ବାଲିମେଳା ପୋଟେରୁ କେନାଲ ବିଭାଜନ ସ୍ତରୀୟ ପାଣି ପଞ୍ଚାଯତ ପକ୍ଷ ପାଳିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ସହର ସ୍ଥିତ ପୋଟେରୁ ଜଳସେଚନ ବିଭାଗ ପକ୍ଷରୁ ଡିଭିଜନ ସ୍ତରୀୟ ପାଣି ପଞ୍ଚାଯତ ପକ୍ଷ ପାଳିତ ହୋଇଯାଇଛି। ପ୍ରଥମେ ମଞ୍ଚରେ ଉପସ୍ଥିତ ଥିବା ଅତିଥିଙ୍କ ଦ୍ବାରା ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…
ପୋଟେରୁ କେନାଲ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ପୋଟେରୁ କେନାଲ ବିଭାଜନ ଏମଭି ୭୯ କାର୍ଯ୍ୟାଳୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ ହୋଇଯାଇଛି। ପୋଟେରୁ କେନାଲ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ସନୋଜ କୁମାର ସାହୁ ଏହି ସଭାରେ ସଭାପତିତ୍ଵ କରିଥିଲେ।…
ସାପ କାମୁଡ଼ାରେ ଶିଶୁ ପୁତ୍ରର ମୃତ୍ୟ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ଆଜି ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ବାଲିମେଳା ସହର ୯ ନଂ ୱାର୍ଡ ରାଣୀ ସାହିର ବିଶ୍ୱନାଥ ମହାନ୍ତିଙ୍କ ପୁଅ ଲିପୁନ ମହାନ୍ତି(୭)ଙ୍କର ଆଜି ଭୋର ୩ ଟା ସମୟରେ ସାପ କାମୁଡ଼ାରେ…
ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ସୁଭଦ୍ରା ଯୋଜନା ମାଧ୍ୟମରେ ସ୍ବାବଲମ୍ବୀ ହୋଇପାରିଛନ୍ତି ଅନେକ ବଣ୍ଡା ମହିଳା: ଉପ ମୁଖ୍ୟମନ୍ତ୍ରୀ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଜିଲ୍ଲାର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ଏକ ରାଜ୍ୟ ସ୍ତରୀୟ ସ୍ବତନ୍ତ୍ର ଟିମ୍ ମାଲକାନଗିରି ଗସ୍ତ କରିବେ ବୋଲି ଦୁଇ ଦିନିଆ ଜିଲ୍ଲା ଗସ୍ତ ଅବସରରେ ଆୟୋଜିତ ସମୀକ୍ଷା ବୈଠକରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଏହି…
ବଣ୍ଡା ରମଣୀ ବେଶଭୂଷାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା : ଆବାସ ପାଇଁ ବଣ୍ଡାଙ୍କୁ ୫୦ ହଜାର ଅଧିକ ଅନୁଦାନ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା , ବଡଡୁରାଲ , ଅଣ୍ଡରାହାଲ , ମାଡକାପଦର ଭଳି ସମୁଦ୍ର ପତନ ଠାରୁ ୫ ଫୁଟ ଉଚ୍ଚରେ ଅବସ୍ଥିତ ଦୁର୍ଗମ ବଣ୍ଡା ଅଞ୍ଚଳରେ ବସୁନ୍ଧରା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଭୂମିହୀନ…
ପରିବେଶ , ଜଙ୍ଗଲ ଏବଂ ପାଣି ନଷ୍ଟ ବିନା ବିଜୁଳି ଉତ୍ପାଦନ ସହ ରୋଜଗାର – ଉପ ମୁଖ୍ୟମନ୍ତ୍ରୀ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଜଳ ବିଦ୍ୟୁତ ନିଗମ ଦ୍ବାରା ଏକ ନୂତନ ପମ୍ପ ଷ୍ଟୋରେଜ ପ୍ରୋଜେକ୍ଟ ମାଧ୍ୟମରେ ୬ ଶହ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ବୈଠକରେ ଯୋଗ ଦେଲେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ।…
ନିଆଁରେ ପୋଡିଗଲା ବହୁ ମୂଲ୍ୟବାନ ଆସବାବପତ୍ର : କାରଣ ଅସ୍ପଷ୍ଟ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରର ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।ସାହି ବାସିନ୍ଦା ପୂର୍ଣଚନ୍ଦ୍ର ନାୟକଙ୍କ ଘରେ ଭଡାରେ ରହୁଥିବା ହିମାଂଶୁ ଶେଖର ସାହୁଙ୍କ ଘରେ ଆଜି ଅପରାହ୍ନ ପ୍ରାୟ ୨ଟା ୩୦ମିନିଟରେ…
ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଛାତ୍ରାବାସର ଉଦଘାଟନ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ବାଲିମେଳା ଗୋପବନ୍ଧୁ ଛକ ନିକଟରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି…
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ; ରେଳ , ସିମେଣ୍ଟ କାରଖାନା ନିର୍ମାଣ ସହ ବିକଶିତ ହେବ ମାଲକାନଗିରି।
ମାଲକାନଗିରି(କ୍ରୋନିକ ଓଡ଼ିଶ)ମାଲକାନଗିରି ଜିଲ୍ଲା ଗସ୍ତ ର ଦ୍ୱିତୀୟ ଦିନ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ବିଭିନ୍ନ ବିଭାଗରେ କିଭଳି କାର୍ଯ୍ୟ ଚାଲିଛି ଏବଂ ଜିଲ୍ଲାର ବିକାଶକୁ ନେଇ କ୍ରିୟାଶୀଳ ହେବା ପାଇଁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ…
ବିନା ଅନୁମତିରେ କେବୁଲ ବିଛାଇବା ଏଆରଟେଲ ସଂସ୍ଥାକୁ ପଡିଲା ମହଙ୍ଗା : ଗାଡ଼ି ଯନ୍ତ୍ରାଂଶ ଜବତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଏନଏସି କତୃପକ୍ଷଙ୍କ ବିନା ଅନୁମତିରେ ବେଆଇନ ଭାବେ ଏଆରଟେଲ ସଂସ୍ଥା ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ରାସ୍ତା ଖୋଳି କେବୁଲ ବିଛାଇବା ମହଙ୍ଗା ପଡିଲା। ଏଆରଟେଲ ସଂସ୍ଥା ପକ୍ଷରୁ ଏନଏସି କତୃପକ୍ଷଙ୍କ ଅନୁମତି ନନେଇ…