ବନ୍ୟାଜଳ ଖସିଲା ଝାଡା ବାନ୍ତି ମାତିଲା, ୨ମୃତ ୧୦ରୁ ଉର୍ଦ୍ଧ ଆକ୍ରାନ୍ତ, ମେଡିକାଲ ଟିମର ସ୍ଥିତି ନିରୀକ୍ଷଣ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତିରୁ ମୁକୁଳିବା ପରେ ମାଥିଲି ବ୍ଲକ ଆଞ୍ଚଳରେ ଝାଡା ବାନ୍ତି ବ୍ୟାପିଛି। ଦୁଇ ଦିନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଗାଁରୁ ୧୦ଜଣ ଆକ୍ରାନ୍ତ ହୋଇ ହସ୍ପିଟାଲ ରେ ଚିକିତ୍ସିତ…
ସରକାରୀ ପଇସା ହଡପ କରି ଜେଲ ଗଲେ ଅଙ୍ଗନବାଡି କର୍ମୀ ଅରୁନ୍ଧତି।
କୋରାପୁଟ ଜିଲ୍ଲା( ଭେଙ୍କାଟେସ ରାଓ )ସେମିଲିଗୁଡା ବ୍ଲକ ଅଧିନରେ ଥିବା ବ୍ଲକ କଲୋନୀ ମିନି ଅଙ୍ଗନ ବାଡ଼ି କେନ୍ଦ୍ରରେ ପୁର୍ବରୁ କିଛି ବର୍ଷ ଧରି କାର୍ଯ୍ୟରତ ଥିବା ଅରୁନ୍ଧତୀ ମଲ୍ଲିକ ଏସ ଏମ ପି ଏକାଉଣ୍ଟ ରୁ ଜାଲ ଦସ୍ତକତ କରି…
ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ମାଲକାନଗିରି ଗସ୍ତ ; ବନ୍ୟା କ୍ଷୟକ୍ଷତି ସମୀକ୍ଷା।
ସାତ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରେରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାଲକାନଗିରି(କ୍ରୋନିକ ଓଡ଼ିଶା)ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ…
ଜମିରେ ସାର ପକାଇବାକୁ ଯାଇ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ସଦର ପଞ୍ଚାୟତର ହରିଶ୍ଚନ୍ଦ୍ର ମୁଦୁଲି ଙ୍କ ପୁଅ ରଘୁନାଥ ମୁଦୁଲି ସାପ କାମୁଡ଼ାରେ ମୃତ୍ୟବରଣ କରିଛନ୍ତି। ଆଜି ଦିନ ୧୨ ଟା ସମୟରେ ରଘୁନାଥ ନିଜ ଜମିରେ ସାର ପକାଇବାକୁ ଯାଇଥିବା ବେଳେ…
ହାତୀଆମ୍ବ-ଗନ୍ଧିଗୁଡା ଗ୍ରାମ ରାସ୍ତାରେ ୩ ଦିନ ଧରି ପଡିଛି ଗଛ ;ଯାତାୟାତ ସମ୍ପୂର୍ଣ୍ଣ ଠପ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ସୋମନାଥପୁର ପଞ୍ଚାୟତ ର ହାତୀଆମ୍ବ ଗ୍ରାମରୁ ନାକମାମୁଢି ପଂଚାୟତର ଗନ୍ଧିଗୁଡା ଗ୍ରାମକୁ ସଂଯୋଗ କରୁଥିବା ନୂତନ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରାସ୍ତା ଯାହା ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଉକ୍ତ ରାସ୍ତା ମଧ୍ୟରେ ଗତ…
ଜିଲ୍ଲାରେ ସୁଭଦ୍ରା ଯୋଜନା ନେଇ ହିତାଧିକାରୀଙ୍କ ଉତ୍ସାହ।
ଜିଲ୍ଲାର ସମସ୍ତ ମୋ ସେବା କେନ୍ଦ୍ର ଏବଂ ଜନ ସେବା କେନ୍ଦ୍ରରେ ସୁରୁଖୁରୁରେ ବହୁ ସଂଖ୍ୟାରେ ପଞ୍ଜିକରଣ କାର୍ଯ୍ୟ ଚାଲୁଅଛି। ମାଲକାନଗିରି(କ୍ରୋନିକ ଓଡ଼ିଶା)ଜିଲ୍ଲାରେ ସୁଭଦ୍ରା ଯୋଜନା ନେଇ ହିତାଧିକାରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି।ଜିଲ୍ଲାର ସମସ୍ତ ମୋ ସେବା…
ଯୁବ ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନଙ୍କ ଆତ୍ମହତ୍ୟା, ଫୁଲବାଣୀ ଟାଉନ ପୁଲିସର ତଦନ୍ତ ଆରମ୍ଭ।
କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଜଣାଶୁଣା ଯୁବ ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନ ଆତ୍ମହତ୍ୟା କରିଛନ୍ତି। ସକାଳେ ଫୁଲବାଣୀ ଟାଉନ ପୁଲିସ ସ୍ଥାନୀୟ ଅମଲାପଡା ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛି। ସକାଳେ ପରିବାର…
ବାଲିମେଳା ଜଳଭଣ୍ଡାରର ଖୋଲିଲା ଦୁଇ ଗେଟ : ନିଷ୍କାସିତ ହେଲା ବନ୍ୟାଜଳ।
ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲାରେ ବିଗତ କିଛି ଦିନର ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବହୁ ଧନ ଜୀବନ ନଷ୍ଟ ହେବା ସହ ଜଳଭଣ୍ଡାରରେ ବନ୍ୟା ବୃଦ୍ଧି ପାଇଥିଲା। ଫଳରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଥିବା…
ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତଙ୍କ ମାଲକାନଗିରି ଗସ୍ତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତ ରୂପା ରୋଶନ ସାହୁ ମାଲକାନଗିରି ଜିଲ୍ଲା ଗସ୍ତ କରି ଲଗାଣ ବର୍ଷା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀମତି ସାହୁ ଏମ୍ ଭି ୭ ଓ ଏମ୍ ଭି ୧୯ ସ୍ଥିତ ଅଙ୍ଗନୱାଡି…
ତିନି ଦୁର୍ବୁତ୍ତ ବାଇକରେ ଆସି ଯୁବକଙ୍କ ଠାରୁ ଛଡ଼ାଇ ନେଲେ ଦୁଇଟି ମୋବାଇଲ୍
ବାଲିଗୁଡ଼ା(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ସମେତ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ୍, ଡକାୟତି,ଚୋରି ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ପୁଣି ଏକ ଲୁଟ୍ ଘଟଣା…