ଦୁଇ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡ଼ ରାଜ୍ୟର ପଡୋଶୀ ମହାରାଷ୍ଟ୍ର ରାଜ୍ୟ ଗଡଚିରୋଲି ପୁଲିସ ଏବଂ ସିଆରପିଏଫ୍ ବାହିନୀ ନିକଟରେ ଦୁଇ ସକ୍ରୀୟ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ କରିଛନ୍ତି।ଆତ୍ମସମର୍ପିତ ନକ୍ସଲ ମାନେ ହେଲେ ଭୈରମଗଡ LOS କମାଣ୍ଡର ବରୁଣ ରାଜ…
ଚାରି ନକ୍ସଲଙ୍କ ଆତ୍ମସମର୍ପଣ ; ଏକ ନକ୍ସଲ ମୃତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବସ୍ତର ସଂଭାଗର ଦନ୍ତେୱାଡା ଜିଲ୍ଲାରେ ଚାରି ଜଣ ନକ୍ସଲ ଆତ୍ମସମର୍ପଣ କରିଥିବାବେଳେ ସୁକମା ଜିଲ୍ଲାର ପୋଲିସ ଜଣେ ନକ୍ସଲଙ୍କୁ ମାରିବାରେ ସଫଳ ହୋଇଛି।ଦନ୍ତେୱାଡା ଜିଲ୍ଲାର ପୁଲିସର ଲୋନ୍ ଭାରାଟୁ ଅଭିଯାନରେ ଅନୁପ୍ରାଣିତ ହୋଇ…
ଛତିଶଗଡ଼ ରେ ୩୬ ନକ୍ସଲ ନିପାତ, ପରିଚୟ ଖୋଜୁଛି ପୁଲିସ, ସୀମାନ୍ତ ସିଲ ଓ ହାଇଆଲର୍ଟ ଜାରି।
ଛତିଶଗଡ ଏଙକାଉଣ୍ଟରରେ ୩୧ ମାଓବାଦୀଙ୍କ ମୃତଦେହ ଜବତ, ୧୦୦୦ରୁ ଊର୍ଦ୍ଧ୍ଵ ମହିଳା ଓ ପୁରୁଷ କମଣ୍ଡୋଙ୍କୁ ବଡ ସଫଳତା। ମାଲକାନଗିରି(କ୍ରୋନିକ ଓଡ଼ିଶା) ଛତିଶଗଡ ନାରାଣପୁର ଜିଲ୍ଲାରେ ଗତକାଲି ଚଳିତ ବାର୍ଷର ସବୁଠାରୁ ବଡ ଏଙକାଉଣ୍ଟର ହୋଇଛି। ଯେଉଁଥିରେ ସୁରକ୍ଷା କର୍ମୀଙ୍କ ଗୁଳିରେ…
ନକ୍ସଲ ଗଡ଼ରେ ପଶିଲେ ଯବାନ ; ଗୁଳି ବିନିମୟ , ମିଳିଲା ସଫଳତା : ସର୍ଚ୍ଚିଙ୍ଗ ଜାରି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲା ବାମପନ୍ଥୀ ଉଗ୍ରବାଦର ବିଲୋପ ମାର୍ଚ୍ଚ ୨୦୨୬ ମଧ୍ୟରେ କରିବା ଲକ୍ଷ୍ୟରେ ଜାରି ରହିଥିବା ରଣନୀତି ଦ୍ବାରା ସୁରକ୍ଷାବାହିନୀର ଯବାନ ନକ୍ସଲ ସଂଗଠନର ଗଡ଼ କୁହାଯାଉଥିବା ବୋତଲଙ୍କା ଇରାପଲ୍ଲିରେ ପଶିଲେ ଯବାନ।…
ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ପାଞ୍ଚ ଯବାନ ଆହତ। ତର୍ରେମ ଥାନା ଅଞ୍ଚଳରେ ନକ୍ସଲମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ଦ୍ବାରା ଜାରି ସୂଚନାନୁସାରେ ଆଜି…
ପିଏଲଜିଏ ବାଟାଲିୟନ ନଂ1ର ସହରୀ ନେଟୱାର୍କ ଧ୍ୱସ୍ତ;ବିସ୍ଫୋରକ ସହ ୨ ସପ୍ଲାୟର ଗିରଫ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପୁଲିସକୁ ବଡ଼ ସଫଳତା।ସୁକମା ଜିଲ୍ଲାରେ ନକ୍ସଲ ବିଲୋପ ଅଭିଯାନ ଅନ୍ତର୍ଗତ ନକ୍ସଲଙ୍କ ସହରୀ ଯୋଗାଣ ନେଟୱାର୍କକୁ ଧ୍ୱସ୍ତ କରିବା ପାଇଁ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନିରନ୍ତର ନଜର ରଖାଯାଉଛି। ସମାନ କ୍ରମରେ ଗତକାଲି…
ପୁଣି ଲାଲ ବାହିନୀର ଲାଲଆତଙ୍କ;ଧାରୁଆ ଅସ୍ତ୍ରରେ ଜଣଙ୍କୁ ହତ୍ୟା।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ପୁଣି ଲାଲ ବାହିନୀର ଲାଲଆତଙ୍କ। ସୁକୁମା ଜିଲ୍ଲା ଭେଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଗାଁର ସୋୟମ ପାଣ୍ଡୁ(୫୦) ପିତା ସୋୟମ କୋସାଙ୍କୁ ନକ୍ସଲମାନେ ହତ୍ୟା କରିଥିବା ଖବର ଆସୁଛି। ପୁଲିସ…
ତେଲେଙ୍ଗାନା ସିଆରପିଏଫ୍ କ୍ୟାମ୍ପ ଉପରେ ନକ୍ସଲଙ୍କ ରକେଟ ମାଡ଼।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ପଡୋଶୀ ରାଜ୍ୟ ଛତିଶଗଡ଼ ରାଜ୍ୟର ସୀମାକୁ ଲାଗିଥିବା ପୁସଗୁଫା ସିଆରପିଏଫ୍ କ୍ୟାମ୍ପ ଉପରେ ନକ୍ସଲ ମାନେ ରକେଟ ମାଡ଼ କରିଥିବା ସୂଚନା ମିଳୁଛି। ଖବର ମୁଡାବକ ନକ୍ସଲ ମାନେ ରକେଟ ଲଞ୍ଚର ଦ୍ବାରା ତିନି…
୨ ନକ୍ସଲଙ୍କ ମୁଣ୍ଡ ଉପରେ ୪୧ ଲକ୍ଷ ପୁରସ୍କାର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣପୁରରେ ପୁଲିସ ନକ୍ସଲ ଏନକାଉଣ୍ଟରରେ ତିନିଜଣ ନକ୍ସଲଙ୍କୁ ଯବାନ ମାନେ ନିପାତ କରିଥିଲେ। ସେଥି ମଧ୍ୟରୁ ଦୁଇ ଜଣ ନକ୍ସଲଙ୍କ ପରିଚୟ ଉପରୁ ପର୍ଦା ଉଠେଇଛି ପୁଲିସ। ମୃତ ଦୁଇ…
୧ ଲକ୍ଷ ଇନାମୀ ନକ୍ସଲ ସମେତ ଦୁଇ ନକ୍ସଲଙ୍କ ଆତ୍ମସମର୍ପଣ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନ ଅଧୀନରେ ଛତିଶଗଡର ନକ୍ସଲବାଦ ବିଲୋପ ଏବଂ ପୁନର୍ବାସ ନୀତି ତଥା ନିୟାଦ ନେଲା ନାର ଯୋଜନା , ଅତି ସମ୍ବେଦନଶୀଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପୁଲିସ ଶିବିର…