ବଜ୍ରାଘାତରେ ଛାତ୍ରୀଙ୍କ ମୃତ୍ୟୁ।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡି ମାରିବା ଦ୍ଵାରା ବଜ୍ରାଘାତରେ ଏକ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଛାତ୍ରୀ ଜଣକ ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ଏଭଳି…
ନକ୍ସଲ ଖଞ୍ଜିଥିବା IED ବିସ୍ଫୋରଣରେ ଦୁଇ ଯବାନ ଶହିଦ ; ଦୁଇ ଆହତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ନାରାୟଣପୁର ଜିଲ୍ଲାର ମୋହନ୍ଦି ଅଞ୍ଚଳରେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ଶହିଦ ହୋଇଥିବା ବେଳେ ଦୁଇ ଯବାନ ଆହତ। ଆଇଇଡି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ…
ଅଧାପନ୍ତରିଆରେ ପଡ଼ିଛି ଅଙ୍ଗନବାଡି ଗୃହ ; ଯୁବ କେନ୍ଦ୍ରରେ ଚାଲିଛି ଶିଶୁ ବିକାଶ।
ମାଲକାନଗିରି(କ୍ରୋନିକ ଓଡ଼ିଶା)୧୯୯୨ ମସିହା ଅକ୍ଟୋବର ୨ ତାରିଖରେ ଶିଶୁ ଏବଂ ମା ମାନଙ୍କ ପୃଷ୍ଟି ହୀନତା ଦୂର କରିବା ସହ ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ମହିଳା ଓ ଶିଶୁ ବିକାଶ ଯୋଜନା ଆରମ୍ଭ କରାଯାଇଥିଲା।…
ଏମଭି-୮ ଗାଁ ହତ୍ୟାକାଣ୍ଡ ପର୍ଦ୍ଦାଫାଶ ; ଆସାମୀ ଗିରଫ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଏମ.ଭି-୮ ଗ୍ରାମର ମିଲନ ମଜୁମଦାରଙ୍କ ହତ୍ୟା ଘଟଣାର ମୁଖ୍ଯ ଅଭିଯୁକ୍ତ ବିଧାନ ମଣ୍ଡଳକୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ଆଜି ଗିରଫ କରିଛି। ହତ୍ୟାକାରୀ ଏମ.ଭି-୨୨ ଗ୍ରାମର ବିଧାନ ମଣ୍ଡଳ ଓ ମୃତ ଏମ.ଭି-୮ ଗ୍ରାମର ମିଲନ…
ଦୁର୍ଘଟଣାରେ ଗୁରୁତର ଚିକିତ୍ସିତ ବ୍ୟକ୍ତିଙ୍କ ଅଙ୍ଗ ଚୋରୀ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ।
ବାଲିଗୁଡ଼ା(ସଞ୍ଜୟ କୁମାର ପାଣିଗ୍ରାହୀ)ମୋଟା ଅଙ୍କର ଟଙ୍କା ନେଇ ଅସ୍ତ୍ରପଚାର ସଫଳ ହୋଇଛି କହିବା ପରେ ମେଡିକାଲ ପକ୍ଷରୁ ପରିବାର ଲୋକଙ୍କୁ ମୃତ ହେଇଥିବା ସୂଚନା ଦେଇଛନ୍ତି। ପରିବାର ପକ୍ଷରୁ ମେଡିକାଲ କର୍ମଚାରୀ ଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା।…
ମାନସିକ ବିକୃତ ମହିଳା ଉଦ୍ଧାର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରୁ ଜଣେ ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର କରିଛି ସ୍ଥାନୀୟ ପ୍ରଶାସନ।କିଛିଦିନ ହେବ ଏହି ମାନସିକ ବିକୃତ ମହିଳା ଜଣଙ୍କ ସହରର ବିଭିନ୍ନ ଅଞ୍ଚଳରେ ବୁଲୁବୁଲି କରୁଥିବାର ଦେଖିବାକୁ ମିଳିଥିଲା। ତେବେ ଆଜି ସେହି ମହିଳାଙ୍କୁ…
ବାଲିମେଳା ମିନି ଷ୍ଟାଡିୟମ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ ; ଗାଈଗୋରୁଙ୍କ ଶୌଚାଳୟ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ନିକଟରେ ନିର୍ମାଣ ହୋଇଥିବା ମିନି ଷ୍ଟାଡିୟମ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ବାଲିମେଳା ସହର ମଧ୍ୟ ଭାଗରେ ଥିବା ଖେଳ ପଡିଆ କହିଲେ ଏକମାତ୍ର ମିନି ଷ୍ଟାଡିୟମକୁ ବୁଝାଇଥାଏ।ଏଠାରେ ବିଭିନ୍ନ ସ୍କୁଲ ମାନଙ୍କର ବାର୍ଷିକ…
ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ଭାଙ୍ଗିଲେ ନର୍ସ ଦିଦି : ଉଦାହରଣ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରାଗି ଗଲେ ନର୍ସ ଦିଦି କଚାଡି ଭାଙ୍ଗି ଦେଲେ ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ଅଭିଯୋଗ ହୋଇଛି। ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ । ଆଜି ସକାଳେ ମାଲକାନଗିରି ମୁନିସିପାଲିଟି କଲୋନୀର…
ଗାଧେଇବା ଘରୁ ଯୁବତୀର ମୃତ ଶରୀର ଉଦ୍ଧାର।
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ଗାଧେଇବା ଘରୁ ଯୁବତୀ ର ମୃତ ଶରୀର ଉଦ୍ଧାର ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପଡ଼ି ଠାରେ। ସୂଚନା ଅନୁଯାଇ ପଣସପଡ଼ି ଠାରେ ଏକ ଭଡା ଘରେ ଈପସିତା ପଟନାୟକ (୨୪)…
ଜିଲ୍ଲାସ୍ତରୀୟ ନିପୁଣ ଓଡିଶା ମିଶନ-୨୦୨୪ର ଶୁଭ ଉନ୍ମୋଚନ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ସମଗ୍ର ଶିକ୍ଷା ମାଲକାନଗିରି ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ନିପୁଣ ଓଡିଶା ମିଶନ-୨୦୨୪ ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ, ଆଶିଷ ଈଶ୍ୱର ପାଟିଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ମିଶନର ଲୋଗୋ, ପୋଷ୍ଟର, ଲିଫଲେଟ…