ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ।

କୋରାପୁଟ(ଭେଙ୍କେଟେଶ ରାଓ) କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ପାଖଝଲା ଗ୍ରାମ ପଞ୍ଚାୟତ ଏମ ଦଳାଇଗୁଡ଼ା ପାଲାମ ଡଙ୍ଗର ଆମ୍ବ ତଟାରେ ଜଣ ଯୁବକଙ୍କ ଆମ୍ଭ ଗଛରେ ଗାମୁଛା ବେକରେ ଲଗାଇ ମୃତ୍ୟ୍ୟ ହାଇଥିବା ଦେଖିବାକୁ ମିଳିଛି. ଯୁବକ ଜଣକ ସେମିଲିଗୁଡା ବ୍ଲକ ର ପରଜା ମୁଠାଇ ପଂଚାୟତ ର ଲେକିଡ଼ି ଗୁଡା ଗ୍ରାମ ର ପ୍ରୋଫୁଲ ହଁତାଳ ବୟସ (25)ବୋଳି ଜଣାପଡିଛି. ପ୍ରୋଫୁଳଙ୍କ ମୃତ୍ୟୁ କୁ ନେଇ ଗ୍ରାମ ବାସୀ ସେମିଲିଗୁଡା ପୋଲିସ କୁ ଖବର ଦେଇଥିଲ. ଖବର ପାଇ ଥାନା ଅଧିକାରୀ,ସୁନାବେଡା ଉପଖଣ୍ଡ ଅଧିକାରୀ ଖବର ପାଇ ଶ୍ରୀମତୀ ମନୋବ୍ରୋତା ଶତପଥି ଘଟନାସ୍ତୋଳରେ ପହିଛି ତଦନ୍ତ କରିବା ସହ ସାଇଣ୍ଟିଫିକ ଦଳ ଏବଂ ଅନୁସନ୍ଧନୀ କୁକୁର ଯାଇ ଗାଁ ରେ ବୁଲିଥିବା ଦେଖିବାକୁ ମିଳିଛି. ପିଏମ ରିପୋର୍ଟ ପରେ ସତ୍ୟା ସତ୍ୟ ଜଣାପଡିବ ହତ୍ୟା ନା ଆତ୍ମ ହତ୍ୟା ବୋଳି ସୁନାବେଡା ଏସ ଡିପିଓ ସୂଚନା ଦେଇଛନ୍ତି. ଅପର ପକ୍ଷ୍ୟ ରେ ପରିବାର ଲୋକେ ହତ୍ୟା ଅଭିଯୋଗ କରୁଥିବା ଦେଖିବାକୁ ମିଳୁଛି।

  • Related Posts

    ଜୀବନ ନେଉଛି ସ୍କୁଲ ଛାତ୍ରଛାତ୍ରୀଙ୍କ ବାଇକ ନିଶା।

    କାଲିମେଳା(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି ବାଇକ ଦୃଘଟଣା।ଦୃଘଟଣାରେ ଯାଉଛି ନିରୀହ ନାବାଳକ ଛାତ୍ରଛାତ୍ରୀଙ୍କ ଜୀବନ।ଦିନକୁ ଦିନ ରାଜ୍ୟ ମୋଟର ଜାନ ଆଇନ ଯେତେ କଡ଼ା କଡ଼ି ହେଉଛି, ଦିନକୁ ଦିନ ସେତିକି ବେପରୁଆ ବାଇକ ଚାଳକ ସଂଖ୍ୟା…

    ସରକାରୀ ବାଡ଼ ଯେବେ ଖାଏ ସରକାରୀ ଫସଲ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସରକାରୀ ପମ୍ପ ହାଉସ ପରିସର ମଧ୍ୟରୁ ପଣସ ବିକ୍ରି କରିବା ନେଇ ଅଭିଯୋଗ ହୋଇଛି। ପମ୍ପ ହାଉସରେ କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ ଏଭଳି ସଂଙ୍ଗିନ ଅଭିଯୋଗ ଆସିଛି।ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା…

    Leave a Reply

    Your email address will not be published. Required fields are marked *

    You cannot copy content of this page