୫୩ତମ ବାର୍ଷିକ ସମ୍ମିଳନୀ ନିମନ୍ତେ ଖବର ଦାତା ସମ୍ମିଳନୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ନିଖିଳ ଓଡିଶା ଆଇନଜୀବି ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ମାଲକାନଗିରି ରେ ଡିସେମ୍ବର ୨୯ ଓ ୩୦ ହେବାକୁ ଥିବା ବେଳେ ମାଲକାନଗିରି ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ମାଲକାନଗିରି…

ଜିଲ୍ଲା ସ୍ତରୀୟ ପିଅନ କର୍ମଚାରୀ ସଂଘ ସମ୍ମିଳନୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସଦର ବ୍ଲକ ସିନ୍ଧ୍ରିମାଳ ଗ୍ରାମ ପଂଚାୟତ ସମ୍ମିଳନୀ କକ୍ଷରେ ଜିଲ୍ଲା ପଂଚାୟତ ପିଅନ କର୍ମଚାରୀ ସଂଘର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ ସଭାପତି ଡମ୍ବରୁଧର ଭୁମିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ କୁମାର…

ସରପଞ୍ଚଙ୍କ ପତ୍ନୀ ଧାନ କାଟିବା ବେଳେ ସାପ କାମୁଡ଼ାରେ ମୃତ୍ୟୁ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ସରପଞ୍ଚଙ୍କ ପତ୍ନୀ ଜମିରେ ଧାନ କାଟୁଥିଲା ବେଳେ ସାପ କାମୁଡର ଶିକାର ହୋଇଥିଲେ ଚିକିତ୍ସା ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ସରପଞ୍ଚଙ୍କ ପତ୍ନୀ ହେଲେ ସଚି କାରାମ (୪୦) ପଡିଆ ସଦର ପଞ୍ଚାୟତର ସରପଞ୍ଚ ଗଙ୍ଗା କାରାମଙ୍କ ପତ୍ନୀ…

ଜିଲ୍ଲାସ୍ତରୀୟ ଖାଦ୍ୟ ମେଳାରେ ପାରମ୍ପରିକ ଖାଦ୍ୟକୁ ଗୁରୁତ୍ୱ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନ ପରିସରରେ ଆଜି ଜିଲ୍ଲା କୃଷି ବିଭାଗ ତରଫରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲରଂଜନ ମହାଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଖାଦ୍ୟ ମେଳାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲଙ୍କ ଦ୍ୱାରା ଉଦ୍ଘାଟିତ…

ମହାମାୟୀ ପୀଠରେ ବିଶ୍ୱଶାନ୍ତି ନାମଯଜ୍ଞ : ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ଭଗାମୁଣ୍ଡା ସ୍ଥିତ ମହାମାୟୀ ପୀଠରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ବିଲ୍ଲ ବରଣ, ଅଧିବାସୀ ସହ କଳସ ଯାତ୍ରା ମହା…

ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବି ରେ ଜନ ଆନ୍ଦୋଳନ।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବିରେ ତେଜିଲା ଜନ ଅସନ୍ତୋଷ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଗଲେ ଅଞ୍ଚଳବାସୀ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ନୂତନ ଗ୍ରାମପଞ୍ଚାୟତ ଗଠନ ନିମନ୍ତେ ଆବେଦନ କଲେ ମଗଡୀଙ୍ଗିଆ ଅଞ୍ଚଳ…

ବସ୍ତର ଫାଇଟର୍ସର ଯବାନଙ୍କ ଆତ୍ମହତ୍ୟା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର କୋଣ୍ଡାଗାଓଁର ବରଦା ଗାଁ ନିବାସୀ ହରିଲାଲ ନାଗ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛତିଶଗଡ ରାଜ୍ୟର ବସ୍ତର ଫାଇଟର୍ସ ବାହିନୀରେ ନିଯୁକ୍ତି ପାଇଥିଲେ। ସେ ଧନୋରା ପୁଲିସ ଥାନାରେ ମୁତୟନ ହୋଇଥିଲେ।…

ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇବାକୁ ଦାବି।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରିଛନ୍ତି ଅଂଚଳବାସୀ । ବାଲିଗୁଡା ବ୍ଳକ ତଥା କନ୍ଧମାଳ ଜିଲାର ସୀମାନ୍ତ ପଞ୍ଚାୟତ ହେଉଛି ଖମନଖୋଲ ଓ ଲଣ୍ଡାଗାଁ। ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ର…

ପରିବାରର ଖୁସି ପାଇଁ ଦାଦନ ସାଜିଲେ ଶବ ହୋଇ ଦୁଃଖ ଦେଇଗଲେ।ଫେରିଲେ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଦାଦନ ଖଟିବାକୁ ଯାଇ ମୃତ୍ୟବରଣ କଲେ ଶ୍ରମିକ। ଆଜି ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ଖାରିଗୁଡା ଗ୍ରାମରେ। ଗ୍ରାମର ଗୋପୀନାଥ ଖିଲ ନାମକ ବ୍ୟକ୍ତି କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର…

ମୁଲୁଗୁ ପୋଲିସ ଦ୍ଵାରା ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗନାର ମୁଲୁଗୁ ଜିଲ୍ଲାରେ ପୋଲିସ ଦ୍ଵାରା ତଲାସି ଅଭିଯାନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ। ସୂଚନା ଅନୁଯାୟୀ ମୁଲୁଗୁ ତାଡବାଇ ମଣ୍ଡଳର ବାନ୍ଧଲ ସଂରକ୍ଷିତ ଜଙ୍ଗଲରେ ମାଓ ଦମନ ପାଇଁ ପୋଲିସ ପକ୍ଷରୁ ତଲାସି…

You cannot copy content of this page