କାଲିମେଳା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ। ମହାନ ଶିକ୍ଷାବିତ୍ ଦାର୍ଶନିକ ତଥା ଭାରତର ପ୍ରଥମ ଉପରାଷ୍ଟ୍ରପତି ଭାରତ ରତ୍ନ ଡ଼କ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମ ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଇ ଶିକ୍ଷକଙ୍କ ଭୂମିକାକୁ ମନେ…

ସୁଭଦ୍ରା ଯୋଜନାରେ ଆଧାର – ମୋବାଇଲ ଲିଙ୍କ ବାଧ୍ୟ ନୁହେଁ:-ଜିଲ୍ଲାପାଳ।

ମାଲକାନଗିରି(ନିରଞ୍ଜନ ମଲ୍ଲ)ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟାର ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଧାରରେ ଫୋନ୍ ନମ୍ବର ଲିଙ୍କ୍ ଜରୁରୀ ନୁହେଁ ବୋଲି ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୁଭଦ୍ରା ଫର୍ମ ଦାଖଲ…

ଗୁରୁ ଦିବସରେ ରିଚିଙ୍ଗ ହାଣ୍ଡ ସୋସାଇଟି ଦ୍ବାରା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା।

ମାଲକାନଗିରି ଜିଲ୍ଲା ସ୍ବେଚ୍ଛାସେବୀ ସଙ୍ଗଠନ ରିଚିଙ୍ଗ ହାଣ୍ଡ ସୋସାଇଟି ପରିଚାଳକ ରାଗାଲାଣ୍ଡ ରୋମୋ ପାଉଲଙ୍କ ତତ୍ତ୍ଵାବଧାନରେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ରିଚିଙ୍ଗ…

ଜିଲ୍ଲା ଟାସ୍କ ଫୋର୍ସ ଟିମର ଚଢ଼ଉ ; ଜଣେ ଶିଶୁ ଶ୍ରମିକ ଉଦ୍ଧାର।

ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ସଦର ମହକୁମାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଉପରେ ଜିଲ୍ଲା ଟାସ୍କ ଫୋର୍ସ ଦ୍ଵାରା ଚଢଉ କରାଯାଇ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହା ସହ…

ପବିତ୍ର ଗୁରୁଦିବସରେ ଜିଲ୍ଲାର ୯୩୦ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।

ପବିତ୍ର ଗୁରୁଦିବସରେ ମାଲକାନଗିରି ଜିଲ୍ଲାସ୍ତରୀୟ ଗୁରୁଦିବସ କାର୍ଯ୍ୟକ୍ରମରେ ଜିଲ୍ଲାର ୯୩୦ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅତିଥିମାନଙ୍କ ଦ୍ୱାରା ବିତରଣ କରାଯାଇଛି। ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି…

ଶାଗ ମାଛରେ ବିକ୍ରି ହେଉଛି ମାଥିଲି ପଞ୍ଚାୟତ ସ୍କ୍ରlପ l

ମାଲକାନଗିରିରେ ଦୁଇ ଦିନ ତଳେ ମାଥିଲିରୁ ଏକ ଟାଟା ପିକଅପ ଭ୍ୟାନ ନଂ ଓଡ଼ି୩୦ ୭୫୨୪ଯୋଗେ କିଛି ପୁରୁଣା ଲୁହା ପାଇପ, ବୋର ହେଡ, କନେକ୍ଟିଙ୍ଗ ରଡ଼ ମାଲକାନଗିରି ପଠାଯାଉଥିବା ବେଳେ ଏହା ବାବଦରେ ଉକ୍ତ ଗାଡି ଵାଲାକୁ ପଚାରିବାରୁ ଏହା…

ପଡିଆରେ ପୋଷଣ ମାସ ପାଳିତ ; ସ୍ଵଚ୍ଛତା , ସଠିକ ଖାଦ୍ୟ ଦୂରକରିବ ରକ୍ତହୀନତା।

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ବିଭିନ୍ନ ସ୍ଥାନରେ ପୋଷଣ ମାସ ପାଳିତ ହୋଇଯାଇଛି। ଏହି ଅବସରରେ ପଡିଆ ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ପଡିଆ ସମନ୍ଵିତ ଶିଶୁ ବିକାଶ ବିଭାଗ ଓ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି…

ବାଲିମେଳା ଏନଏସି ସ୍ତରୀୟ ଗୁରୁ ଦିବସ ପାଳିତ।

ସାରା ରାଜ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ମାସ ୫ତାରିଖ ଦିନ ପବିତ୍ର ଗୁର ଦିବସ ଓ ଭାରତର ପୂର୍ବତନ ଉପରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ ଡାକ୍ତର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇ ଆସୁଅଛି ।ଏହି ଅବସରରେ ଆଜି ମାଲକାନଗିରି ଜିଲ୍ଲା…

ପ୍ରଥମ ଉପରାଷ୍ଟ୍ରପତିଙ୍କ ଜନ୍ମ ଦିବସ ଅବସରରେ ଗୁରୁଙ୍କ ସମ୍ବର୍ଦ୍ଧନା ସଭା।

ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ସଭା ଗୃହରେ ଡ଼ଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ବହୁ ଆଡମ୍ବର ସହ ପାଳିତ ହୋଇଛି।ଏହି ଗୁରୁଦିବସକୁ ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସଭାପତିତ୍ୱ କରିଥିବା ବେଳେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ମୁଖ୍ୟ…

ବଣ୍ଡା ଡାକ୍ତରୀ ଛାତ୍ରଙ୍କୁ ମାଲକାନଗିରି ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟୀର ଜଣେ ଯୁବକ ମଙ୍ଗଳା ମୁଦୁଲି ଡାକ୍ତରୀ ପାଠ ପଢ଼ିବାକୁ ବ୍ରହ୍ମପୁର ମେଡିକାଲରେ ସ୍ଥାନ ସୁନିଶ୍ଚିତ କରି ମାଲକାନଗିରି ଜିଲ୍ଲା ତଥା ବଣ୍ଡା ସମୂହଙ୍କ ଟେକ ରଖିଛନ୍ତି।ନିଟ ପରିକ୍ଷାରେ ସଫଳତା ପାଇବା ସହ ବ୍ରହ୍ମପୁର…

You cannot copy content of this page