ନକ୍ସଲ ସଂଗଠନକୁ ବଡ ଝଟକା ; ୨୦ ଲକ୍ଷ ଇନାମୀ ନକ୍ସଲ ଛାଡ଼ିଲା ଅସ୍ତ୍ର , ଛାଡିଲା ମାଓ ଆଦର୍ଶ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବସ୍ତର ସଂଭାଗରେ ନକ୍ସଲ ସଂଗଠନ ଏବଂ ବରିଷ୍ଠ ନକ୍ସଲ ନେତାମାନଙ୍କୁ ଏକ ଶକ୍ତିଶାଳୀ ଝଟକା। ନକ୍ସଲ ବିରୋଧୀ ଅପରେସନ୍ ଅଧୀନରେ ଦନ୍ତେୱାଡା ପୁଲିସକୁ ଏକ ବଡ଼ ସଫଳତା ହାସଲ ହୋଇଛି।ଏକା ସହିତ ଚାରିଜଣ…
ପାଲ ତଳ ଜର୍ଜରିତ ଛାତ ତଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢା।
ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ପଣସପୁଟ ଏସ ଏସ ଡି ହାଇସ୍କୁଲରେ ବିପଦ ସଙ୍କୁଳ ବିଦ୍ୟାଳୟ ଗୃହରେ ଚାଲିଛି କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢା। କେନ୍ଦ୍ର ତଥା ରାଜ୍ୟରେ ଶିକ୍ଷାର ବିକାଶ ନିମନ୍ତେ…
ସମାରି ହଞ୍ଜରିଆ ଏବଂ ନମ୍ରିତା ଇଡିଙ୍ଗଙ୍କୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଶୁଭେଚ୍ଛା।
କୋରାପୁଟ(ଭେଙ୍କାଟେସ ରାଓ)କୋରାପୁଟ ଜିଲ୍ଲା ଭଳି ଦୁର୍ଗମ ଅଞ୍ଚଳ ଏବଂ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦୁଇ ଆଦିବାସୀ ଖେଳାଳି ନିଜ ନିଷ୍ଠାପର ସାଧନା ବଳରେ ସଫଳତା ହାସଲ କରିଛନ୍ତି। କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଚାରାଙ୍ଗୁଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହଞ୍ଜରଗୁଡା ଗ୍ରାମର…
ରାଜ୍ୟ ସରକାରଙ୍କ ଶହେ ଦିନର ସଫଳତାକୁ ନେଇ ବାଇକ ଶୋଭାଯାତ୍ରା।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ସାରା ରାଜ୍ୟରେ ମୋହନ ସରକାରଙ୍କ ପକ୍ଷରୁ ତିନିଦିନ ଧରି ବିକାଶ ମେଳା ତଥା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ଥିବା ବେଳେ ରବିବାର ବାଲିଗୁଡା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିରାଟ ବାଇକ…
କୁମ୍ଭାରୀଗାଁ ପଞ୍ଚାୟତ ରାସ୍ତା ପାଲଟିଛି ମରଣଯନ୍ତା
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥିବା ବେଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ସେଥି ମଧ୍ୟରୁ କୁମ୍ଭାରୀଗାଁ ପଞ୍ଚାୟତ ଅନ୍ୟତମ। ଏଠାରେ ପଞ୍ଚାୟତ କାର୍ଯ୍ୟାଳୟକୁ…
କଲିକତାରେ ବଙ୍ଗ ଗୌରବରେ ସଂମ୍ମାନୀତ ହେଲେ ନଳିନୀ।
କୋରାପୁଟ(ଭେଙ୍କେଟେସ ରାଓ)କୋରାପୁଟ ଜିଲ୍ଲା ଜୟପୁର ସହରରେ ଆଇନଜୀବୀ ଭାବେ କାର୍ଯ୍ୟରତ ନଳିନୀ ରଥ ତାଙ୍କ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଲିକତା ଠାରେ ବଙ୍ଗ ଗୌରବରେ ସଂମ୍ମାନୀତ ହୋଇଛନ୍ତି। ସୂଚନା ଥାଉକି ପୂର୍ବରୁ ସେ ଅନେକ ସମାଜସେବା ସହ…
ଗାନ୍ଧୀ ଜୟନ୍ତୀରେ ପଦଯାତ୍ରା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାନ୍ୟବର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ଡାବୁଗାଁ ତଥା ରାଜ୍ୟ କୋର୍ କମ୍ମିଟି ସଦସ୍ୟ…
ନଦୀ ପାର୍ ବେଳେ ପ୍ରଖର ସ୍ରୋତରେ ଭାସି ବୃଦ୍ଧଙ୍କ ମୃତ୍ୟୁ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ପୁରେଶ୍ୱର ମାଝି(୬୫)।ମିଳିଥିବା ସୂଚନାନୁଯାୟୀ, କାଣ୍ଡାମ…
ଗଦାପୁରରେ ୫ ଦିନ ହେଲା ବିଏସଏନଏଲ ନେଟୱାର୍କ ଠପ : ପାଇପ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ବିଏସଏନଏଲ ନେଟୱାର୍କ ଅଚଳ ହୋଇପଡିଛି । ଉକ୍ତ ଅଞ୍ଚଳରେ ଏକ ମାତ୍ର ସାହା ଭରସା ବିଏସଏନଏଲ ନେଟୱାର୍କ ଅଚଳ ହୋଇଥିଲେ…
ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ସଦର ମହକୁମାସ୍ଥିତ ଡି ଏନ୍ କେ ଖେଳ ପଡ଼ିଆରେ ସୂଚନା- ଶିକ୍ଷା – ସଞ୍ଚାର କାର୍ଯ୍ୟକ୍ରମ ଓ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ…