ନକ୍ସଲ ସଂଗଠନରେ ବିଦ୍ରୋହ ; ସାଥି ନକ୍ସଲ କ୍ୟାଡ଼ରକୁ ହତ୍ୟା।
ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟରେ ପୁଲିସର ସଫଳତା ଦେଖି ବିଚଳିତ ଏବେ ପ୍ରତିବନ୍ଧିତ ମାଓ ସଂଗଠନ। ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ମାଓବାଦୀ ସଂଗଠନରେ ଆଭ୍ୟନ୍ତରୀଣ ବିଦ୍ରୋହର ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳୁଛି। ଏ ସମ୍ବନ୍ଧରେ ପୁଲିସ ଏକ ପ୍ରେସ…
ପୁଲିସ ସନ୍ଦିଗ୍ଧ ମାଓବାଦୀଙ୍କୁ ଗିରଫ ; ବିସ୍ଫୋରକ ସାମଗ୍ରୀ ଜବତ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅପରେସନରେ ଡିଆରଜି, ବାସାଗୁଡା ଥାନା ପୁଲିସ, କୋବ୍ରା ୨୧୦ , ସିଆରପିଏଫ୍ ୧୬୮ ମିଳିତ ଟିମ ସାର୍କେଗୁଡାର ପେଗଡାପାଲି ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସୂଚନା ପାଇ ନକ୍ସଲ…
ବିସ୍ଫୋଟକ ସାମଗ୍ରୀ ସହ ଦୁଇ ହାର୍ଡକୋର ନକ୍ସଲ ଗିରଫ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାର ଜାଗରଗୁଣ୍ଡା ଥାନା ପୁଲିସ ବିସ୍ଫୋରକ ସାମଗ୍ରୀ ସହ ଦୁଇ ନକ୍ସଲଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଜଣେ ଆରପିସି ସିଏନ୍ଏମ୍ କମାଣ୍ଡର ନକ୍ସଲଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର…
ବସ୍ତର ଇତିହାସରେ ପ୍ରଥମ.. ଆନ୍ଧ୍ର ଟପ ନକ୍ସଲ ଲିଡର ନିପାତ।
୨୫ ଲକ୍ଷ ଇନାମୀ ଆନ୍ଧ୍ର ମୂଲକର ନକ୍ସଲ କମାଣ୍ଡର ରଣନ୍ଧୀର ପୁଲିସ ଗୁଳିରେ ନିହତ। ମୋଟ ୫୯ ଲକ୍ଷ ଇନାମୀ ୯ ନକ୍ସଲ ନିହତ। ପ୍ରାଣ ହରାଇଥିବା କମାଣ୍ଡର କେବଳ ଆନ୍ଧ୍ରପ୍ରଦେଶ ମୂଳ ବାସିନ୍ଦା ନୁହଁନ୍ତି, ସେ SKZSC ସଦସ୍ୟ ଏବଂ…
ପୁଲିସ୍ ନକ୍ସଲ ଏନକାଉଣ୍ଟର: ଗ୍ରେହାଉଣ୍ଡ୍ ଦ୍ବାରା ୬ ନକ୍ସଲ ନିହତ ; ୨ ଯବାନ ଆହତ।
ଛତିଶଗଡରୁ ତେଲେଙ୍ଗାନାକୁ ପଳାୟନ କରୁଥିବା ନକ୍ସଲମାନଙ୍କ ସହ ପୁଲିସର ମୁହାଁମୁହିଁ ଗୁଳି ବିନିମୟ ହୋଇଛି।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପଡୋଶୀ ତେଲେଙ୍ଗାନା ଭଦ୍ରାଦ୍ରିକୋଥାଗୁଡାମ ଜିଲ୍ଲା ଏବଂ କରକାଗୁଦାମ ଏବଂ ମୁଲଗୁ ଜିଲ୍ଲାର ପିନପାକା ବ୍ଲକ ଅନ୍ତର୍ଗତ ଜାନ୍ଦାଗୁଟା ଜଙ୍ଗଲରେ ଗ୍ରେହାଉଣ୍ଡ ଫୋର୍ସ…
ଗୁଳି ବିନିମୟରେ ୯ ବର୍ଦିଧାରୀ ନକ୍ସଲ ମୃତ : ବିପୁଳ ଅସ୍ତ୍ରଶସ୍ତ୍ର ଜବତ ସର୍ଚ୍ଚ ଅପରେସନ ଜାରି।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ତେୱାଡାରେ ପୁଣି ଥରେ ପୁଲିସକୁ ବଡ଼ ସଫଳତା। ପୁଲିସ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ୯ ନକ୍ସଲଙ୍କୁ ନିପାତ କଲେ ଯବାନ। ଏସଏଲଆର / ୩୦୩ ରାଇଫଲ / ୩୧୫ ବୋର ରାଇଫଲ ଅସ୍ତ୍ର…
ଉଛୁଳା ନଦୀରେ ଜୀବନକୁ ବାଜି ଲଗାଇ ମହିଳାଙ୍କୁ ଡାକ୍ତରଖାନା ନେଲେ ଗାଁ ଯୁବକ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ଉସୁର ବ୍ଲକ ଅନ୍ତର୍ଗତ ମାରୁଡବାକା ଗାଁର ଯୋଗୀ ପୋଡିୟାମି ନାମକ ଜଣେ ମହିଳା ବିଷାକ୍ତ ପଦାର୍ଥ ଖାଇବା ଫଳରେ ସେ ଝାଡ଼ା ବାନ୍ତି ହୋଇ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ।ମହିଳାଙ୍କ ସ୍ବାସ୍ଥ୍ୟ…
ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀଙ୍କ ଉନ୍ମତ୍ତକାଣ୍ଡ। ସାଧାରଣ ନାଗରିକଙ୍କ ସହ 70 ରୁ ଅଧିକ ସୈନିକଙ୍କୁ ହତ୍ୟା।
ପାକିସ୍ଥାନର ବାଲୁଚିସ୍ତାନରୁ କ୍ରମାଗତ ଭାବରେ ଦୁଃଖଦ ଖବର ଆସୁଛି।ରବିବାର ରାତିରୁ ସମଗ୍ର ପ୍ରଦେଶରେ ଆତଙ୍କବାଦୀ ଆକ୍ରମଣରେ ସାଧାରଣ ନାଗରିକଙ୍କ ସହ ୭୦ ରୁ ଅଧିକ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ମୁସାଖାଇଲରେ ୨୩ ଜଣ ଯାତ୍ରୀଙ୍କ ହତ୍ୟା ଠାରୁ ଆରମ୍ଭ କରି ଆତଙ୍କବାଦୀମାନେ…