ପୁଲିସ ସନ୍ଦିଗ୍ଧ ମାଓବାଦୀଙ୍କୁ ଗିରଫ ; ବିସ୍ଫୋରକ ସାମଗ୍ରୀ ଜବତ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅପରେସନରେ ଡିଆରଜି, ବାସାଗୁଡା ଥାନା ପୁଲିସ, କୋବ୍ରା ୨୧୦ , ସିଆରପିଏଫ୍ ୧୬୮ ମିଳିତ ଟିମ ସାର୍କେଗୁଡାର ପେଗଡାପାଲି ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସୂଚନା ପାଇ ନକ୍ସଲ…
ବିସ୍ଫୋଟକ ସାମଗ୍ରୀ ସହ ଦୁଇ ହାର୍ଡକୋର ନକ୍ସଲ ଗିରଫ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାର ଜାଗରଗୁଣ୍ଡା ଥାନା ପୁଲିସ ବିସ୍ଫୋରକ ସାମଗ୍ରୀ ସହ ଦୁଇ ନକ୍ସଲଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଜଣେ ଆରପିସି ସିଏନ୍ଏମ୍ କମାଣ୍ଡର ନକ୍ସଲଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର…
ଅଜଣା ବ୍ୟକ୍ତିଙ୍କ ମରଣାନ୍ତକ ଆକ୍ରମଣରେ ବୃଦ୍ଧା ଗୁରୁତର ଆହତ।
ମାଲକାନଗିରି ଜିଲ୍ଲା ବାଲିମେଳା ସହରର କାଳିଛକ ଠାରେ ଗତକାଲି ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବାଲିମେଳା ସହରର କାଳୀଛକ ଠାରେ ରହୁଥିବା ଏ.ଶିବ ଦାସଙ୍କ ସ୍ତ୍ରୀ ଏ ସୁଶିଳା ନାମକ…
ପଞ୍ଚାୟତିରାଜ ଅଡିଟରଙ୍କ ଅକାଳ ବିୟୋଗ।
କଟକ(ନିରଞ୍ଜନ ମଲ୍ଲ)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକାଇ ପଞ୍ଚାୟତ ଏକରୁଖି ଗାଁର ରଞ୍ଜନ କୁମାର ସାମଲଙ୍କ ଅକାଳ ବିୟୋଗ ଘଟିଛି।ସେ ସ୍ବର୍ଗତ ଜଗବନ୍ଧୁ ସାମଲଙ୍କ ବଡ଼ ପୁଅ। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ସେ ଜଣେ ମିଷ୍ଟଭାଷୀ…
କାଲିମେଳା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ। ମହାନ ଶିକ୍ଷାବିତ୍ ଦାର୍ଶନିକ ତଥା ଭାରତର ପ୍ରଥମ ଉପରାଷ୍ଟ୍ରପତି ଭାରତ ରତ୍ନ ଡ଼କ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମ ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଇ ଶିକ୍ଷକଙ୍କ ଭୂମିକାକୁ ମନେ…
ସୁଭଦ୍ରା ଯୋଜନାରେ ଆଧାର – ମୋବାଇଲ ଲିଙ୍କ ବାଧ୍ୟ ନୁହେଁ:-ଜିଲ୍ଲାପାଳ।
ମାଲକାନଗିରି(ନିରଞ୍ଜନ ମଲ୍ଲ)ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟାର ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଧାରରେ ଫୋନ୍ ନମ୍ବର ଲିଙ୍କ୍ ଜରୁରୀ ନୁହେଁ ବୋଲି ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୁଭଦ୍ରା ଫର୍ମ ଦାଖଲ…
ଗୁରୁ ଦିବସରେ ରିଚିଙ୍ଗ ହାଣ୍ଡ ସୋସାଇଟି ଦ୍ବାରା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା।
ମାଲକାନଗିରି ଜିଲ୍ଲା ସ୍ବେଚ୍ଛାସେବୀ ସଙ୍ଗଠନ ରିଚିଙ୍ଗ ହାଣ୍ଡ ସୋସାଇଟି ପରିଚାଳକ ରାଗାଲାଣ୍ଡ ରୋମୋ ପାଉଲଙ୍କ ତତ୍ତ୍ଵାବଧାନରେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ରିଚିଙ୍ଗ…
ଜିଲ୍ଲା ଟାସ୍କ ଫୋର୍ସ ଟିମର ଚଢ଼ଉ ; ଜଣେ ଶିଶୁ ଶ୍ରମିକ ଉଦ୍ଧାର।
ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ସଦର ମହକୁମାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଉପରେ ଜିଲ୍ଲା ଟାସ୍କ ଫୋର୍ସ ଦ୍ଵାରା ଚଢଉ କରାଯାଇ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହା ସହ…
ପବିତ୍ର ଗୁରୁଦିବସରେ ଜିଲ୍ଲାର ୯୩୦ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।
ପବିତ୍ର ଗୁରୁଦିବସରେ ମାଲକାନଗିରି ଜିଲ୍ଲାସ୍ତରୀୟ ଗୁରୁଦିବସ କାର୍ଯ୍ୟକ୍ରମରେ ଜିଲ୍ଲାର ୯୩୦ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅତିଥିମାନଙ୍କ ଦ୍ୱାରା ବିତରଣ କରାଯାଇଛି। ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି…
ଶାଗ ମାଛରେ ବିକ୍ରି ହେଉଛି ମାଥିଲି ପଞ୍ଚାୟତ ସ୍କ୍ରlପ l
ମାଲକାନଗିରିରେ ଦୁଇ ଦିନ ତଳେ ମାଥିଲିରୁ ଏକ ଟାଟା ପିକଅପ ଭ୍ୟାନ ନଂ ଓଡ଼ି୩୦ ୭୫୨୪ଯୋଗେ କିଛି ପୁରୁଣା ଲୁହା ପାଇପ, ବୋର ହେଡ, କନେକ୍ଟିଙ୍ଗ ରଡ଼ ମାଲକାନଗିରି ପଠାଯାଉଥିବା ବେଳେ ଏହା ବାବଦରେ ଉକ୍ତ ଗାଡି ଵାଲାକୁ ପଚାରିବାରୁ ଏହା…