ପୁନର୍ବାସ ନୀତି ଲାଭ ଆଶାରେ ଆତ୍ମସମର୍ପଣ ପାଇଁ ଆସିଲେ ତିନି ଯୁବକ ; ଗିରଫ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ତିନି ଯୁବକ ବାଲୋଦ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଆସିଥିଲେ। ଯାହା ଫଳରେ ପୁଲିସ ବିଭାଗରେ ହଡବଡ ଖେଳି ଯାଇଥିଲା। ଯେବେ ପୁଲିସ ଯାଞ୍ଚ କଲା ତେବେ ଆଶ୍ଚର୍ଯ୍ୟଜନକ ପର୍ଦ୍ଦାଫାଶ ହେଲା।ନକଲି ନକ୍ସଲ ସାଜି ଯୁବକମାନେ ଆତ୍ମସମର୍ପଣ ଯୋଜନା…
ବିଶ୍ୱ ପର୍ଯ୍ୟଟନ ଦିବସରେ ଶହ ଶହ ପ୍ଲାଷ୍ଟିକ ଓ କାଚ ବୋତଲ : ଚିନ୍ତାରେ ପରିବେଶବିତ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଏଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଠାରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଛି। ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ସମେତ ବସ୍ଷ୍ଟାଣ୍ଡ ଆଦି ଅଞ୍ଚଳକୁ…
ଦିଦାୟୀ ଜନଜାତି ୭ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଦାବିପତ୍ର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାର ସମସ୍ତ ଦିଦାୟୀ ଜନଜାତି ଆଜି କୁଡୁମୁଲୁଗୁମ୍ମା କଲ୍ୟାଣ ମଣ୍ଡପ ଠାରେ ସମ୍ମିଳିତ ହେବାସହ ଦିଦାୟୀ ଜନଜାତିର ଉନ୍ନତି ଓ ବିଭିନ୍ନ ସମସ୍ୟା ସମ୍ବଳିତ ଏକ ୭ ଦଫା ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଏହାର ତୁରନ୍ତ ସମାଧାନ…
ସୁରକ୍ଷିତ ସ୍ତରରେ ରହିଛି ଜଳସ୍ତର ; ଗିରୁପ୍ରିୟା ବିପଦମୁକ୍ତ -: ମୁଖ୍ୟ ନିର୍ମାଣ ଯନ୍ତ୍ରୀ
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୬ ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୧୫୧୪.୧୦ ରହିଥିବା ଜଣାପଡିଛି।ଜଳଭଣ୍ଡାର ଜଳସ୍ତର ବଢିବା ଫଳରେ ସ୍ୱାଭିମାନ ଅଞ୍ଚଳ ଜାନବାଇ…
ସାହି ବାସିନ୍ଦାଙ୍କ ଉଚିତ ପଦକ୍ଷେପ ପାଇଁ ସୁନ୍ଦରୀ ପାଇଲା ନୂଆ ଜୀବନ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରର ସାଇବାବା ଲାଇନରେ ବହୁତ ଦିନରୁ ବୁଲା କୁକୁର ବହୁତ ଦିନରୁ ରହି ଆସୁଥିଲା। ଯେଉଁଠି ଯେତେବେଳେ ଯାହା ମିଳିଲେ ଖାଇ ରହୁଥିଲା।ବୁଲା କୁକୁର ହୋଇଥିଲେ ମଧ୍ୟ ଅତି ଶାନ୍ତ ସ୍ବାଭାବର ଯୋଗୁଁ ସାହିର ଛୋଟ…
ବାଲିମେଳା ଏନଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା ସାଇକେଲ ରାଲିରେ ବାର୍ତ୍ତା।
ମାଲକାନଗିରି(କ୍ରୋନିକ ଓଡ଼ିଶା)ସ୍ୱଚ୍ଛତା ହିଁ ସେବା ଆଦର୍ଶକୁ ମୂଳ ଲକ୍ଷ ରଖି ସାଇକେଲ ଶୋଭାଯାତ୍ରାରେ ବାର୍ତ୍ତା ପ୍ରଦାନ କଲେ ବାଲିମେଳା ଏନଏସି କର୍ମକର୍ତ୍ତା। ସ୍ବଚ୍ଛତା ହିଁ ସେବା ସାଇକେଲ ଶୋଭାଯାତ୍ରାକୁ ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ…
କ୍ଷତିପୂରଣ ଅପେକ୍ଷାରେ ସ୍ବାଭିମାନ ଅଞ୍ଚଳ ଚାଷୀ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ବିଗତ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ଧରି ଲଗାଣ ବର୍ଷା ଲାଗିରହିଛି। ଫଳରେ ଜିଲ୍ଲାର ଶହ ଶହ ହେକ୍ଟର ଚାଷଜମି କେଉଁଠି ବାଲିଚରୀ ଯାଇଛି ତ ଆଉ କେଉଁଠି ମାଟି ପଥର ବୋହି ଆସି ଧୋଇ ନେଇଛି…
କ.ନୂଆଗାଁ ପୁଲିସ ପକ୍ଷରୁ ପାଞ୍ଚ ଜଣ ୱାରେଣ୍ଟିଙ୍କୁ କୋର୍ଟ ଚାଲାଣ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୋଲିସ ପକ୍ଷରୁ ଆଗାମୀ ଦୂର୍ଗାପୂଜା ପାର୍ବଣକୁ ଲକ୍ଷ୍ୟ ରଖି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ପାଞ୍ଚ ଜଣ ଓ୍ବାରେଣ୍ଟିଙ୍କୁ ଗିରଫ କରି କ.ନୂଆଗାଁ ପୋଲିସ କୋର୍ଟକୁ…
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଖମନଖୋଲ ପଞ୍ଚାୟତ ପୁରୁଭଟ୍ଟା କ୍ଲଷ୍ଟରର ରାଇପଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର…
ଲଗାଣ ବର୍ଷାରେ ଭାସିଲା ସଡ଼କ ; ଲୋକେ ହନ୍ତସନ୍ତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଏକ ପାହାଡ଼ ଜଙ୍ଗଲ ଘେରା ଉପାନ୍ତ ଜିଲ୍ଲା। ବିଗତ ଦୁଇ ମାସ ହେବ ଜିଲ୍ଲାରେ ପ୍ରତିଦିନ ଲଗାତାର ବର୍ଷା ଲାଗି ରହିଥିବା ବେଳେ ସହର ଠାରୁ ଗାଁ ପର୍ଯ୍ୟନ୍ତ ସମସ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିରେ…