ଅସଲି କାରନାମା କରି ନକଲି ମାଓବାଦୀ ପୁଲିସ କବଜାରେ।
ମାଲକାନଗିରି ପୁଲିସକୁ ନକଲି ମାଓବାଦୀ ଧରିବାରେ ମିଳିଛି ବଡ ସଫଳତା। ନିଜକୁ ମାଓବାଦୀ ପରିଚୟ ଦେଇ ବଟି ଆଦାୟ କରୁଥିଲା ନକଲି ମାଓବାଦୀ।ଜିଲ୍ଲାର ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟ ସଂସ୍ଥାର ମାଲିକ ମାନଙ୍କୁ ଭୟ ଦେଖାଇ ଅର୍ଥ ଆଦାୟ କରୁଥିବା ଜଣେ ନକଲି…
୮ ଲକ୍ଷ ଇନାମୀ ଦୁଇ ନକ୍ସଲଙ୍କ ଆତ୍ମସମର୍ପଣ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାର ନକ୍ସଲବାଦ ବିରୋଧରେ ଯବାନଙ୍କ ବଡ଼ ସଫଳତା। ଦୁଇଜଣ ଇନାମୀ ନକ୍ସଲମାନେ ପୁଲିସ ଏବଂ ସିଆରପିଏଫ୍ ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି।ରାଜ୍ୟରେ ନକ୍ସଲ ସଂଗଠନ ବିରୁଦ୍ଧରେ ସୁରକ୍ଷା ବାହିନୀ ଦ୍ୱାରା ଜାରି…
୨୫ ଲକ୍ଷ ଋଣ ବଦଳରେ ଦେଢ଼ କୋଟିର ସଂପତ୍ତି ନିଲାମ କଲା ବ୍ୟାଙ୍କ।
୨୫ ଲକ୍ଷ ଟଙ୍କାର ଋଣ ପାଇଁ ନିଲାମ ହୋଇଗଲା ଦେଢ କୋଟି ଟଙ୍କାର ସଂପତ୍ତି । ମାଲକାନଗିରି ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନିରଞ୍ଜନ ସିଲଦାରଙ୍କ ନାମରେ ଥିବା ବର୍ଷା ଏଣ୍ଟରପ୍ରାଇଜ ଫର୍ଣ୍ଣିଚର ଦୋକାନ ଲାଗି ପଞ୍ଜାବ ନେସନାଲ୍ ବ୍ୟାଙ୍କରୁ ୨୫…
ଜିଲ୍ଲା ସ୍ତରୀୟ ରଚନା, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ।
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଲକାନଗିରି ତରଫରୁ ଏକ ଦିବସୀୟ ସଚେତନ ସଭା ସହିତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ରଚନା, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ୱ କରିଥିବା ବେଳେ…
ତିନି ନକ୍ସଲଙ୍କ ଆତ୍ମସମର୍ପଣ ; ଲୋନ ଭାରାଟୁ ଅଭିଯାନରେ ଚଳିତ ବର୍ଷ ୮୬୪ ନକ୍ସଲଙ୍କ ଆତ୍ମସମର୍ପଣ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସରକାରଙ୍କ ନକ୍ସଲ ପୁନର୍ବାସ ନୀତି ଏବଂ ପୁଲିସର ଜନ ହିତୈଶୀ ପଦକ୍ଷେପକୁ ନକ୍ସଲ ଏବଂ ସେମାନଙ୍କ ସହଯୋଗୀ ଗ୍ରାମବାସୀ ବହୁତ ପସନ୍ଦ କରୁଛନ୍ତି। ସମଗ୍ର ବସ୍ତର ସଂଭାଗରେ ନକ୍ସଲମାନଙ୍କ ଆତ୍ମସମର୍ପଣ ପ୍ରକ୍ରିୟା ଜାରି ରହିଛି। କେବଳ…
ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଚିନାର ନଦୀ ପୋଲ ;ଚାନ୍ଦା ଆଦାୟ କରି ଅସ୍ଥାୟୀ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ।
ସମସ୍ୟା ଯେଉଁ ଅଞ୍ଚଳର ହେଉ ନା କାହିଁକି ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଯଦି ଦୃଷ୍ଟି ନ ଦିଅନ୍ତି। ତେବେ ସ୍ବାଧିନତାର ୭୭ ବର୍ଷ ପରେ ମଧ୍ୟ ଲୋକଙ୍କର ସମସ୍ୟା ପାଇଁ ଦାୟୀ କିଏ..? ଲୋକଙ୍କୁ ସୁବିଧା ସୁଯୋଗ ସହ…
ବାଲିମେଳା ଏନଏସି ବର୍ଜ୍ୟବସ୍ତୁ ପରିଚାଳନା ଦେଖିଲେ ୩ବ୍ଲକ ର ସରପଞ୍ଚ ଓ ସମିତିସଭ୍ୟ।
ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ରେ ଥିବା ଏଫ. ଏସ.ଟି.ପି ଓ ଆବର୍ଜନାରୁ ଖତ ନିର୍ମାଣ କେନ୍ଦ୍ର କୁ ବୁଲି ଦେଖିଲେ ୩ବ୍ଲକର ସରପଞ୍ଚ ଓ ସମିତିସଭ୍ୟ । ଆଜି ସକାଳ ୧୨ ଘଟିକା ସମୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ…
୫ ଲକ୍ଷ ଇନାମୀ ନକ୍ସଲ ଏରିଆ କମାଣ୍ଡର ଆତ୍ମସମର୍ପଣ।
ଓଡ଼ିଶା ରାଜ୍ୟ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଧମତରୀ ଜିଲ୍ଲା ଏସିଏମ ସୀତାନଦୀ ଏରିଆ କମିଟିର ଡେପୁଟି କମାଣ୍ଡର ତଥା ୫ ଲକ୍ଷ ଟଙ୍କା ଇନାମୀ ନକ୍ସଲ ଅଜୟ କଲା ଆତ୍ମସମର୍ପଣ। ଧମତରୀ ଜିଲ୍ଲା ନକ୍ସଲ ଡେପୁଟି କମାଣ୍ଡର ଅଜୟଙ୍କ…
ପୁଲିସ ହାତରେ ଧରା ପଡିଲେ ଦୁଇ ଡ଼କାୟତ।
ମାଲକାନଗିରି ଜିଲ୍ଲା ପଡିଆ ଥାନାରେ ଗତ ୨୦ ତାରିଖରେ ଭାରତ ଫାଇନାନ୍ସ ଇନକ୍ଲୁଜନ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ପକ୍ଷରୁ ଲୋନ ଟଙ୍କା ଲୁଟ୍ ହୋଇଥିବା ଏକ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପଡିଆ ପୁଲିସ ତଦନ୍ତ ଆରମ୍ଭ କରିଥିଲା।ଆଜି…
ଏମଭି-୨୯ ଗାଁ ପୋଖରୀରେ ମାଛ ମଡକ ; ଦୁଇ କ୍ୱିଣ୍ଟାଲରୁ ଉର୍ଦ୍ଧ ମାଛ ମରି ପାଣିରେ ଭାସୁଛି।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାମ୍ବେଡା ପଞ୍ଚାୟତ ଅଧୀନସ୍ତ ଏମଭି -୨୯ ନମ୍ବର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି ।ସୂଚନା ଥାଉକି ଏହି ଗ୍ରାମରେ ଥିବା ଗାଁ ପୋଖରୀ ମାଛ ମଡକ ହୋଇଥିବା ଦେଖିବାକୁ ମିଳିଛି ।ଦିନେ…