ଓର୍କେଲ ଥାନା ପକ୍ଷରୁ ସହୀଦଙ୍କ ସ୍ମୃତିଚାରଣ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ଓର୍କେଲ ଥାନା ପକ୍ଷରୁ ସହୀଦଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଗତ ଦିନରେ କର୍ତ୍ତବ୍ୟ କରୁଥିବା ବେଳେ ହୋଇଥିବା ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଉକ୍ତ ସଭାକୁ ଭାରପ୍ରାପ୍ତ ଥାନା ଅଧିକାରୀ ଅଜିତ ସିଂ…
ଜାତୀୟ ଆୟୁର୍ବେଦିକ ଦିବସ ପାଳିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ଼କ୍ରସର ଜାତୀୟ ସେବା ସଂସ୍ଥା ମିଳିତ ଆନୁକୂଲ୍ୟରେ ନବମ ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର…
ଚଳିତ ବର୍ଷ ଓଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ଭାଗ୍ୟଶ୍ରୀଙ୍କୁ ବ୍ଲକ ସମର୍ଦ୍ଧନା।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ମାଥିଲି ପଞ୍ଚାୟତ ଶୋଭାଗୃହ ଠାରେ।ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ମାଥିଲି ବ୍ଲକ ମେଣ୍ଡୁକୁଲି ଗ୍ରାମର ବିରଞ୍ଚି ମିଶ୍ରଙ୍କ ଝିଅ କୁମାରୀ ଭାଗ୍ୟଶ୍ରୀ ମିଶ୍ର ଓଡିଶା ପ୍ରଶାସନିକ ସେବା (OAS…
ଦୁର୍ନୀତି ନିବାରଣ ସପ୍ତାହ ପାଳନ ପାଇଁ ଓ୍ବାକଥନ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଏକ ଓ୍ବାକଥନ ଅୟୋଜିତ ହୋଇଯାଇଛି l ସମର ଶିକ୍ଷାର୍ଥୀ ବାହିନୀ ଆନୁକୁଲ୍ୟରେ ଆୟୋଜିତ ଏହି ଓ୍ବାକଥନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗର ଡେପୁଟି…
ମା ‘ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ଦୀପାବଳି ଉପଲକ୍ଷେ ଆଲୋକିକରଣର ଉଦଘାଟନ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ମନ୍ଦିର ଚତୁଃପାର୍ଶ୍ଵ ରେ ଥିବା ସମସ୍ତ ବ୍ୟବସାୟୀ ବନ୍ଧୁ ମାନେ ଏକତ୍ରିତ ହୋଇ ମା ‘ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ଶ୍ୟାମା…
ଦୁଇ ବିଭାଗ ଅବହେଳାରୁ ଚାଲିଗଲା ଯୁବକଙ୍କ ଜୀବନ;୧୧ କେବି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ତଥା ଓର୍କେଲ ଥାନା ଅନ୍ତର୍ଗତ ଓ୍ବାର୍ଡ ନଂ ୧ର ନୂଆସାହିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁ। ମିଳିଥିବା ସୂଚନାନୁଯାୟୀ ଓର୍କେଲ ଥାନା ଠାରୁ ମାତ୍ର ୨ ଶହ ମିଟର ଦୂରତାରେ ପୂର୍ତ୍ତ ବିଭାଗ…
ନିର୍ମାଣ ଚାଲିଛି ଜଳ ବିଶୋଧନାଗାର ; ଅମୃତ ଯୋଜନାରେ ପାନୀୟଜଳ ପାଇବେ ବାଲିମେଳା ବାସିନ୍ଦା।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଏନ ଏ ସି ରେ ଏବେ ମିଳିବ ଅମୃତ ଯୋଜନାରେ ପାନୀୟଜଳ। ଅଞ୍ଚଳରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ମାଣ ହେଉଛି ଅମୃତ ଯୋଜନା ନିର୍ମାଣ ଚାଲିଛି ଜଳ ବିଶୋଧନାଗାର ପ୍ରକଳ୍ପ। ବାଲିମେଳା ସହରରେ ପୂର୍ବରୁ…
ପରୀକ୍ଷାରେ ମାର୍କ କମ୍ ଆସିଥିବାରୁ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ।
ମାଲକାନଗିରି(କ୍ରୋନିକ ଓଡ଼ିଶା)୩ୟ ସେମିଷ୍ଟାର ପରୀକ୍ଷାରେ ମାର୍କ କମ୍ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ କଲେଜର ଶତାଧିକ ଛାତ୍ର ଛାତ୍ରୀ। ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ-୩ର ତୃତୀୟ ସେମିଷ୍ଟାର ପରୀକ୍ଷାରେ ବ୍ରହ୍ମପୁର ୟୁନିଭେରସିଟିରେ ଯାଞ୍ଚ ହୋଇଥିବା ପରୀକ୍ଷା ଖାତାରେ ମେଧାବୀ ଛାତ୍ରଛାତ୍ରୀ ମାନେ…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ରାଲି ଓ ଶପଥ ପାଠ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟରେ ଆଜି ଦିନ ୧୦ଘଟିକା ସମୟରେ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଯୋଗଦାନ କରି ଏକ ବିଶାଳ ରାଲିକୁ ଉଦ୍ଘାଟନ କରିଥିଲେ। ମହାବିଦ୍ୟାଳୟ ଜାତୀୟ…
ପୁଲିସ ଓ ଅବକାରୀ ପକ୍ଷରୁ ମିଳିତ ଚଢଉ : ମହୁଲି ପୋଚ ସହ ମଦ ଜବତ।
ବାଲିଗୁଡ଼ା(ସଞ୍ଜୟ କୁମାର ପାଣିଗ୍ରାହୀ)ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ । ୩ଶହ କେଜିରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିଥିବା ବେଳେ ୪୦ ଲିଟରରୁ ଉର୍ଦ୍ଧ୍ବ ମହୁଲି ମଦ ଜବତ କରାଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା…