୨୪ ଲକ୍ଷ ଇନାମୀ ନକ୍ସଲ ନେତା ବିକାଶ ଗିରଫ।

ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ରାଜ୍ୟ ମହାରାଷ୍ଟ୍ରର ସକ୍ରୀୟ ମାଓ ନେତାକୁ ଧରିବାରେ ବିଜାପୁର ପୁଲିସକୁ ବଡ଼ ସଫଳତା ମିଳିଛି। ଗିରଫ ମାଓ ନେତା ବିକାଶ ଛତିଶଗଡ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରେ ୩୫ ରୁ ଅଧିକ ନକ୍ସଲ ହିଂସା ଘଟଣାରେ ସମ୍ପୃକ୍ତ…

ପୁଲିସ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ; ୩ ମହିଳା ନକ୍ସଲ ନିପାତ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ପୁଲିସ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ ମହିଳା ନକ୍ସଲଙ୍କ ମୃତ୍ୟୁ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ପୁଲିସ ଏବଂ ସୁରକ୍ଷାବାହିନୀ ଛତିଶଗଡରେ ନକ୍ସଲ ନିପାତ ଅପରେସନକୁ ଜୋରଦାର କରିଛି। ଏହି…

ପୁଲିସ ଦେଖି ନକ୍ସଲ ଫେରାର ; ଅସ୍ତ୍ରଶସ୍ତ୍ର ଜବତ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲା କିଷ୍ଟାରାମ ପୁଲିସ ଥାନା ଅନ୍ତର୍ଗତ ଛୋଟେକେଦୱାଲ ଜଙ୍ଗଲ ଅଞ୍ଚଳରେ ପୁଲିସ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ସର୍ଚ୍ଚ ଅପରେସନର କୁମ୍ବିଂ ବେଳେ ଯବାନଙ୍କୁ ଦେଖିବା ମାତ୍ରେ ନକ୍ସଲମାନେ ଦୌଡ଼ି…

ସାପ କାମୁଡ଼ାରେ ୬ବର୍ଷର ପୁଅ ଧର୍ମେନ୍ଦ୍ରଙ୍କ ମୃତ୍ୟୁ।

ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଗତକାଲି ମଧ୍ୟରାତ୍ରୀରେ ଏକ ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି ।ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବାଲିମେଳା ସହରର ଏନଏସି କାର୍ଯ୍ୟାଳୟ ସମ୍ମୁଖ ସାହିରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ୬ ବର୍ଷର ପୁଅ…

ବିସ୍ଫୋଟକ ଚିହ୍ନଟ କରି ଯବାନଙ୍କ ଜୀବନ ରକ୍ଷା କରେ ରାନୀ।

କୁକୁର ମଣିଷର ଅତି ବିଶ୍ଵସ୍ତ ବନ୍ଧୁ ଭାବେ ବେଶ ଜଣାଶୁଣା। କୁକୁର ଯାହାକୁ ଭଲ ପାଇଯିବେ ତା ପାଇଁ ଜୀବନ ମଧ୍ୟ ଦେଖିପାରନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ଅତି ମାଓ ପ୍ରବଣ ଅଞ୍ଚଳ। ଏଠାରେ ଦଶନ୍ଧି…

ଯୁକ୍ତ ୩ ବାଣିଜ୍ୟ ବିଭାଗ ତରଫରୁ ନୂତନ ଶିକ୍ଷା ନୀତି ବିଷୟରେ ଆଲୋଚନା ଚକ୍ର

ମାଲକାନଗିରି ମହାବିଦ୍ୟାଳୟ ଯୁକ୍ତ ୩ ବାଣିଜ୍ୟ ବିଭାଗ ତରଫରୁ ଏକଦିବସୀୟ ସଚେତନତା ସହ ନୂତନ ଶିକ୍ଷା ନୀତି ବିଷୟରେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି l ଏହି କାର୍ଯ୍ୟକ୍ରମକୁ ଆରତୀ ଲୁଗୁନ ସ୍ବାଗତ ଜଣାଇବା ସହିତ ନୂତନ ପାଠ୍ୟ…

ଭାଲୁ ଆକ୍ରମଣରେ ଜଣେ ଗୁରୁତ୍ୱର।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କଦମଗୁଡା ଗ୍ରାମପଞ୍ଚାୟତ ବରଗୁଡା ଗ୍ରାମର ଶ୍ୟାମ ସିଶା ଓ ଗ୍ରାମର କିଛି ବ୍ୟକ୍ତି ନିକଟରେ ଥିବା ଜଙ୍ଗଲ କୁ ଶ୍ରାବଣ ଛତୁ ସଂଗ୍ରହ ପାଇଁ ଯାଇଥିଲେ। ହଠାତ ଦୁଇଟା ଭାଲୁ ଆସି ଶ୍ୟାମ ସିଶା ର…

୨୫ ନକ୍ସଲଙ୍କ ପୁଲିସ ସମ୍ମୁଖରେ ଆତ୍ମସମର୍ପଣ। ମୁଣ୍ଡ ଉପରେ ଥିଲା ୩୭ ଲକ୍ଷ ପୁରସ୍କାର।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରୁ ଏକ ବଡ ଖବର ଆସୁଛି। ଏଠାରେ ଭୈରମଗଡ ଏରିଆ କମିଟି ଏବଂ ଗଙ୍ଗାଲୁର ଏରିଆ କମିଟିର ୨୫ ଇନାମୀ ନକ୍ସଲଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପିତ ସମସ୍ତ ମାଓବାଦୀଙ୍କ ମୁଣ୍ଡ ଉପରେ…

ବାଲିମେଳା ଓ କୋରୁକୋଣ୍ଡାର ବିଭିନ୍ନ ଅଞ୍ଚଳରେ ପାଳିନ ହେଲା ଜନ୍ମାଷ୍ଟମୀ ଓ ନନ୍ଦ ମହୋତ୍ସବ।

ମାଲକାନଗିରି ଜିଲ୍ଲାର ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଜନ୍ମାଷ୍ଟମୀ ଓ ନନ୍ଦ ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ବାଲିମେଳା ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସ୍କୁଲ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା…

ପଲିଟେକନିକ ଅଧ୍ୟକ୍ଷଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା।

ମାଲକାନଗିରି ଜିଲ୍ଲା ସରକାରୀ ପଲିଟେକ୍ନିକ୍ମା  ଅଧ୍ୟକ୍ଷ ଜ୍ଞାନରଞ୍ଜନ ଦାସ ଗତକାଲି ଏହି ଅନୁଷ୍ଠାନରୁ ବିଦାୟ ନେଇଥିଲେ ।ସେ ତା -11.07.2024 ରେ କଟକରେ ଥିବା ଓଡିଶାର ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ ସ୍ଥାନାନ୍ତରିତ ହୋଇଥିଲେ। ଶ୍ରୀ…

You cannot copy content of this page