ସାରା ଦେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ।
ଆଜି ସମଗ୍ର ଦେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟାମୀ ଉପଲକ୍ଷେ ଭଗବାନ କୃଷ୍ଣଙ୍କ ଜନ୍ମସ୍ଥଳୀ ମଥୁରା , ବୃନ୍ଦାବନ ସହିତ ଅହମଦାବାଦ ସ୍ଥିତ ଦ୍ୱାରକା ଏବଂ ସାରା ଦେଶରେ ଶ୍ରୀକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି। ଜନ୍ମାଷ୍ଟମୀର ଏହି ପର୍ବ ଭଗବାନ କୃଷ୍ଣଙ୍କ ଜନ୍ମଦିନ…
ସଂଗଠନରେ ପ୍ରମୁଖ ସଂସ୍କାର ଆବଶ୍ୟକ ; ଏସଜେଡସି ବୈଠକରେ ନକ୍ସଲଙ୍କ ସ୍ୱୀକାର।
ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ (ଏମଏମସି) ଜୋନର ସୀମାନ୍ତ ଅଞ୍ଚଳରେ ପୁଲିସ ବିରୋଧରେ ଚାଲିଥିବା ସଂଗ୍ରାମରେ ନକ୍ସଲମାନେ ସେମାନଙ୍କ ଅବସ୍ଥା ଖରାପ ବୋଲି ସ୍ୱୀକାର କରିଛନ୍ତି। ରେଡ୍ କରିଡରକୁ ମଜବୁତ କରିବା ପାଇଁ ନକ୍ସଲମାନଙ୍କ ପାଇଁ ଏମଏମସି ଜୋନ୍ ଏକ ପ୍ରମୁଖ…
ମହିଳା ମହାବିଦ୍ୟାଳୟରେ ନବାଗତ ଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା।
ମାଲକାନଗିରି ଜିଲ୍ଲା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦିତୀୟ ବାର୍ଷିକ ଛାତ୍ରୀମାନଙ୍କ ଦ୍ୱାରା ନବାଗତ +୨ ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ନବାଗତ ଛାତ୍ରୀମାନଙ୍କୁ…
କୋରୁକୋଣ୍ଡା ବ୍ଲକରେ ଟେଣ୍ଡର ଫିକ୍ସିଂ ମାମଲା ; ଭିଡିଓ ହେଲା ଭାଇରାଲ।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ଚଳିତ ମାସ ୧୦ ତାରିଖରେ ବ୍ଲକର ୪ଟି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ପତ୍ର ସଂଖ୍ୟା:- ୩୪୪୧/୨୪ ରେ ସର୍ବମୋଟ ୪୬ ଲକ୍ଷ ୫୦ ହଜାର ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା। ବିଜ୍ଞାପନ ଅନୁଯାୟୀ…
ସ୍ୱାଧୀନତା ଦିବସ ପାଳନ ; ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କଲେଜ ପରିଦର୍ଶନ।
ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲାର ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ପତାକା ଉତ୍ତୋଳନ କରିବା ସହିତ ସ୍ୱାଧୀନତାର ମହତ୍ତ୍ୱ ଓ ଆଦର୍ଶ ସଂପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି…