ମାଲକାନଗିରି ଜିଲ୍ଲା ଲଗାଣ ବର୍ଷା ସ୍ଥିତି ନେଇ ସମୀକ୍ଷା କଲେ ରାଜ୍ୟ ପ୍ରତିନିଧି ଦଳ।

ବିଜୁଳି ସଂଯୋଗୀକରଣ ଓ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା। ମାଲକାନଗିରି(କ୍ରୋନିକ ଓଡ଼ିଶା)ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ଲଗାଣ ବର୍ଷା ନେଇ ମାଲକାନଗିରି ଗସ୍ତ କରିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପ୍ରମୁଖ ଶାସନ ସଚିବ, ବିଷ୍ଣୁପଦ ସେଠୀ,…

ଚିତ୍ରଗିରି ସାହିତ୍ୟ ସଂସଦର ନୂଆଁଖାଇ ଭେଟଘାଟ।

ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ସୋମବାର ଦିନ ଚିତ୍ରଗିରି ସାହିତ୍ୟ ସଂସଦର ନୂଆଁଖାଇ ଭେଟଘାଟ ଓ କବିତା ପାଠ ଉତ୍ସବ ତଥା ଆଲୋଚନା ଚକ୍ର ଡି.ଏ.ଭି. ଗୁରୁକୁଳ (ଚିତ୍ରକୋଣ୍ଡା) ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅନୁଷ୍ଠାନର କବି କବୟିତ୍ରୀମାନେ ସେମାନଙ୍କ…

ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ପାଳିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମହତ୍ୟା ଠାରୁ ଦୁରେଇ ରହିବା ପାଇଁ ଉଦବୋଧନ ଦେଇଥିଲେ ଏବଂ…

ଭାଙ୍ଗିଲା ପିଲିଗାଡା ବ୍ରିଜ ଆନ୍ଧ୍ର ,ତେଲେଙ୍ଗାନା ଓଡିଶା ମଧ୍ୟରେ ଯୋଗାଯୋଗ ବିଛିନ୍ନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ଲଗାତାର ତିନି ଚାରି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଭାଙ୍ଗିଲା ପିଲିଗାଡା ଠାରେ ଥିବା ବ୍ରିଜ।ଓଡିଶାରୁ ଆନ୍ଧ୍ରକୁ ଯୋଗା ଯୋଗ କରୁଥିବା ପିଲିଗାଡା ବ୍ରିଜର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ ଭାଙ୍ଗି ଯାଇଛି।ଗତକାଲି ରାତିରୁ ବ୍ରିଜ…

ଚପଲ ଗୋଦାମରେ ଲାଗିଲା ନିଆଁ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ଏକ ଚପଲ ଗୋଦାମରେ ଲାଗିଲା ନିଆଁ । ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଚପଲ ଜଳି ପୋଡି ପାଉଁଶ ହେଉଥିବା ବେଳେ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ରେଡ୍ ଓ୍ବାର୍ଣ୍ଣିରେ ମାଲକାନଗିରି ; ବନ୍ଦ ରହିବ ସ୍କୁଲ।

ମାଲକାନଗିରି(କ୍ରୋନିକ୍ ଓଡ଼ିଶା)ମାଲକାନଗିରି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣି ଜାରି ହେବା ପରେ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି।ଭାରତୀୟ ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ଆସନ୍ତାକାଲି ଜିଲ୍ଲାରେ ରେଡ୍ୱର୍ଣିଂ ଜାରି ହୋଇଛି। ତେଣୁ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ଜନସାଧାରଣଙ୍କ ଅବଗତି…

ମୌଳିକ ସୁବିଧାରୁ ବଞ୍ଚିତ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ଭିଟାମାଟି ଫେରିବେ।

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ପ୍ରଶାସନ ଉପରେ ଭରସା କରି ପାହାଡ଼ ଉପର ଗାଁରୁ ତଳକୁ ଆସି ବସତି ସ୍ଥାପନ କଲେ; କିନ୍ତୁ ଏଠାରେ ଦୁର୍ଦ୍ଦଶାରେ ଏତେ ବଢ଼ିଗଲା ଯେ ଦିନ କାଟିବା ଅସମ୍ଭବ ହୋଇପଡ଼ିଲା । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ…

ଅସୁସ୍ଥ ମହିଳାଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ନେଇ ଅଭିଯୋଗ।

ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଦ୍ୱାରା ଜଣେ ଅସୁସ୍ଥ ମହିଳାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ସୁକାନ୍ତି ଦାସ ନାମକ ଜଣେ ମହିଳାଙ୍କୁ ଛାତି ଓ ମୁଣ୍ଡ ବ୍ୟଥା ହେବାରୁ ଚିତ୍ରକୋଣ୍ଡା ମେଡ଼ିକାଲ ଆସିଥିଲେ।ଏହି ସମୟରେ…

ଲଗାଣ ବର୍ଷାରେ ଚିତ୍ରକୋଣ୍ଡା ଅଞ୍ଚଳବାସୀ ବେହାଲ।।

ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲାରେ ଗତ ତିନିଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ ରାସ୍ତା ଭାଲ୍ଭ ହାଉସ ଛକ ନିକଟରେ ମାଟି ଅତଡ଼ା ଖସି ଯାଇଥିବାରୁ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଅବରୋଧ ହୋଇଯାଇଛି । ଫଳରେ ଚିତ୍ରକୋଣ୍ଡା…

ନକ୍ସଲ ସଂଗଠନରେ ବିଦ୍ରୋହ ; ସାଥି ନକ୍ସଲ କ୍ୟାଡ଼ରକୁ ହତ୍ୟା।

ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟରେ ପୁଲିସର ସଫଳତା ଦେଖି ବିଚଳିତ ଏବେ ପ୍ରତିବନ୍ଧିତ ମାଓ ସଂଗଠନ। ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ମାଓବାଦୀ ସଂଗଠନରେ ଆଭ୍ୟନ୍ତରୀଣ ବିଦ୍ରୋହର ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳୁଛି। ଏ ସମ୍ବନ୍ଧରେ ପୁଲିସ ଏକ ପ୍ରେସ…

You cannot copy content of this page