ସୁକୁମା କର୍କନଗୁଡାରେ ପୁଲିସ ନକ୍ସଲ ଗୁଳି ବିନିମୟ:ନକ୍ସଲ ଫେରାର ; ଯବାନ ସୁରକ୍ଷିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ପୁଣି ଥରେ ସୁରକ୍ଷା ବାହିନୀ ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ ଚାଲିଛି। ଏହି ଅଞ୍ଚଳରେ ବହୁ ସଂଖ୍ୟକ ନକ୍ସଲଙ୍କ ଉପସ୍ଥିତିର ଖବର ପାଇବା…

ଛତିଶଗଡ ମହାରାଷ୍ଟ୍ର ସୀମାରେ ପୁଲିସ ନକ୍ସଲ ଗୁଳି ବିନିମୟ : ତିନି ନକ୍ସଲ ନିପାତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଛତିଶଗଡ ନାରାୟଣପୁର ଜିଲ୍ଲା ଏବଂ ମହାରାଷ୍ଟ୍ରର ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ତୀବ୍ର ମୁକାବିଲା ହେବାର ଖବର ଆସୁଛି। ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ତିନିଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂତ୍ରରୁ ପ୍ରକାଶ। ଗତ ଦୁଇ ଘଣ୍ଟା ଧରି…

ଜଳପ୍ରପାତରେ ଭାସି ୨ ଡାକ୍ତରୀ ଛାତ୍ରୀ ମୃତ ; ଜଣେ ନିଖୋଜ।

ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର ଏକ ଜଳ ପ୍ରପାତରେ ବୁଡି ୨ ଜଣ ଡାକ୍ତରୀ ଛାତ୍ରି ମୃତ ଓ ଜଣେ ଡାକ୍ତରୀ ଛାତ୍ର ନିଖୋଜ। ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ପ୍ରାୟ ୪୦ କିମି ଦୂରରେ ଥିବା…

୧୧ ଲକ୍ଷ ଇନାମୀ ୩ ନକ୍ସଲଙ୍କ ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନ ଅଧୀନରେ ଛତିଶଗଡ ସରକାରଙ୍କ ଆତ୍ମସମର୍ପଣ ଏବଂ ଥଇଥାନ ନୀତିର ଫଳାଫଳ ତଥା ଛତିଶଗଡ ସରକାରଙ୍କ ଦ୍ୱାରା ପରିଚାଳିତ ନିୟାଦ ନେଲା ନାର ଯୋଜନା ଏବଂ…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଦିଲ୍ଲୀର ଜନ୍ତର ମନ୍ତରରେ ମାଓବାଦୀ ହିଂସା ପୀଡ଼ିତଙ୍କ ବିକ୍ଷୋଭ ପ୍ରଦର୍ଶନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇଙ୍କ ଉତ୍ସାହ ଏବଂ ସହଯୋଗରେ ବସ୍ତରରେ ମାଓବାଦୀଙ୍କ ହିଂସା ଦ୍ୱାରା ପ୍ରଭାବିତ ହୋଇଥିବା ପ୍ରାୟ ୫୫ ନାଗରିକ ଆଜି “କେନ୍ଜା ନକ୍ସଲି-ମନୱା ମାତା” (ନକ୍ସଲ ଶୁଣନ୍ତୁ ଆମ ନିବେଦନ)…

ପୁଲିସ୍-ନକ୍ସଲ ଏନକାଉଣ୍ଟର: ୧ ସନ୍ଦିଗ୍ଧ ମାଓବାଦୀ ନିପାତ ; ନକ୍ସଲ ସାମଗ୍ରୀ ଜବତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାରେ ଜଣେ ସନ୍ଦିଗ୍ଧ ମାଓବାଦୀଙ୍କୁ ନିପାତ କରିଛି ପୁଲିସ। ଏହି ମୁକାବିଲା ଚିନ୍ତାଗୁଫା ଥାନା ଅନ୍ତର୍ଗତ ଜଙ୍ଗଲ-ପାହାଡ ଘେରା ତୁମାଲପାଡ ଅଞ୍ଚଳରେ ଘଟିଛି। ଜଙ୍ଗଲରେ ପୁଲିସକୁ ଦେଖି ନକ୍ସଲମାନେ ଗୁଳି ଚଳାଇବା…

ଯବାନଙ୍କୁ କ୍ଷତି ପହଁଞ୍ଚାଇବା ପାଇଁ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ନକ୍ସଲ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦନ୍ତେୱାଡା ଜିଲ୍ଲାରେ ନକ୍ସଲ ବିଲୋପ ଅଭିଯାନ ଚାଲିଛି। ଏମିତିରେ କିରନ୍ଦୁଲ ଥାନା ଅନ୍ତର୍ଗତ ସିଆଇଏସଏଫ୍ ଯବାନ ପାଟ୍ରୋଲିଂ ଟିମକୁ ଲୋହଗାଓଁ ଯିବା ରାସ୍ତାରେ ପୋତି ହୋଇ ରହିଥିବା ବିଦ୍ୟୁତ ତାର ଦେଖିବା ପରେ…

କୁଏମାରି ଏଲଓଏସ କମାଣ୍ଡର ସମେତ ଚାରି ଇନାମୀ ନକ୍ସଲଙ୍କ ଆତ୍ମସମର୍ପଣ; ୧୨ ଲକ୍ଷ ପୁରସ୍କାର ଘୋଷଣା ଥିଲା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର କାଙ୍କେର ଜିଲ୍ଲାରେ ସକ୍ରିୟ ଥିବା ଚାରି ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପିତଙ୍କ ମୁଣ୍ଡରେ ସରକାର ୧୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଡିଆଇଜି ବିଏସଏଫ ହରିନ୍ଦର ପାଲ…

ମାନବିକତାର ଉଦାହରଣ ସୃଷ୍ଟି କଲେ ଯବାନ: ଅସୁସ୍ଥ ମହିଳାଙ୍କୁ କାନ୍ଧେଇ ୩ କିମି ଚାଲିଲେ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାର ନକ୍ସଲଗଡରେ ନକ୍ସଲ ମୁକାବିଲାରେ ନିୟୋଜିତ ସୁରକ୍ଷା ବାହିନୀ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସିଆରପିଏଫ୍ ୫୦ ବାଟାଲିୟନର ଯବାନମାନେ ପେଣ୍ଟାପାଡର ଅସୁସ୍ଥ ଆଦିବାସୀ ମହିଳାଙ୍କୁ ଭଭାରରେ କାନ୍ଧେଇ ନେଇ…

ପ୍ରଜାକୋର୍ଟରେ ଦୁଇ ଆଦିବାସୀଙ୍କୁ ଫାସି ; ଜଣେ ଛାତ୍ରଙ୍କୁ କଲେ ମୁକ୍ତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାର ନକ୍ସଲ ଆତଙ୍କରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ପୁଲିସ ଇନଫର୍ମର ଅଭିଯୋଗରେ ମାଓବାଦୀ ମାନେ ଦୁଇ ଗ୍ରାମବାସୀଙ୍କୁ ପ୍ରଜାକୋର୍ଟରେ ଫାଶୀ ଦେଇଛନ୍ତି। ଏଥିସହିତ ସେମାନେ ଜଣେ ଛାତ୍ରଙ୍କୁ ମୁକ୍ତ…

You cannot copy content of this page