ବର୍ଷା ପାଣିରେ ଉଛୁଳୁଛି ନାଳ ନର୍ଦ୍ଦମା : ବାଲିମେଳା ସହର ପାଲଟିଲା କୃତ୍ରିମ ହ୍ରଦ

ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଗତ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ଆଜି ବାଲିମେଳା ସହରର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସହରର ଦୈନିକ ବଜାର, ମେଡିକାଲ କଲୋନୀ, ମାଣ୍ଡି ସାହି,…

ଲଗାଣ ବର୍ଷା ରେ ଵେହାଲ କୋଟପାଡ଼ ନିର୍ବାଚନ ମଣ୍ଡଳୀ କୁନ୍ଦ୍ରା ବ୍ଲକର ୩ ଖଣ୍ଡ ପଂଚାୟତ l

କୋରାପୁଟ(ଭେଙ୍କାଟେସ ରାଓ)କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ କୁନ୍ଦ୍ରା ବ୍ଲକର ୩ ଖଣ୍ଡ ପଂଚାୟତର ଦିଗାପୂର୍, ଘୁମର ଓ ମଶୀଙ୍ଗା ପଞ୍ଚାୟତରେ ବର୍ଷାର କରାଳ ତାଣ୍ଡବ। ଲଗାଣ ବର୍ଷାରେ ୩ ପଞ୍ଚାୟତର ୧୦ ରୁ ଉର୍ଦ୍ଧ ଗ୍ରାମ ପ୍ରଭାବିତ। ପ୍ରାୟ ୫୦୦…

ବର୍ଷାରେ ଭୁଷୁଡିଲା କାନ୍ଥ, ଆହତ ପରିବାର ଡାକ୍ତରଖାନାରେ ଭର୍ତ୍ତି, ଏଯାଏଁ ପହଞ୍ଚିନି ପ୍ରଶାସନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଗତ କିଛି ଦିନର ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ, ଆହତ ଅବସ୍ଥାରେ ପରିବାର ଲୋକେ ହେଲେ ଚିକିତ୍ସାଳୟରେ ଭର୍ତ୍ତି କିନ୍ତୁ  ଏପର୍ଯ୍ୟନ୍ତ ପହଁଞ୍ଚି ପାରିଲା ନାହିଁ ସ୍ଥାନୀୟ ପ୍ରଶାସନ। ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ…

ନୂତନ ଛାତ୍ରଛାତ୍ରୀଙ୍କ ସ୍ବାଗତ ସଭା ; ଚରିତ୍ର ଗଠନ ପାଇଁ ସାମୁହିକ ଶପଥ ପାଠ।

ମାଲକାନଗିରି(ନିରଞ୍ଜନ ମଲ୍ଲ)ସ୍ଥାନୀୟ ଘଡେଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ପରିସର ଭିତରେ ପ୍ରତିଷ୍ଠାତା ଡକ୍ଟର ସୁରେଶ ଚନ୍ଦ୍ର ଘଡେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା ଯୋଗଦାନ କରି ଛାତ୍ର ଛାତ୍ରୀମାନେ ଚରିତ୍ରବାନ ହୋଇ ଦେଶରେ…

ବଡ଼ ଧରଣର ମାଓ ଡମ୍ପ ଠାବ କଲା ସଂଯୁକ୍ତ ଟିମର ଯବାନ।

ପ୍ରବଳ ବର୍ଷା ମଧ୍ୟରେ ନକ୍ସଲ ମାନଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ଗୋଗୁଣ୍ଡା-ସିମେଲର ଆଭ୍ୟନ୍ତରୀଣ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ମିଳିତ ସଫଳ ନକ୍ସଲ ବିରୋଧୀ ଅପରେସନ କରାଯାଇଥିଲା।ଘୋର ମାଓ ଅଞ୍ଚଳର ୩୦ କିମି ଦୂର ଜଙ୍ଗଲରେ ଚାଲି ଚାଲି ଯବାନ ମାନେ ଅପରେସନକୁ…

ବାଲିମେଳା-ଚିତ୍ରକୋଣ୍ଡା ରାସ୍ତା ଭାଲବ ହାଉସ ଛକରେ ଟ୍ରକ ଦୁର୍ଘଟଣା ଗ୍ରସ୍ତ।

ମାଲକାନଗିରି ଜିଲ୍ଲା ବାଲିମେଳା-ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ଘାଟି ଉପର ଭାଲବ ହାଉସ ଛକ ନିକଟରେ ଆନ୍ଧ୍ରପ୍ରଦେଶ ଆଡକୁ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଛି। ଡ୍ରାଇଭର ଅଳ୍ପ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ…

ମାଲକାନଗିରି ଜିଲ୍ଲାରେ ସୁଭଦ୍ରା ରଥର ଶୁଭାରମ୍ଭ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୁଭଦ୍ରା ରଥକୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଶୁଭାରମ୍ଭ କରିଛନ୍ତି। ଏହି ରଥ ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସେପ୍ଟେମ୍ବର ୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ରଥ…

ଦୁଇ ମାସ ପୁରିଲା କ୍ବାଟର କେବେ ଛାଡ଼ିବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ।

ମାଲକାନଗିରି(ନିରଞ୍ଜନ ମଲ୍ଲ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଏସଏସଡି ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ନିଜର ଦବଦବା ଆଜି ମଧ୍ୟ ଜାରି ରହିଥିବା ନଜରକୁ ଆସୁଛି । ଅବସର ନେବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ…

“ପ୍ରୟାସ” ଦ୍ବାରା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଓଡିଶା ଆଦିବାସୀ ବିକାଶ ସଂସ୍ଥା (OTDS) ଦ୍ୱାରା “ପ୍ରୟାସ” ଦକ୍ଷତା ବିକାଶ ତାଲିମ ୩ଦିନିଆ କାର୍ଯ୍ୟକ୍ରମରେ ବହୁଳ ଭାବେ ଆଦିବାସୀ ଯୁବକ ଯୁବତୀଙ୍କ ଅନ୍ତର୍ଭୁକ୍ତି ପାଇଁ କ୍ଷେତ୍ର ସ୍ତରୀୟ…

ପଞ୍ଚାୟତିରାଜ ଅଡିଟରଙ୍କ ଅକାଳ ବିୟୋଗ।

କଟକ(ନିରଞ୍ଜନ ମଲ୍ଲ)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକାଇ ପଞ୍ଚାୟତ ଏକରୁଖି ଗାଁର ରଞ୍ଜନ କୁମାର ସାମଲଙ୍କ ଅକାଳ ବିୟୋଗ ଘଟିଛି।ସେ ସ୍ବର୍ଗତ ଜଗବନ୍ଧୁ ସାମଲଙ୍କ ବଡ଼ ପୁଅ। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ସେ ଜଣେ ମିଷ୍ଟଭାଷୀ…

You cannot copy content of this page