ମାଲକାନଗିରି ସଦର ମହକୁମାରେ ଗାନ୍ଧୀ ଜୟନ୍ତୀ ପାଳିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ୧୫୬ ତମ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଆଶିଷ ଈଶ୍ୱର…
କୋରୁକୋଣ୍ଡା ବ୍ଲକ ଅଧକ୍ଷଙ୍କ ବିରୁଦ୍ଧରେ ଅନସ୍ତା ପ୍ରସ୍ତାବ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧକ୍ଷ ଜିତୁ ବୁରୁଡ଼ିଙ୍କ ବିରୁଦ୍ଧରେ ପଞ୍ଚାଯତ ସମିତି ଅଧୀନରେ ଥିବା ୧୨ ସମିତି ସଭ୍ୟଙ୍କ ମଧ୍ୟରୁ ୧୦ ଜଣ ସମିତି ସଭ୍ୟ ସଭ୍ୟା ମିଶି ମାଲକାନଗିରି ଉପ ଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ପ୍ରଦାନ…
କନ୍ଧମାଳରେ ଆନ୍ତଜାର୍ତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ।
କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୪ ମହାସମାରୋହରରେ ପାଳିତ ହୋଇଯାଇଛି। ଏହି…
ଟିବି(ଯକ୍ଷ୍ମା)ହାରିବ ଦେଶ ଜିତିବ କାର୍ଯ୍ୟକ୍ରମ ଅନୁଷ୍ଠିତ।
ମାଲକାନଗିର(କ୍ରୋନିକ ଓଡ଼ିଶା)ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ତରଫରୁ ମାଲକାନଗିରି ଜିଲ୍ଲା ପୁରୁଣା ରକ୍ତ ଭଣ୍ଡାର ଠାରେ (ଯକ୍ଷ୍ମା ) ଟିବି ହାରିବ , ଦେଶ ଜିତିବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ମାଗଣାରେ…
ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତିକୁ ନେଇ ବିବାଦ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦୀର୍ଘ ଦିନର ବେରୋଜଗାର ଓ ନିଯୁକ୍ତିକୁ ନେଇ ରହିଥିବା ଅସନ୍ତୋଷ ପୁଞ୍ଜିଭୂତ ହୋଇଛି । ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ପରେ ଆଜି ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି । ଚଳିତ କନିଷ୍ଠ ଶିକ୍ଷକ ନିଯୁକ୍ତି ଏକ…
ଅସଦାଚରଣ ଓ ଆକ୍ରମଣ ମାମଲାରେ ୨ ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ ଦଣ୍ଡାଦେଶ।
କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ଅସଦାଚରଣ, ଆକ୍ରମଣ ଏବଂ ଚୋରି ମାମଲାର ବିଚାର କରି ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୭ ବର୍ଷ ଲେଖାଏ…
ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ ଓ କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କ ଯୌନ ଶୋଷଣର ପ୍ରତିକାର ଆଇନ ତାଲିମ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ବାରା ମାଲ୍ୟବନ୍ତ ଛାତ୍ରାବାସ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ କରାଯାଇଛି । ସେହିପରି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଶୋଷଣର ପ୍ରତିରୋଧ ଓ ପ୍ରତିକାର…
ଅଳଙ୍କାର କାରିଗରୀ ଓ ଗ୍ରାମୀଣ ମିସ୍ତ୍ରୀ ଦକ୍ଷତା ତାଲିମ ନେଲେ ବଣ୍ଡା ଜନଜାତି ଯୁବଗୋଷ୍ଠୀ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଆଦିମ ଜନଜାତି ବଣ୍ଡାଙ୍କ ବାସସ୍ଥଳୀ ହେଉଛି ମାଲକାନଗିରି ଜିଲ୍ଲା। ଆଦିମ ଜନଜାତିଙ୍କ ଉନ୍ନୟନ ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ରାଧାନ୍ୟତା ଦେଇ ଆସୁଛନ୍ତି। ଏହି ପରୀପ୍ରେକ୍ଷୀରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବଣ୍ଡା ଜନଜାତିଙ୍କ ଦକ୍ଷତା…
ମଦ୍ୟ ପାନ କରି ଡାକ୍ତରଙ୍କ ରୋଗୀସେବା ; ବଦଳି ଦାବି କଲେ ଗ୍ରାମବାସୀ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୋଇକୋଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଫେଲ ମାରିଛି ସରକାରଙ୍କ ନିରାମୟ ମାଗଣା ସ୍ବାସ୍ଥ୍ୟ ସେବା । ମଦ୍ୟ ପାନ କରି ରୋଗୀ ସେବା ସେବା କରୁଥିବା ଡାକ୍ତରଙ୍କ ବଦଳି ଦାବୀ କରି ମେଡିକାଲ…
ବିଭିନ୍ନ ଦାବି ନେଇ ଧାରଣାରେ ନର୍ସିଂ କର୍ମଚାରୀ।
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ନର୍ସିଂ କର୍ମଚାରୀ ମାନେ ଧାରଣାରେ ବସିଛନ୍ତି।ନିଜର ଦାବି ପୁରଣ ଲାଗି ରୋଗି ସେବା ବନ୍ଦ କରି ଆନ୍ଦୋଳନରେ ବସିଲେ ମାଲକାନଗିରି ଜିଲ୍ଲାର ସମସ୍ତ ନର୍ସିଙ୍ଗ କର୍ମଚାରି । ଜିଲ୍ଲା ସଦର…