ମାଲକାନଗିରିରେ ଅନୁଷ୍ଠିତ ହେବ ନିଖିଳ ଓଡିଶା ଆଇନଜୀବି ସଂଘର ୫୩ତମ ବାର୍ଷିକ ସମ୍ମିଳନୀ।

କଟକ(କ୍ରୋନିକ ଓଡ଼ିଶା)ନିଖିଳ ଓଡିଶା ଆଇନଜୀବି ସଂଘର କା ର୍ଯ୍ୟକାରୀ ବୈଠକ ଗତକାଲି ଭୁବ ନେଶ୍ୱର ସ୍ଥିତ ସଂଘ କା ର୍ଯ୍ୟାଳୟରେ ସଂଘର ଅଧ୍ୟ କ୍ଷ ମାନ୍ୟବର ଜ୍ଞାନରଂଜନ ମହାନ୍ତିଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଠିତ ହୋଇଥିଲ।। ଏହି ବୈଠକରେ ୫୩ ତମ ବାର୍ଷିକ ସମ୍ମିଳନୀର ସ୍ଥାନ ନିରୂପଣ ପାଇଁ ଆଲୋଚନା ହୋଇଥଇଲ।। ମାଲକାନଗିରି ଲୟେର ଆସୋସିଏସନ୍‌, ଅନୁଗୁଳ ବାର ଆସୋସିଏସନ୍‌, ବରଗଡ ବାର୍ ଆସୋସିଏସନ ତରଫରୁ ୫୩ତମ ବାର୍ଷିକ ସମ୍ମିଲନୀ କରିବ ।ପାଇଁ ଆବେଦନ କରିଥିଲୋ ଏହି ତିନୋଟି ଆବେଦନକୁ ବିଚାରକୁ ନେଇ ସର୍ୱସମ୍ମତି କ୍ରମେ ଏହି ବାର୍ଷିକ ସମ୍ମିଳନୀ ମାଲକାନଗିରି ଠାରେ ଅନୁଷ୍ଟିତ ହେବା ପାଇଁ ନିଷ୍ପତି ନିଆଗଲ।। ତେବେ ଏହି ୫୩ତମ ବାର୍ଷିକ ସମ୍ମିଳନୀ ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ ମାଲକାନଗିରି ଠାରେ ଅନୁଷ୍ଠିତ ହେବା ପାଇଁ ତାରିଖ ଧା ର୍ଯ୍ୟ କରା ଯାଇଛିା ଏ ନେଇ ମାଲକାନଗିରି ଜିଲ୍ଲା ଲୟେର ଆସୋସିଏସନ୍ କୁ ରାଜ୍ୟ ସଂଘ ସହମତି ଦେବା ପରେ ଅବିଭକ୍ତ କୋରାପୁଟ ଜିଲ୍ଲା ଆଇନଜୀବି ମାନଙ୍କ ମଧ୍ୟରେ ଏକପ୍ରକାର ଖୁସିର ଲହରି ଖେଳି ଯାଇଛିା ମାଲାକନଗିରି ଜିଲ୍ଲା ସଂଘ ସଭାପତି ନୃସିଂହ ଚରଣ ମହାନ୍ତି ପ୍ରକାଶ କରିଛନ୍ତି ଯେ, ଏହି ଉତ୍ସବକୁ ସପଳ କରିବା ପାଇଁ ଅବିଭକ୍ତ କୋରାପୁଟ ଜ ିଲ୍ଲାର ସମସ୍ତ ବାର୍ ଆସୋସିଏସନର ଆଇନଜୀବି ଓ ରାଜ୍ୟ ଆଇନଜୀବି ପରିଷଦର ସଭ୍ୟ ପିଟା ରମେଶ କୁମାର ପାତ୍ର ସହ ଆଲୋଚନା କରି ଯେପରି ସଫଳ କରା ଯିବ ସେ ନେଇ ଖୁବ ଶୀଘ୍ର ବୈଠକ ଡକା ଯିବ ଏବଂ ଅଲ୍ ଓଡିଶାରେ ଥିବା ସମସ୍ତ ଓକିଲ ସଂଘଙ୍କୁ ନିମନ୍ତ୍ରଣ କରା ଯାଇ ସମ୍ମାନୀତ କରା ଯିବ ।ସହ ସମ୍ମିଳନୀକୁ ସପଳ କରିବା ପାଇଁ ଅନୁରୋଧ କରା ଯିବ । ଆସନ୍ତା ନଭେମ୍ବର ୮,. ୯ ଓ ୧୦ ତିନିଦିନିଆ ଗସ୍ତରେ ରାଜ୍ୟ ନିଖିଳ ଓଡିଶା ଆଇନଜୀବି ସଂଘର ଏକ ପ୍ରତିନିଧି ଦଳ ମାଲକାନଗିରି ଗସ୍ତ କରି ସ୍ଥାନ ନିରୂପଣ, ସ୍ଥାନୀୟ ନେତା, ପ୍ରଶାସନ, ଜିଲ୍ଲାରେ ଥିବା ଆଇନଜୀବି