୨୫ ନକ୍ସଲଙ୍କ ପୁଲିସ ସମ୍ମୁଖରେ ଆତ୍ମସମର୍ପଣ। ମୁଣ୍ଡ ଉପରେ ଥିଲା ୩୭ ଲକ୍ଷ ପୁରସ୍କାର।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରୁ ଏକ ବଡ ଖବର ଆସୁଛି। ଏଠାରେ ଭୈରମଗଡ ଏରିଆ କମିଟି ଏବଂ ଗଙ୍ଗାଲୁର ଏରିଆ କମିଟିର ୨୫ ଇନାମୀ ନକ୍ସଲଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପିତ ସମସ୍ତ ମାଓବାଦୀଙ୍କ ମୁଣ୍ଡ ଉପରେ…
ବାଲିମେଳା ଓ କୋରୁକୋଣ୍ଡାର ବିଭିନ୍ନ ଅଞ୍ଚଳରେ ପାଳିନ ହେଲା ଜନ୍ମାଷ୍ଟମୀ ଓ ନନ୍ଦ ମହୋତ୍ସବ।
ମାଲକାନଗିରି ଜିଲ୍ଲାର ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଜନ୍ମାଷ୍ଟମୀ ଓ ନନ୍ଦ ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ବାଲିମେଳା ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସ୍କୁଲ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା…
ପଲିଟେକନିକ ଅଧ୍ୟକ୍ଷଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା।
ମାଲକାନଗିରି ଜିଲ୍ଲା ସରକାରୀ ପଲିଟେକ୍ନିକ୍ମା ଅଧ୍ୟକ୍ଷ ଜ୍ଞାନରଞ୍ଜନ ଦାସ ଗତକାଲି ଏହି ଅନୁଷ୍ଠାନରୁ ବିଦାୟ ନେଇଥିଲେ ।ସେ ତା -11.07.2024 ରେ କଟକରେ ଥିବା ଓଡିଶାର ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ ସ୍ଥାନାନ୍ତରିତ ହୋଇଥିଲେ। ଶ୍ରୀ…
ସାରା ଦେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ।
ଆଜି ସମଗ୍ର ଦେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟାମୀ ଉପଲକ୍ଷେ ଭଗବାନ କୃଷ୍ଣଙ୍କ ଜନ୍ମସ୍ଥଳୀ ମଥୁରା , ବୃନ୍ଦାବନ ସହିତ ଅହମଦାବାଦ ସ୍ଥିତ ଦ୍ୱାରକା ଏବଂ ସାରା ଦେଶରେ ଶ୍ରୀକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି। ଜନ୍ମାଷ୍ଟମୀର ଏହି ପର୍ବ ଭଗବାନ କୃଷ୍ଣଙ୍କ ଜନ୍ମଦିନ…
ପୁଲିସ ଇନଫର୍ମର ଅଭିଯୋଗରେ ନକ୍ସଲ ପ୍ରଜାକୋର୍ଟରେ ଯୁବକକୁ ହତ୍ୟା।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ଭୈରମଗଡ ଇଲୋ ଠାରେ ନକ୍ସଲମାନେ ଏକ ପ୍ରଜାକୋର୍ଟର ଆୟୋଜନ କରି ଯୁବକଙ୍କୁ କଲେ ହତ୍ୟା। ପୁଲିସ ଇନଫର୍ମର ଅଭିଯୋଗରେ ନକ୍ସଲମାନେ ଯୁବକଙ୍କୁ ହତ୍ୟା ଦଣ୍ଡରେ ଦଣ୍ଡିତ କରିଛନ୍ତି। ନକ୍ସଲ ସଂଗଠନର ଭୈରମଗଡ…
ସଂଗଠନରେ ପ୍ରମୁଖ ସଂସ୍କାର ଆବଶ୍ୟକ ; ଏସଜେଡସି ବୈଠକରେ ନକ୍ସଲଙ୍କ ସ୍ୱୀକାର।
ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ (ଏମଏମସି) ଜୋନର ସୀମାନ୍ତ ଅଞ୍ଚଳରେ ପୁଲିସ ବିରୋଧରେ ଚାଲିଥିବା ସଂଗ୍ରାମରେ ନକ୍ସଲମାନେ ସେମାନଙ୍କ ଅବସ୍ଥା ଖରାପ ବୋଲି ସ୍ୱୀକାର କରିଛନ୍ତି। ରେଡ୍ କରିଡରକୁ ମଜବୁତ କରିବା ପାଇଁ ନକ୍ସଲମାନଙ୍କ ପାଇଁ ଏମଏମସି ଜୋନ୍ ଏକ ପ୍ରମୁଖ…
ମହିଳା ମହାବିଦ୍ୟାଳୟରେ ନବାଗତ ଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା।
ମାଲକାନଗିରି ଜିଲ୍ଲା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦିତୀୟ ବାର୍ଷିକ ଛାତ୍ରୀମାନଙ୍କ ଦ୍ୱାରା ନବାଗତ +୨ ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ନବାଗତ ଛାତ୍ରୀମାନଙ୍କୁ…
ଏସି ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରିଛି ଘରୋଇ ବସ ମାଲିକ ସଙ୍ଘ।
ଅଗଷ୍ଟ ୨୭ ତାରିଖରୁ ଆଉ ମାଲକାନଗିରିକୁ ଗଡ଼ିବନି ଘରୋଇ ବସ୍ । ଏସି ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରିଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ । ଏହାର ପ୍ରତିବାଦରେ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି…
ସତ୍ୟନାରାୟଣ କଲେଜ ଛାତ୍ରଛାତ୍ରୀଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା ; ଜିଲ୍ଲାପାଳ ଓ ଏସପିଙ୍କୁ ଦେଲେ ଦାବିପତ୍ର।
ପଶ୍ଚିମବଙ୍ଗ କୋଲକାତା ଠାରେ ଆର୍.ଜି. କର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ଦୁଷ୍କର୍ମ ପରେ ଜୀବନରେ ମାରିଦେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ ପାଇଁ ସାରା ଦେଶରେ ଡାକ୍ତର ଓ ପ୍ରଶିକ୍ଷଣ ନେଉଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନେ ପ୍ରତିବାଦ…
୧୫ ବର୍ଷ ପୋଲ ଦାବି ଶୁଣିଲେନି ସରକାର ; ତିନି ଗାଁ ଲୋକ ନିର୍ମାଣ କଲେ ଅସ୍ଥାୟୀ ବାଉଁଶ ପୋଲ।
ସରକାର ନିଶ୍ଚିତ ଘୋର ଲଜ୍ଜିତ ହୋଇଥାଏ ସେତେବେଳେ , ଯେତେବେଳେ ଲୋକଙ୍କ ସମସ୍ୟା ନିଜେ ଲୋକମାନେ ସମାଧାନ କରୁଛନ୍ତି। ସ୍ବାଧିନତାର ୭୭ ବର୍ଷ ପରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଯଦି ଲୋକଙ୍କ ସମସ୍ୟା ସମାଧାନ କରି ପାରୁନାହାଁନ୍ତି ତେବେ ଏହା…