ବିବାହର ସାଇଡ ଇଫେକ୍ଟ ; ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଭତରା ସମାଜରୁ ୧୨ ବର୍ଷ ସାମାଜିକ ବାସନ୍ଦ।

ନବରଙ୍ଗପୁର(କ୍ରୋନିକ ଓଡ଼ିଶା)ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ ନିଜ ସମାଜରୁ ୧୨ ବର୍ଷ ସମାଜିକ ବାସନ୍ଦ କରାଯାଇଛି। ନିଜ ଜାତି ଛାଡି ଅନ୍ୟ ଜାତିର ଝିଅଙ୍କୁ ବିବାହ କରିଥିବାରୁ ଭତରା ସମାଜ ପକ୍ଷରୁ ୧୨ ବର୍ଷ ପାଇଁ ସମାଜିକ ବାସନ୍ଦର ଶିକାର ହେଲେ…

ଓଡିଶା ଜୁଡିସିଆଲ ପରୀକ୍ଷାରେ ବାଲିମେଳା ଝିଅ ସ୍ନିଗ୍ଧା କୃତକାର୍ଯ୍ୟ।

ମାଲକାନଗିରି ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଓଡିଶା ଜୁଡିସିଆଲ ସର୍ଭିସରେ ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିର ଝିଅ ସ୍ନିଗ୍ଧା ବେହେରା କୃତକାର୍ଯ୍ୟ ହୋଇଛନ୍ତି। ଓଡିଶା ଜୁଡିସିଆଲ ସର୍ଭିସ ୨୦୨୩/୨୪ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି।ଯେଉଁଥିରେ ବାଲିମେଳା ଝିଅ ସ୍ନିଗ୍ଧା ବେହେରା ୨୯ତମ ସ୍ଥାନରେ…

ଆଇନଗତ ଢାଞ୍ଚା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ମଜଭୁତ କରାଯିବ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଭାରତୀୟ ନିର୍ବାଚନ କମିଶନ ସମସ୍ତ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ରାଜନୈତିକ ଦଳଙ୍କ ଠାରୁ ଏପ୍ରିଲ ୩୦, ୨୦୨୫ ସୁଦ୍ଧା ନିର୍ବାଚନ ପଞ୍ଜୀକରଣ ଅଧିକାରୀ(ଇଆରଓ),ଜିଲ୍ଲା ନିର୍ବାଚନ ଅଧିକାରୀ(ଡିଇଓ)କିମ୍ବା ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସ୍ତରରେ ଯେ କୌଣସି ସମାଧାନ ନ…

ମାଲକାନଗିରି ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଆଲୋଚନା ଚକ୍ର।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଆଜି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରିରେ ‘ଓଡ଼ିଆ ଭାଷା ପରିଚିତି’ ଶିର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାକ୍ତନ ବିଭାଗ ମୁଖ୍ୟ ପ୍ରଫେସର…

ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…

ଜୀବନ ନେଉଛି ସ୍କୁଲ ଛାତ୍ରଛାତ୍ରୀଙ୍କ ବାଇକ ନିଶା।

କାଲିମେଳା(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି ବାଇକ ଦୃଘଟଣା।ଦୃଘଟଣାରେ ଯାଉଛି ନିରୀହ ନାବାଳକ ଛାତ୍ରଛାତ୍ରୀଙ୍କ ଜୀବନ।ଦିନକୁ ଦିନ ରାଜ୍ୟ ମୋଟର ଜାନ ଆଇନ ଯେତେ କଡ଼ା କଡ଼ି ହେଉଛି, ଦିନକୁ ଦିନ ସେତିକି ବେପରୁଆ ବାଇକ ଚାଳକ ସଂଖ୍ୟା…

ସରକାରୀ ବାଡ଼ ଯେବେ ଖାଏ ସରକାରୀ ଫସଲ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସରକାରୀ ପମ୍ପ ହାଉସ ପରିସର ମଧ୍ୟରୁ ପଣସ ବିକ୍ରି କରିବା ନେଇ ଅଭିଯୋଗ ହୋଇଛି। ପମ୍ପ ହାଉସରେ କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ ଏଭଳି ସଂଙ୍ଗିନ ଅଭିଯୋଗ ଆସିଛି।ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା…

କୁଡୁମୁଲୁଗୁମ୍ମାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ତହସିଲ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ସ୍ବତନ୍ତ୍ର ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍ ଅଧ୍ୟକ୍ଷତା…

ମାଲକାନଗିରିରେ ସୁଭଦ୍ରା ଦ୍ଵିତୀୟ କିସ୍ତି ପାଇଲେ ୧,୩୪,୬୧୦ ମହିଳା।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଆଶିଷ ଈଶ୍ୱର…

ବଡଯାତ୍ରାରେ ଉତ୍ସବ ମୁଖର ମାଲକାନଗିରି : କନ୍ୟାମାଝିବନ୍ଧ ପୀଠ ଲୋକାରଣ୍ୟ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ କାହିଁ କେଉଁ କାଳରୁ ପାଳନ ହେଇ ଆସୁଥିବା ବଡ ଯାତ୍ରା ଚଳିତ ବର୍ଷ ମଧ୍ୟ ପାଳନ ହେଉ ଅଛି। ପ୍ରତି ଦୁଇ ବର୍ଷରେ ଠାରେ ପାଳନ ହେଉଥିବା ଏହି ଯାତ୍ରା ଚଳିତ ବର୍ଷ ପାଳନ ହେଉଥିବା…

You cannot copy content of this page