ମାନଙ୍କ ସହ ବାର୍ଷିକ ସମ୍ମିଳନୀ ସମ୍ବନ୍ଧରେ ଆଲୋଚନା କରିବାର କା ର୍ଯ୍ୟକ୍ରମ ରହିଛିା ଗତକାଲିର ନିଖିଳ ଓଡିଶା ଆଇନଜୀବି ସଂଘ୍ର କା ର୍ଯ୍ୟକାରୀ ବୈଠକରେ ମାଲକାନଗିରିରୁ ଲୟେର ଆସୋସିଏସନ ସଭାପତି ନୃସିଂହ ଚରଣ ମହାନ୍ତି, ସମ୍ପାଦକ ଲମ୍ବୋଦର ତୁରୁକ, ଏବଂ ବାର୍ ଆସୋସିଏସନ ସାଧାରଣ ସମ୍ପାଦକ ବିଜୁ ସରକାର ସମେତ କା ର୍ଯ୍ୟକାରୀ ସଦସ୍ୟ ମାନେ ଉପସ୍ଥିତ ଥିଲୋ ଏହି ବୈଠକରେ ଗତ ଅକ୍ଟୋବର ୨୯ ତାରିଖରେ ଉତର ପ୍ରଦେଶ ସ୍ଥିତ ଘାଜିଆବାଦ ଠାରେ ଘଟି ଯାଇଥିବା କା ର୍ଯ୍ୟରତ ଓକିଲ ମାନଙ୍କ ଉପରେ ବର୍ୱରୋଚିତ ଆକ୍ରମଣର ଘୋର ନିନ୍ଦା କରା ଯିବା ସହିତ ଓକିଲ ମାନଙ୍କ ଏକତାକୁ ବଜାୟ ରଖିବା ପାଇଁ ୮ ନଭେମରକୁ ପ୍ରତିବାଦ ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନିଆ ଯାଇତିଲ।। ଏହି ପରିପ୍ରେ କ୍ଷୀରେ ସଂଗ ତରଫରୁ ଉକ୍ତ ଦିବସକୁ ଓଡିସାର ପ୍ରତି ଆଇନଜୀବି ଭାଇ ଭଉଣୀ ମାନେ କଳା ବ୍ୟାଚ ପରିଦାନ କରି ପ୍ରତିବାଦ କରିବା ପାଇଁ ଅନୁରୋଧ କରା ଯାଇଥିଲା ଏବଂ ମାନ୍ୟବର ରଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ଜିଲ୍ଲାପାଲଙ୍କ ମାଧ୍ୟମରେ ଦେବାପାଇଁ ନିଷ୍ପତି ନିଆ ଯାଇଥିଲ।। ଏହି ୮ ନମ୍ଭେବରର ପ୍ରତିବାଦ ଦିବସକୁ ମାଲକାନଗିରି ଆଇନଜୀବି ମାନେ ସମର୍ଥନ କରିବା ନିମନ୍ତେ ଆସନ୍ତା ବୁଧବାର ଦିନ ସମସ୍ତ ଆଇନଜୀବିଙ୍କୁ ନେଇ ଏକ ଆଲୋଚନା କରା ଯିବାର କା ର୍ଯ୍ୟକ୍ରମ ରହିଛି । ତେବେ ଚଳିତ ୫୩ତମ ବାର୍ଷିକ ସମ୍ମିଳନୀ ମାଲକାନଗିରି ଜିଲ୍ଲାରେ ପ୍ରଥମଥର ହେଉଥିବାରୁ ମାଲକାନଗିରି ଆଇନଜୀବି ମାନଙ୍କ ତରଫରୁ ରାଜ୍ୟ ସଂଘ ଅଧ୍ୟ କ୍ଷ ଓ କା ର୍ଯ୍ୟକାରୀ ସଦସ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରା ଯାଇଛିା

  • Related Posts

    ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…

    ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…

    Leave a Reply

    Your email address will not be published. Required fields are marked *

    You cannot copy content of this page