୨୧ କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ।
ମାଲକାନଗିରି ଜିଲ୍ଲା ଓର୍କେଲ ପୁଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନାନୁଯାୟୀ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ମନୋହର ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ…
ଜାତୀୟ ଖେଳକୁଦ ପ୍ରତିଯୋଗିତାରେ ନବୋଦୟ ବିଦ୍ୟାଳୟ-୨ର ଦୁଇ ବିବେଚିତ ଛାତ୍ର।
ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ପି.ଏମ ଶ୍ରୀ ନବୋଦୟ ବିଦ୍ୟାଳୟ-୨ର ଦୁଇ ଛାତ୍ର ଜାତୀୟ ସ୍ତରରେ ଖେଳକୁଦ ପ୍ରତିଯୋଗିତା ନିମନ୍ତେ ବିବେଚିତ ହୋଇଛନ୍ତି। ଆନ୍ତଃରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚୀ ସହରରେ ଥିବା ବିର୍ଶା ମୁଣ୍ଡା ଷ୍ଟାଡିୟମ ଠାରେ…
କୋଲକାତା ବଳାତ୍କାର ହତ୍ୟାକୁ ବିରୋଧରେ ନକ୍ସଲ ଲଗାଇଲେ ବ୍ୟାନର ; ଦୋଷୀଙ୍କୁ ଫାସି ଦାବି।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲ୍ଲାରେ ନକ୍ସଲମାନେ ବ୍ୟାନର ଓ ପୋଷ୍ଟର ଲଗାଇ କୋଲକାତାର ଆର.ଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ପରେ ହତ୍ୟା ମାମଲାକୁ ବିରୋଧ କରି ବିଭିନ୍ନ ଅଞ୍ଚଳରେ ବ୍ୟାନର…
ଓଡ଼ିଶା ସୀମାରେ ସାର ଗାଡିରୁ ୫୦୦ କଇଁଛ ଜବତ ; ୪ ଗିରଫ।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ବନ ବିଭାଗ ଦ୍ବାରା ବୁଧବାର ଦିନ ପ୍ରାୟ ୫୦୦ କଇଁଛ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କଇଁଛ ଚୋରାଚାଲାଣ ସମ୍ପର୍କରେ ସଠିକ୍ ସୂଚନା ପାଇବା ପରେ ମୋଟୁ ବନ ବିଭାଗ ଓଡ଼ିଶା…
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ।
କୋରାପୁଟ(ଭେଙ୍କେଟେଶ ରାଓ) କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ପାଖଝଲା ଗ୍ରାମ ପଞ୍ଚାୟତ ଏମ ଦଳାଇଗୁଡ଼ା ପାଲାମ ଡଙ୍ଗର ଆମ୍ବ ତଟାରେ ଜଣ ଯୁବକଙ୍କ ଆମ୍ଭ ଗଛରେ ଗାମୁଛା ବେକରେ ଲଗାଇ ମୃତ୍ୟ୍ୟ ହାଇଥିବା ଦେଖିବାକୁ ମିଳିଛି. ଯୁବକ ଜଣକ ସେମିଲିଗୁଡା ବ୍ଲକ…
ମୋବାଇଲ ନେଟୱର୍କ ପାଇଁ କାନ୍ଦୁଛି ସ୍ବାଭିମାନ ଅଞ୍ଚଳ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ମୋବାଇଲ ନେଟୱର୍କ କରିଛି ଅଭିମାନ। ମାସ ମାସ ଧରି ରହୁନାହିଁ ମୋବାଇଲ ନେଟୱର୍କ।ସେଥିପାଇଁ ଚିତ୍ରକୋଣ୍ଡା ବ୍ଲକ ବଡପଦର ପଞ୍ଚାୟତର ବାଙ୍ଗୁରପଡା , ଅଞ୍ଜିରାଗୁଡା , ଲାମ୍ବାସିଂ , ରେକାପାଲି , କମାରଗୁଡା…
ମାଲକାନଗିରି ମହାବିଦ୍ୟାଳୟରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକ ପାଳିତ।
ମାଲକାନଗିରି ମହାବିଦ୍ୟାଳୟ ଖେଳପଡିଆ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ପ୍ରଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ…
ଶହୀଦ ଲକ୍ଷ୍ମଣ ନାୟକ ଛାତ୍ରାବାସରେ ନବାଗତ ଛାତ୍ରମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।
ମାଲକାନଗିରି ମହାବିଦ୍ୟାଳୟ ଲକ୍ଷ୍ମଣ ନାୟକ ଛାତ୍ରାବାସ ସଭା ଗୃହରେ ନବାଗତ ଅନ୍ତେବାସୀଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଯୋଗଦାନ କରି ଶୃଙ୍ଖଳିତ ଜୀବନଯାପନ କରିବା ସହିତ କଠିନ ପରିଶ୍ରମ…
ବଣ୍ଡା ଯୁବକ ମଙ୍ଗଳା ହେବେ ଡ଼ାକ୍ତର।
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟୀର ଜଣେ ଯୁବକ ଏବେ ଡ଼ାକ୍ତର ହେବେ। କଥାରେ ଅଛି ଯଦି ମନୋବଳ ଦୃଢ଼ ତେବେ ଏ ସଂସାରରେ ସବୁ ସମ୍ଭବ। କେବଳ ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଫଳରେ ଡାକ୍ତର ହୋଇ…
ଚାକିରୀ ନାଁରେ ଲକ୍ଷାଧିକ ଠକେଇ ; ବିଜେଡ଼ି ନେତାଙ୍କ ନାଁରେ ମାମଲା।
ମାଲକାନଗିରି ଜିଲ୍ଲା ମାଥିଲି ଅଂଚଳରେ ଚାକିରୀ କରାଇଦେବା ନାଁ ରେ ନିର୍ବାଚିତ ପ୍ରତିନିଧି ସହ ଜଣେ ପଦାଧିକାରୀ ଜରିଆରେ କୋଟି କୋଟି ଟଙ୍କା ଠକି ନେଇଥିବା ଜଣାପଡିଛି l ସୂଚନା ଅନୁଯାଇ ଏହି ଲିଙ୍କ ମାଲକାନଗିରି ଜିଲ୍ଲା ମାଥିଲିରୁ କେନ୍ଦ୍ରାପଡ଼ା ଲମ୍ବୀଥିବା…