କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାକରଣ ଶୁଭାରମ୍ଭ।

ମାଲକାନଗିରି,୦୨/୦୩(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ଲକ ସ୍ତରୀୟ ଏଚପିଭି ଟୀକାକରଣର ଆଜି ଶୁଭାରମ୍ଭ ହୋଇଯାଇଛି।କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ କୁମାର ସାହୁ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୀକାକରଣର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ବିନାୟକ ପାତ୍ର, ମାଲକାନଗିରି ବିଧାୟକ ପ୍ରତିନିଧି ମୁଁୟା ମାଡକାମୀ, ଡାକ୍ତର ପ୍ରୀତମ କୁମାର ସାହୁ, ଡାକ୍ତର ଅନିମେଶ କର, ବିପିଏମ କେ ମଣ୍ଟୁଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଜରାୟୁ ଗ୍ରୀବା କର୍କଟର ପ୍ରତିରୋଧ ନିମନ୍ତେ ଏହି ଟୀକା ୧୪ ରୁ ୧୫ ବର୍ଷ ବୟସ ମଧ୍ୟରେ ରହିଥିବା ସମସ୍ତ ବାଳିକାଙ୍କୁ ମାଗଣାରେ ଦିଆଯିବ। ପ୍ରଥମ ଦିନରେ ଆଜି ୧୩ ଜଣ ବାଳିକାଙ୍କୁ ଏହି ଟୀକା ଦିଆ ଯାଇଛି। ଟୀକା ଦେବା ପରେ ସମସ୍ତ ବାଳିକାଙ୍କୁ ୩୦ ମିନିଟ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଥିଲା। ଟୀକା ନେବା ପରେ କୌଣସି ବାଳିକାଙ୍କ ମଧ୍ୟରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇନଥିବା ଜଣାପଡ଼ିଛି। ଆଜିର ଏହି ଟୀକାକରଣ ଉଦଘାଟନୀ ସମାରୋହରେ କୋରୁକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ସହ କର୍ମଚାରୀ ମାନେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

  • Related Posts

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ମାଲକାନଗିରି: ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀରେ ଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ…

    Continue reading
    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    ଜଳଖିଆରେ ୧୦ ଟଙ୍କା ବିସ୍କୁଟ ବଦଳରେ ମିଳୁଛି ୩ ଟଙ୍କିଆ ବିସ୍କୁଟ। ସବୁଦିନ ମିଳୁଛି ପାଣିଆ ଡାଲି ; ଆମିଷ ଦିନ ଦୁଇ ଖଣ୍ଡ ଚିକେନ। ଭଣ୍ଡାର ଘରୁ ୫୦ କେଜି ଚାଉଳ ବସ୍ତା ବୋହୁଛନ୍ତି ଛାତ୍ର। ବ୍ୟକ୍ତିଗତ କାର୍ଯ୍ୟ ,ବାଡ଼…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାକରଣ ଶୁଭାରମ୍ଭ।

    କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାକରଣ ଶୁଭାରମ୍ଭ।

    ଅବୈଧ ଅନୁପ୍ରବେଶକାରୀଙ୍କ ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଭାରତୀୟ ସନାତନୀ ପରିବାର ପକ୍ଷରୁ ଦାବିପତ୍ର।

    ଅବୈଧ ଅନୁପ୍ରବେଶକାରୀଙ୍କ ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଭାରତୀୟ ସନାତନୀ ପରିବାର ପକ୍ଷରୁ ଦାବିପତ୍ର।

    ଅଦିନିଆ ବର୍ଷାରେ ଭିଜିଲା ଧାନ ; ଜରି ପାଲର ଅଭାବ।ପ୍ରଶାସନର ନାହିଁ ଆଗୁଆ ସୂଚନା।

    ଅଦିନିଆ ବର୍ଷାରେ ଭିଜିଲା ଧାନ ; ଜରି ପାଲର ଅଭାବ।ପ୍ରଶାସନର ନାହିଁ ଆଗୁଆ ସୂଚନା।

    ସ୍ୱାଭିମାନ ଅଞ୍ଚଳ ବଡପଡାରେ ଖୋଲିଲା ଦଶମ ବାର୍ଷିକ ପରୀକ୍ଷା କେନ୍ଦ୍ର।

    ସ୍ୱାଭିମାନ ଅଞ୍ଚଳ ବଡପଡାରେ ଖୋଲିଲା ଦଶମ ବାର୍ଷିକ ପରୀକ୍ଷା କେନ୍ଦ୍ର।

    You cannot copy content of this page