାଯୋଗର ଅଭିଯାନ…

କୋରୁକୋଣ୍ଡା ବ୍ଲକରେ ଟେଣ୍ଡର ଫିକ୍ସିଂ ମାମଲା ; ଭିଡିଓ ହେଲା ଭାଇରାଲ।

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ଚଳିତ ମାସ ୧୦ ତାରିଖରେ ବ୍ଲକର ୪ଟି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ପତ୍ର ସଂଖ୍ୟା:- ୩୪୪୧/୨୪ ରେ ସର୍ବମୋଟ ୪୬ ଲକ୍ଷ ୫୦ ହଜାର ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା। ବିଜ୍ଞାପନ ଅନୁଯାୟୀ…

ଅସଲି କାରନାମା କରି ନକଲି ମାଓବାଦୀ ପୁଲିସ କବଜାରେ।

ମାଲକାନଗିରି ପୁଲିସକୁ ନକଲି ମାଓବାଦୀ ଧରିବାରେ ମିଳିଛି ବଡ ସଫଳତା। ନିଜକୁ ମାଓବାଦୀ ପରିଚୟ ଦେଇ ବଟି ଆଦାୟ କରୁଥିଲା ନକଲି ମାଓବାଦୀ।ଜିଲ୍ଲାର ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟ ସଂସ୍ଥାର ମାଲିକ ମାନଙ୍କୁ ଭୟ ଦେଖାଇ ଅର୍ଥ ଆଦାୟ କରୁଥିବା ଜଣେ ନକଲି…

୮ ଲକ୍ଷ ଇନାମୀ ଦୁଇ ନକ୍ସଲଙ୍କ ଆତ୍ମସମର୍ପଣ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାର ନକ୍ସଲବାଦ ବିରୋଧରେ ଯବାନଙ୍କ ବଡ଼ ସଫଳତା। ଦୁଇଜଣ ଇନାମୀ ନକ୍ସଲମାନେ ପୁଲିସ ଏବଂ ସିଆରପିଏଫ୍ ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି।ରାଜ୍ୟରେ ନକ୍ସଲ ସଂଗଠନ ବିରୁଦ୍ଧରେ ସୁରକ୍ଷା ବାହିନୀ ଦ୍ୱାରା ଜାରି…

୨୫ ଲକ୍ଷ ଋଣ ବଦଳରେ ଦେଢ଼ କୋଟିର ସଂପତ୍ତି ନିଲାମ କଲା ବ୍ୟାଙ୍କ।

୨୫ ଲକ୍ଷ ଟଙ୍କାର ଋଣ ପାଇଁ ନିଲାମ ହୋଇଗଲା ଦେଢ କୋଟି ଟଙ୍କାର ସଂପତ୍ତି । ମାଲକାନଗିରି ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନିରଞ୍ଜନ ସିଲଦାରଙ୍କ ନାମରେ ଥିବା ବର୍ଷା ଏଣ୍ଟରପ୍ରାଇଜ ଫର୍ଣ୍ଣିଚର ଦୋକାନ ଲାଗି ପଞ୍ଜାବ ନେସନାଲ୍ ବ୍ୟାଙ୍କରୁ ୨୫…

ଜିଲ୍ଲା ସ୍ତରୀୟ ରଚନା, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଲକାନଗିରି ତରଫରୁ ଏକ ଦିବସୀୟ ସଚେତନ ସଭା ସହିତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ରଚନା, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ୱ କରିଥିବା ବେଳେ…

You cannot copy content of this page