ଓଡିଶା ଜୀବିକା ମିଶନ କର୍ମଚାରୀଙ୍କୁ ୬ମାସ ହେବ ପାରିଶ୍ରମିକ ମିଳିନି;ମୁଖ୍ୟମନ୍ତ୍ରୀଙ୍କୁ ଗୁହରୀ।
କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)ଓଡିଶା ଜୀବିକା ମିଶନ କନ୍ଧମାଳ ଜିଲ୍ଲାର କର୍ମଚାରୀ ମାନେ ଦୀର୍ଘ ୬ମାସ ଧରି ପାରିଶ୍ରମିକ ପାଇନାହାଁନ୍ତି। ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡିଶା ଜୀବିକା…
ଦିଦାୟୀ ଜନଜାତି ୭ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଦାବିପତ୍ର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାର ସମସ୍ତ ଦିଦାୟୀ ଜନଜାତି ଆଜି କୁଡୁମୁଲୁଗୁମ୍ମା କଲ୍ୟାଣ ମଣ୍ଡପ ଠାରେ ସମ୍ମିଳିତ ହେବାସହ ଦିଦାୟୀ ଜନଜାତିର ଉନ୍ନତି ଓ ବିଭିନ୍ନ ସମସ୍ୟା ସମ୍ବଳିତ ଏକ ୭ ଦଫା ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଏହାର ତୁରନ୍ତ ସମାଧାନ…
ସୁରକ୍ଷିତ ସ୍ତରରେ ରହିଛି ଜଳସ୍ତର ; ଗିରୁପ୍ରିୟା ବିପଦମୁକ୍ତ -: ମୁଖ୍ୟ ନିର୍ମାଣ ଯନ୍ତ୍ରୀ
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୬ ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୧୫୧୪.୧୦ ରହିଥିବା ଜଣାପଡିଛି।ଜଳଭଣ୍ଡାର ଜଳସ୍ତର ବଢିବା ଫଳରେ ସ୍ୱାଭିମାନ ଅଞ୍ଚଳ ଜାନବାଇ…
ଗାନ୍ଧୀ ଜୟନ୍ତୀ ପାଳନ ନେଇ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଜିଲ୍ଲା ପ୍ରଶାସନ ପକ୍ଷରୁ ଅକ୍ଟୋବର ୨ ରେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ପାଳନ କରାଯିବ। ସେଥି ନିମନ୍ତେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଉଚ୍ଚ…
ରେଳ ବିଭାଗରେ ଚାକିରି ଦେବା ନାଁରେ ଠକେଇ; ୭ ଲକ୍ଷ ଠକେଇ।।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରେଳ ବିଭାଗରେ ଚାକିରୀ କରାଇ ଦେବା ନାମରେ ୭ ଲକ୍ଷ ଟଙ୍କା ଠେକେଇ ଅଭିଯୋଗରେ ମାଲକାନଗିରି ପୁଲିସ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୨ରେ ରହୁଥିବା ପ୍ରଜ୍ଞା ପ୍ରିୟଦର୍ଶିନୀ ନାମକ ମହିଳାଙ୍କୁ ରେଳ…
ଗୁଣି ଗାରେଡି ସନ୍ଧେହରେ ପରିବାରକୁ ଗାଁରୁ ବିଦା ; ନ୍ୟାୟ ଅପେକ୍ଷାରେ ପରିବାର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଗୁଣି ଗାରେଡ଼ିର ପ୍ରଚଳନ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏବେବି ରହିଛି। ସଚେତନତା ଅଭାବରୁ ଉଜୁଡି ଯାଉଛି ଅନେକ ଘର। ଏଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକରେ ଥିବା ସର୍ଗିଗୁଡା ଗ୍ରାମରେ ଭକ୍ତରାମ ହନ୍ତାଳ ନାମକ ବ୍ୟକ୍ତି…
ଥମୁନି ଦାଦନ ଦୁଃଖ : ଆନ୍ଧ୍ରପ୍ରଦେଶ ଦାଦନ ଖଟିବାକୁ ଯାଇ ଛାତରୁ ପଡି ମେଡ଼ିକାଲ ରେ ଶଯ୍ୟାଶାୟୀ l
ନବରଙ୍ଗପୁର(କ୍ରୋନିକ ଓଡ଼ିଶା)ପୁଣି ଜଣେ ଯୁବକ ଦାଦନ ଦୁଃଖରେ କଲବଲ। ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇ ଦୁଇ ମହଲା ଛାତ ଉପରୁ ପଡି ହାତ ଗୋଡ଼ ଏବଂ ଅଣ୍ଟା ଭାଙ୍ଗି ମେଡିକାଲରେ ପଡିରହିଛି ଜଣେ ଦାଦନ ଶ୍ରମିକ।ନବରଙ୍ଗପୁର ଜିଲ୍ଲା ଉମରକୋଟ…
ଫୁଲବାଣୀ ପୌରାଅଧ୍ଯକ୍ଷା ଦାୟିତ୍ବ ନେଲେ ଉପାଧ୍ୟକ୍ଷା ପାୟଲ ବେହେରା।
କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ରେ ଦିର୍ଘ ଦିନର ଅସ୍ଥିରତା ପରେ ପୌରଉପାଧ୍ୟକ୍ଷା ପାୟଲ ବେହେରା ଆନୁଷ୍ଠାନିକ ଭାବରେ ପୌରାଧ୍ଯକ୍ଷା ଦାୟୀତ୍ବ ଗ୍ରହଣ କରିଛନ୍ତି।ଗତ ଜୁଲାଇ ମାସ ୨୩ ତାରିଖଠାରୁ ଅନାସ୍ଥା ପ୍ରସ୍ତାବ ବୈଠକରେ ଅନାସ୍ଥା ପ୍ରସ୍ତାବ କାୟମ…
ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି ; ବିଏସଏଫ କ୍ୟାମ୍ପ ଉଠିଲେ ଗ୍ରାମବାସୀଙ୍କ ଆତ୍ମଦାହ ଚେତାବନୀ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯନ୍ତ୍ରୀ ଭଳି ଦୁର୍ଗମ ପଞ୍ଚାୟତରେ ବିଏସଏଫ କ୍ୟାମ୍ପ ଉଠିବା ପ୍ରତିବାଦରେ ଏକ ବିରାଟ ପ୍ରଜାମେଳିରେ ଏକତ୍ରିତ ହେଲେ ଯନ୍ତ୍ରୀ ପଞ୍ଚାୟତର ଚଉଦ ଖଣ୍ଡ ଗ୍ରାମବାସୀ। ଆଗକୁ ଆହୁରି ପାଞ୍ଚବର୍ଷ ବିଏସଏଫ କ୍ୟାମ୍ପ ନଉଠାଇବା…
କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ପକ୍ଷରୁ ରିଲିଫ ବଣ୍ଟନ।
କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ଅନ୍ତର୍ଗତ ଡାଙ୍ଗୁଲୁ ଗ୍ରାମ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଭାରତୀୟ ରେଡ଼କ୍ରସ ସଂସ୍ଥା ଦ୍ୱାରା ପ୍ରଦତ୍ତ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ଶତାଧିକ…