ଜିଆ ଖତ ଅମଳ ତାଲିମ ଶିବିର ଅନୁଷ୍ଠିତ।
କାଲିମେଳା(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଳା କାଲିମେଳା ବନାଞ୍ଚଳ ସଭାକକ୍ଷ ଠାରେ କାଲିମେଲା ଓ ମୋଟୁ ବନାଞ୍ଚଳ ର ବନ ସୁରକ୍ଷା ସମିତି ସଭ୍ୟଙ୍କୁ ନେଇ ଜିଆଖତ ଚାଷ ଓ ଏହାର ଲାଭକୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର…
ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବଙ୍କ ସମୀକ୍ଷା ବୈଠକ ।ପ୍ରତି ବିଦ୍ୟାଳୟରେ ଆଦ୍ଵିକା କ୍ଲବ ଗଠନ ନିମନ୍ତେ ଗୁରୁତ୍ଵାରୋପ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ବିଭାଗର ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସ୍ୱାଗତ ଜଣାଇ…
ସୁରକ୍ଷାବାହିନୀ ନକ୍ସଲଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ। ୫ ନକ୍ସଲ ମୃତ , ଅସ୍ତ୍ରଶସ୍ତ୍ର , ଗୁଳିଗୋଳା ଜବତ।
ମାଲକାନଗିରି ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ।୨୫ ଲକ୍ଷ ଟଙ୍କା ଇନାମୀ ନକ୍ସଲ ଡିକେଏସଜେଡସିଏମ କମାଣ୍ଡର ସୁଧିର ଓରଫ ମୁରଲି ସମେତ ତିନି ନକ୍ସଲ ନିପାତ।…
ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଦ୍ବାରା ଜନସମ୍ପର୍କ ଶିବିର।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ଗୋରାସେତୁ ବିଏସଏଫ ବାଟାଲିୟନ ୧୭୭ କ୍ୟାମ୍ପ ପକ୍ଷରୁ ଯୋଡ଼ାଆମ୍ବ ଗ୍ରାମ ପଞ୍ଚାୟତ ସିନ୍ଧିଫୁଟ ଗ୍ରାମରେ ଜନସମ୍ପର୍କ ଶିବିର ଓ ମୁକ୍ତ ମେଡିକାଲ କ୍ୟାମ୍ପର ଆୟୋଜନ କରାଯାଇଥିଲା।ଏହି ଜନସମ୍ପର୍କ ଶିବିରରେ…
୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଶାଗୁଆନ ପଟା ଏବଂ ଖଟ ଜବତ।
ମାଲକାନଗିରି(ନିରଞ୍ଜନ ମଲ୍ଲ)ମାଲକାନଗିରି ଜିଲ୍ଲା ବନ ବିଭାଗକୁ ବଡ଼ ସଫଳତା। ବେଆଇନ କାଠ ଗଚ୍ଛିତ ସ୍ଥାନରେ ଚଢ଼ାଉ କରି ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ଶାଗୁଆନ କାଠ ପଟା ଏବଂ ଅର୍ଦ୍ଧ ନିର୍ମିତ ଖଟ ଜବତ କରିଛି ମାଲକାନଗିରି ବନ ବିଭାଗ।…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଦୁଇ ଆହାତ। ଜଣେ ସଙ୍କଟାପନ୍ନ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମହିଳା ସମେତ ଦୁଇ ଜଣ ଗୁରୁତର ଆହାତ। ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ସଦର ନିକଟସ୍ଥ ଗୋଜିଆ ଗୁଡା ଗାଁ ନିକଟରେ ଉଭୟ ପଟରୁ ଆସୁଥିବା…
ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଏସଟିଏଫ ପିକଅପ୍ ଗାଡ଼ି ଉଡ଼ାଇଲେ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ଭୋପାଳପଟ୍ଟନମ ଜାତୀୟ ରାଜପଥରେ ନକ୍ସଲମାନେ ଏକ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ନକ୍ସଲମାନେ କେସାଇଗୁଡ଼ା ଏବଂ ଗୋର୍ଲା ରାଜରାସ୍ତା ମଧ୍ୟରେ ଏକ ପିକଅପ୍ ଗାଡ଼ିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ…
ବିଶ୍ୱ ଜଳ ଦିବସ ପାଳିତ : ସଚେତନତା ପାଇଁ ପଥପ୍ରାନ୍ତ ନାଟକ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ପୋଟେରୁ ଜଳ ସେଚନ ପ୍ରକଳ୍ପ ପକ୍ଷରୁ ସୋର୍ଲୁକୋଣ୍ଡା ଠାରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି।ଏଥିରେ ଆଖପାଖ ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।ମୂଖ୍ୟ ଅତିଥି ଭାବେ ପୋଟେରୁ ଜଳ ସେଚନ ବିଭାଗ…
୨୨ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏଏସପି ୟୁଲାନଦନ ୟର୍କ ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ଆଜି ୨୨ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ଆତ୍ମସମର୍ପିତ ନକ୍ସଲମାନେ…
ସୁରକ୍ଷାବାହିନୀକୁ ବଡ଼ ସଫଳତା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ।
ମାଲକାନଗିରି ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକମା ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି।ମର୍କନଗୁଡା ଏବଂ ମେଟାଗୁଡା ଜଙ୍ଗଲର ଭିନ୍ନ ଭିନ୍ନ ସ୍ଥାନରେ ନକ୍ସଲମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ…